Jun 19, 2024, 19:25 IST

୯୪୭ ଟଙ୍କା ଥିଲେ ଘରକୁ ଆଣି ପାରିବେ ଏହି ମିନି Ac ଦେଖନ୍ତୁ କେମିତି ପାଇବେ ଏହାକୁ

Hhhh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଜୁନମାସ ଆସିକି ଅଧା ହେଲାଣି କିନ୍ତୁ ଖରାର ତାପମାତ୍ରା କମୁନାହିଁ। 
Gh
ଗରମରୁ ରକ୍ଷା ପାଇବା ପାଇଁ ସମସ୍ତେ ଘରେ ଘରେ ଏସି, କୁଲର, ଫ୍ୟାନ୍ ଆଦି ଲଗାଉଛନ୍ତି।ଏବେ ଏସି ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମାତ୍ର ୯୪୭ ଟଙ୍କାରେ ଘରକୁ ଆଣନ୍ତୁ ମିନି ଏସି। ବାସ୍ତବରେ ବଜାରରେ ଏପରି ଏକ ଏସି ଉପଲବ୍ଧ ହେଇଛି ଯାହାର ମୂଲ୍ୟ ଫ୍ୟାନଠୁ ବି କମ୍ ଅଟେ। ଏହି ମିନି ଏସିଟିର ଦାମ ଫ୍ୟାନ ତୁଳନାରେ କମ୍ ହୋଇଥାଏ। ଏହି କମ୍ ମୂଲ୍ୟର ମିନି ଏସି କୋଠରୀକୁ ଦୁଇ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଥଣ୍ଡା କରିଦେବ। 
V
ବନ୍ଧୁଗଣ ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଆପଣ ମିନି ଏସି ମଧ୍ୟ କିଣି ପାରିବେ। କିଛି ଡିଜିଟାଲ ମାର୍କେଟିଂ ପ୍ଲାଟଫର୍ମରେ ମାତ୍ର ୯୪୭ ଟଙ୍କାରେ ଏହି ମିନି ଏସି ବିକ୍ରି ହେଉଛି। ଏହି ଏସି ବିଷୟରେ ଏକ ବିଶେଷ କଥା ହେଉଛି ଆପଣ ଏହାକୁ ମଧ୍ୟ ସାଙ୍ଗରେ ନେଇ ଯାତ୍ରା କରିପାରିବେ। ଏହି ଏସିରେ ୩ ଟି ଆଡଜଷ୍ଟେବଲ୍ ସ୍ପିଡ୍ ମୋଡ୍ ମଧ୍ୟ ଅଛି, ଯାହାକୁ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରିପାରିବେ। 
ବନ୍ଧୁଗଣ କେବଳ ଏତିକି ନୁହେଁ, ଆପଣ ଏହା ସହିତ ଏକ ଏଲଇଡି ଲାଇଟ୍ ମଧ୍ୟ ପାଇପାରିବେ। ଏହି ମିନି ଏସିଟି ଏକାସାଙ୍ଗରେ ଉଭୟ ଆଲୋକ ଓ କୁଲିଂ କାର୍ଯ୍ୟ କରିଥାଏ। ଆପଣ ଏହା ସହିତ ୟୁଏସବିକୁ ମଧ୍ୟ ସଂଯୋଗ କରିପାରିବେ। ଗୋଟିଏ ପଟେ ବଡ ଏସିର ମୂଲ୍ୟ ୨୫ ହଜାରରୁ ଆରମ୍ଭ ହେଉଛି। ସେହି ସମୟରେ, ଏହି ମିନି ଏସି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଲଭ ପ୍ରମାଣିତ ହୋଇପାରେ।

Advertisement