ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ କିଛି କଥା ଜାଣି ପାରୁଛନ୍ତି । ଏବେ ଏଭଳି କିଛି ଖବର ବିଷୟରେ ଆପଣମାନେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୃହିଣୀମାନେ ସାବଧାନ ହୋଇ ଯାଆନ୍ତୁ । ଏବେ ଗୃହିଣୀଙ୍କ ପାଇଁ ଚକିତ କରିବା ଭଳି ଖବର ଆସିଛି । ବାସନକୁସନ ସଫା କରିବା ସମୟରେ ରୁହନ୍ତୁ ସତର୍କ । ନହେଲେ ଆପଣଙ୍କର କିଡନୀ ଖରାପ ହୋଇପାରେ ।
ଆଜିକାଲି ଲୋକମାନେ ଘର କରିଲେ ଘର ଭିତରେ ରୋଷେଇ ଘର, ଠାକୁର ଘର ଏବଂ ସବୁ ପ୍ରକାରର ବ୍ୟବସ୍ଥା ଘର ଭିତରେ କରିଥାନ୍ତି । କିନ୍ତୁ ଘର ଭିତରେ ରୋଷେଇ ଘରକୁ ସବୁବେଳେ ସଫା ସୁତୁରା କରି ରଖିବା ଉଚିତ୍ । ରୋଷେଇ ବାସନକୁସନ ସଫା କରିବା ପାଇଁ ସ୍କ୍ରବ ବ୍ୟବହାର କରାଯାଇଥାଏ । ଲୋକମାନେ ନିଜ ରୋଷେଇ ଘରକୁ ପରିଷ୍କାର ରଖିବା ପାଇଁ ସବୁବେଳେ ସବୁ କାମ କରିଥାନ୍ତି । କିନ୍ତୁ ଏବେ ବାସନ ମଜାକୁ ନେଇ ଆସିଛି କିଛି ଖବର ।
ଗୃହିଣୀମାନେ ବାସନକୁସନ ମାଜିବା ପାଇଁ ସ୍କ୍ରବ୍ ବ୍ୟବହାର କରିଥାନ୍ତି କିନ୍ତୁ ଏହା କେତେ ଯେ କ୍ଷତିକାରକ ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ସ୍କ୍ରବ ବ୍ୟବହାର କରିଲେ କିଛି ରୋଗ ହୋଇପାରେ ବୋଲି ସୂଚନା ମିଳିଛି । ଏହି ସ୍କ୍ରଵ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିପଦ ଜନକ ବୋଲି ସୂଚନା ମିଳିଛି । ବାସନ ସଫା କରାଯାଉଥିବା ଜିନିଷର ସମ୍ପର୍କ ସ୍ବାସ୍ଥ୍ୟ ଖରାପ ହେବା ସହ କିଭଳି ଅଛି ତାହା ଆପଣମାନେ ଜାଣିପାରିବେ ।
ଏହି ବାସନ ସଫା କରିବା ଜିନିଷରେ ସ୍ପଞ୍ଜ ଥାଏ । ଆଉ ଏହି ଓଦା ହେବାଦ୍ବାରା ଏଥିରେ ବ୍ୟାକ୍ଟେରିଆ ହୋଇ ଯାଇଥାଏ । ଆଉ ଏହି ବ୍ୟାକ୍ଟେରିଆ ବାସନ ମାଜିବା ସମୟରେ ସେଠାରେ ରହିଥାନ୍ତି । ଆଉ ସେହି ବାସନାରେ ଖାଇଲେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଆଉ ଏହାଦ୍ବାରା କିଡନୀ ରୋଗ ହୋଇଥାଏ ଏବଂ। ଅନ୍ତଃ ନଳୀ ଉପରେ ପ୍ରଭାବ ପଡିଥାଏ। ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିଲେ। ସେଥିପାଇଁ ବାସନ ମାଜୁଥିବା ସ୍କ୍ରବ ଭଲରେ ଶୁଖାଇ ରଖନ୍ତୁ ତାକୁ ଓଦା ଛାଡ଼ି ଦିଅନ୍ତୁ ନାହିଁ ।