Jul 12, 2024, 19:41 IST

ରିୟାଙ୍କ ଯଦି କିଛି ଦୋଷ ନାହିଁ ତାହେଲେ ସେ ସାମ୍ନାକୁ ଆସୁ ନାହାନ୍ତି କଣ ପାଇଁ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରିୟା ଓ ତାଙ୍କ ସ୍ୱାମୀ ନିଜ ଘରେ ରଖିଥିବା ସହାୟିକାଙ୍କୁ ନି-ର୍ଯା-ତ-ନା ଦେଉଥିଲେ। ତାଙ୍କ ଘରେ ଦେଢ଼ ବର୍ଷ ହେଲା କେୟାରଟେକର ଭାବେ ରହୁଥିଲେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବତୀ। ଅଭିଯୋଗ ଅନୁସାରେ ରିୟା ଓ ତାଙ୍କ ସ୍ୱାମୀ ଅନେକ ସମୟରେ ଯୁବତୀଙ୍କୁ ଅକଥନୀୟ ମାଡ଼ ମାରୁଥିଲେ। ନିଶାରେ ବିୟର ବୋତଲରେ ରିୟା ପିଟୁଥିବା ଅଭିଯୋଗ କରିଥିଲେ। 
Yy
ଏନେଇ ଜଣେ ବ୍ୟକ୍ତି ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଜଣଙ୍କର ସେତିକି ଅସୁବିଧା ବା ପରିସ୍ଥିତି ଖରାପ ଥିଲେ ସେ ଯାଇ ଅନ୍ୟ ଘରେ କାମରେ। କିଛି ଲୋକ ଥାଆନ୍ତି ଗରିବଙ୍କ ଉପରେ ପ୍ରହାର କରନ୍ତି। ବ୍ୟକ୍ତି ଜଣଙ୍କ କହିଛନ୍ତି ରିୟା ଜଣେ ଭଲ ଅଭିନେତ୍ରୀ ତାଙ୍କ ମୁଣ୍ଡରେ ବା ତାଙ୍କ ସ୍ଵାମୀଙ୍କ ମୁଣ୍ଡରେ କେମିତି ପସିଲା ଗୋଟେ ଛୋଟ ଛୁଆକୁ ଅ-ତ୍ୟା-ଚା-ର କରିବା ପାଇଁ। ପିଲାଟି ଏତେ କଷ୍ଟ ପାଇଛି ମାନେ ଦଣ୍ଡ ବିଧାନ ହେଇ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି। 
Gg
ଯଦି ରିୟାଙ୍କର କିଛି ଭୁଲ ନାହିଁ ତେବେ ସେ ଝିଅଟିକୁ ଆସି କୋଳେଇ ନେବା କଥା। ତେବେ ସ୍ବାମୀ ସ୍ତ୍ରୀ ମିଶି ପିଲାଟିକୁ ଅ-ତ୍ୟା-ଚା-ର କରିଛନ୍ତି। ବ୍ୟକ୍ତି ଜଣଙ୍କ ପ୍ରଶାସନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଦୁଇଜଣଙ୍କ ନାଁରେ କେସ କରି ଥାନାକୁ ଡକାଯାଉ ବୋଲି କହିଛନ୍ତି। ବ୍ୟକ୍ତି ଜଣଙ୍କ ରିୟାଙ୍କୁ କହିଛନ୍ତି କି, ଏହିସବୁ କାମ କରିବା ଠିକ୍ ନୁହେଁ। ଯଦି ସେ ଏମିତି କରିଛନ୍ତି ତେବେ ତୁରନ୍ତ ସବୁକଥା ସମାଧାନ କରି ପିଲାଟିକୁ କୋଳେଇ ନେବା ଉଚିତ୍। 
ଆହୁରି କହିଛନ୍ତି ଯେ, ଜଣେ ଜଣଙ୍କ ଘରେ କାମ କରୁଛି ମାନେ ତାକୁ ଏମିତିକା ବ୍ୟବହାର କରିବା ଠିକ ନୁହେଁ। ହ୍ୟୁମାନ ରାଇଟ୍ସର ମେମ୍ବର ମାନଙ୍କୁ ବ୍ୟକ୍ତି ଜଣଙ୍କ ବିଡିଓ ମାଧ୍ୟମରେ ଅନୁରୋଧ କରି କହିଛନ୍ତି ଯେ, ନୀରିହ ପିଲାଟି ପାଇଁ ଟିକେ ଲଢନ୍ତୁ। ବ୍ୟକ୍ତି ଜଣଙ୍କ ରିୟା ମାଡାମଙ୍କୁ ଅନୁରୋଧ କରି କହିଛନ୍ତି ଯେ, "ରିୟା ଏବଂ ତାଙ୍କ ସ୍ଵାମୀ ପିଲାଟିକୁ କୋଳେଇ ନିଅନ୍ତୁ। ଯାହାସବୁ ହେଇଯାଇଛି ସେସବୁକୁ ସମାଧାନ କରି ପିଲାଟିକୁ ନ୍ୟାୟ ଦିଅନ୍ତୁ। ପିଲାଟିକୁ ଘରେ ପଛେ ନରଖନ୍ତୁ କିନ୍ତୁ ପିଲାଟିକୁ ଶାନ୍ତିରେ ରହିବାକୁ ଦିଅନ୍ତୁ"।

Advertisement