Aug 18, 2024, 15:56 IST

ନାଇଟ ଡ୍ୟୁଟି କରୁଥିଲେ ସାବଧାନ ଦେଖନ୍ତୁ ହେଇପାରେ ଏହି ସାଙ୍ଘାତିକ ରୋଗ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Hh
ବନ୍ଧୁଗଣ ନାଇଟ ସିଫ୍ଟ ଡ୍ୟୁଟି ପାଇଁ ହେଉଛି କ୍ୟାନସର। ସ୍ବାସ୍ଥ୍ୟ ପାଇଁ ହାନିକାରକ ହେଉଛି ରାତି ଅନିଦ୍ରା ହେବା। ରାତିରେ ଡ୍ୟୁଟି କରିଥିବା ସମୟରେ ଜଣେ ବ୍ୟକ୍ତିଙ୍କର ଡିଏନେ ଉପରେ ପ୍ରଭାବ ପକାଏ ବୋଲି ପୂର୍ବରୁ ମଧ୍ୟ କୁହାଯାଉଥିଲା। କିନ୍ତୁ କିଛି ଗବେଷକ ଏହି ସମ୍ପର୍କରେ ନୂଆ ତଥ୍ୟ ପ୍ରଦାନ କରିଛନ୍ତି। ଗବେଷଣାରୁ ଜଣାପଡିଛି କି, ନାଇଟ ଡ୍ୟୁଟି କରିବା ଯେ କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ପାଇଁ ବିପର୍ଜନକ ଅଟେ। କାରଣ ଏଥିଯୋଗୁଁ ତା'ର ଡିଏନେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ। 
Gh
ଏଥିସହିତ କ୍ୟାନସର ଜନିତ ସ୍ନାୟବିକ ଏବଂ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗରେ ଜଣେ ଆ-କ୍ରା-ନ୍ତ ହେବାର ସମ୍ଭାବନା ବଢୁଛି। ଜଣେ ଗବେଷକଙ୍କ କହିବା ଅନୁସାରେ, ବିଭିନ୍ନ ସିଫ୍ଟରେ ଡ୍ୟୁଟି କରୁଥିବା ୪୯ ଜଣ ଡାକ୍ତରଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା। ଏହି ସମସ୍ତ ଡାକ୍ତର ସୁସ୍ଥ ଥିଲେ। ଏମାନଙ୍କ ଉପରେ ପରୀକ୍ଷା ନିରୀକ୍ଷା କରିବା ପରେ ସେମାନେ ଜାଣିବାକୁ ପାଇଥିଲେ କି ରାତିରେ ଡ୍ୟୁଟି କରିବା ଜୀବନ ପ୍ରତି ହାନିକାରକ ଅଟେ। ଏମିତି କି ଗୋଟେ ରାତି ମଧ୍ୟ ଅନିଦ୍ରା ରହିବା ଭବିଷ୍ୟତରେ ମାରାତ୍ମକ ରୋଗର କାରଣ ହେଇପାରେ। 
ଅନ୍ୟ ସିଫ୍ଟ ଅପେକ୍ଷା ନାଇଟ ସିଫ୍ଟରେ କାମ କରୁଥିବା ଡ଼ାକ୍ତରଙ୍କ ଡିଏନେମରେ ଅଧିକ ମାତ୍ରରେ ପରିଲକ୍ଷିତ ହେଇଥାଏ ତା ଛଡ଼ା କ୍ଷତିଗ୍ରସ୍ତ ଡିଏନେର ମରାମତି ପାଇଁ ଦିନରେ ସ୍ୱତପ୍ରଭୃତ ଭାବରେ ସୃଷ୍ଟି ହେଉଥିବା ଜିନର ପରିମାଣ ମଧ୍ୟ ସେମାନଙ୍କ ଠାରେ ହ୍ରାସ ପାଇଥାଏ। ଗୋଟିଏ ରାତି ଅନିଦ୍ରା ରହିଲେ ମଧ୍ୟ ଦେହରେ କ୍ଷତିଗ୍ରସ୍ତ ଡିଏନେର ସଂଖ୍ୟା ବଢ଼ି ଯାଇଥାଏ। ଏଥି ଯୋଗୁଁ ବ୍ୟକ୍ତିଙ୍କୁ ଭବିଷ୍ୟତରେ ଅନେକ ମାରାତ୍ମକ ରୋଗର ସମ୍ମୁଖୀନ ହେବାକୁ ପଡ଼ିପାରେ।

Advertisement