Jul 31, 2024, 20:13 IST

ପୋହୋଳା ମାଛ ଦେଲେ ସବୁ ବିଲ ହେଇଯିବ ପାସ ଦେଖନ୍ତୁ ଲାଞ୍ଚ ମାଗିବାର ଆସିଲା ବଡ଼ ଖବର

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଆଜିକାଲି ଅଫିସରଙ୍କ କଥା ଜାଣିଥିବେ । କିଛି ଅଫିସର ଅଛନ୍ତି ସେମାନେ ତାଙ୍କ କାମ ଭଲରେ କରନ୍ତି ଆଉ କିଛି ଅଫିସର ଅଛନ୍ତି ଯେଉଁମାନେ କାମ କରିବା ପାଇଁ ଲାଞ୍ଚ ନେଇଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଜଣେ ଲାଞ୍ଚ ନେଉଥିବା ମ୍ୟାଡାମଙ୍କ ବିଷୟରେ ଜାଣିପାରିବେ ।
Gg
ଏହି ମ୍ୟାଡାମ ଜଣଙ୍କୁ ପସନ୍ଦ ଛଟା ଚିଙ୍ଗୁଡ଼ି ସହ ପୋହଳା ମାଛ । ତାଙ୍କୁ ବାଳକାଟୀ ମଟନ ଦେଲେ ସେ ବିଲ ପାସ କରାଇ ଦେଉଥିଲେ । ସେ ଲକ୍ଷେ ଟଙ୍କାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଦେଖି ଦେଇଥିଲେ । ଭିଜିଲାନ୍ସ ଚଢ଼ାଉ ସମୟରେ ସେ ଲାଞ୍ଚ ନେଇଥିବାର ଦେଖାଯାଇଛି । ଏହି ଅଫିସର ଜଣକ ଲାଞ୍ଚ ନେଉଥିବା ବେଳେ ତାଙ୍କ ସହିତ ଏଭଳି ଘଟଣା ଘଟିଗଲା । ଏହି ଅଫିସର ଜଣକ ଲାଞ୍ଚ ନେବା ସହିତ ଚିଙ୍ଗୁଡ଼ି ଆଉ ପୋହଳା ମାଛ ଦରକାର । 
Gg
ଏହି ମ୍ୟାଡାମ ଜଣକ ଲାଞ୍ଚ ନେଉଥିଲେ ବୋଲି ଅନେକ ଲୋକ ଅଭିଯୋଗ କରିଥିଲେ । କଣ୍ଟ୍ରାକ୍ଟରମାନେ ତାଙ୍କ ପାଖକୁ ବିଲ ପାସ୍ କରିବାକୁ ଆସୁଥିବା ବେଳେ ସେମାନେ ହାତରେ ଟଙ୍କା ସହ ପୋହଳା ମାଛ ଆଉ ମଟନ ଆଣୁଥିଲେ । ଏବେ ଏହି ମ୍ୟାଡାମ ଜଣକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏହି ମ୍ୟାଡାମ ଜଣକ ହେଉଛନ୍ତି ଜଟଣୀ ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତି । ମ୍ୟାଡାମ ଜଣକ ଲାଞ୍ଚ ନେଉଥିଲେ ବୋଲି ଅନେକ ଅଭିଯୋଗ ଆସିଥିଲା । ଏବେ ସବୁ ଧରା ପଡ଼ିଛି । 
ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦରେ ରହି ସେ ନଡରି ନିର୍ଭୟରେ ଏଭଳି ଲାଞ୍ଚ ନେବା କାମ କରିଥାନ୍ତି । ଏବେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ମ୍ୟାଡାମ ଜଣକ । ଏବେ ଲାଞ୍ଚକୁ ନେଇ ଅନେକ କଥା ଜଣାପଡିଛି । ପୂର୍ବରୁ ଆହୁରି ଅଧିକ ସେ ଲାଞ୍ଚ ନେଇଛନ୍ତି । ୨୦୨୨ ମସିହାରେ ଅଙ୍ଗନୱାଡ଼ି କାମ ସାରିଥିଲା କିନ୍ତୁ ଏହାର ବିଲ ପାସ ହୋଇନଥିଲା । ବିଲ ପାସ କରିବାକୁ ସେ ଲାଞ୍ଚ ମାଗୁଥିଲେ । ଆଉ ଏହି ଟଙ୍କା ଦେବା ସମୟରେ ଭିଜିଲାନ୍ସ ହାତରେ ସେ ଧରା ପଡିଛନ୍ତି । ଏବେ ଏହି ଘଟଣାକୁ ନେଇ ଆସିଷ୍ଟାଣ୍ଟ ଇଞ୍ଜିନିୟର ମ୍ୟାଡାମ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Advertisement