May 21, 2024, 18:32 IST

ପୁଅ କଲେ ଏତେ ବଡ଼ କାଣ୍ଡ ଦେଖନ୍ତୁ ୧୪ ଘଣ୍ଟାରେ ଟଙ୍କା ଫୋପାଡି ପୁଅକୁ ନେଇଗଲେ ବାପା

Jj

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ ।
ଆଜିକାଲି ଦୁନିଆରେ ଯାହା ପାଖରେ ଟଙ୍କା ଅଛି ସେ ସବୁକିଛି କରିପାରିବ । ଆଉ ପାଖରେ ଟଙ୍କା ଥିବା ଲୋକ ଆଇନକୁ ମଧ୍ୟ କିଣି ନେଇଥାଏ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ।
Nh
ଟଙ୍କାର ପାୱାର ଦେଖାଇଲା ବିଲଡର ବାପା । ମଦ ପିଇ ଗାଡ଼ି ଚଲାଉଥିଲା ଏହି ବିଲଡର ବାପାର ପୁଅ । ଆଉ ସେ ଦୁଇଜଣଙ୍କର ଜୀବନ ମଧ୍ୟ ନେଇଗଲା । ଦୁଇଜଣଙ୍କୁ ଗାଡ଼ି ଚଢ଼ାଇ ଦେଲା । ମଦ ପିଇ ଗାଡ଼ି ଚଢାଇ ଦୁଇଜଣଙ୍କୁ ମାରିଦେଲା ପୁଅ ।
ଏହାପରେ ବାପା ଜଣକ ତାଙ୍କ ପଇସାର ଖେଳ ଦେଖାଇଲେ । ଏହି ବାପା ଜଣକ ୧୪ ଘଣ୍ଟା ଭିତରେ ପୁଅର ବେଲ କରାଇଲେ । ଦୁର୍ଘଟଣା ହୋଇଥିବା ଏହି ଦୁଇଜଣଙ୍କର ଅକାଳରେ ମୃ-ତ୍ୟୁ ହୋଇଗଲା । ଆଜିର ଦୁନିଆରେ ଟଙ୍କା ଅଛି ତ ସବୁ ଅଛି । ଟଙ୍କାରେ ସବୁକିଛି କିଣି ଦିଆଯାଇଥାଏ । 
ଲକ୍ଷ ଲକ୍ଷ ଟଙ୍କା ଦେଇ ପୁଅର ବେଲ କରାଇଲେ ବାପା । ନିଶାସକ୍ତ ଅବସ୍ଥାରେ ଜଣେ ନାବାଳକ ଦୁଇଜଣଙ୍କର ଜୀବନ ନେଇଯାଇଛି । ଆଉ ଗିରଫ ହେବାର ୧୪ ଘଣ୍ଟା ଭିତରେ ମିଳିଯାଇଛି ବେଲ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଜ୍ୟର ପୁନେ ସହରରେ ।
Yy
ଏହି ଅଭିଯୁକ୍ତ ଜଣଙ୍କର ନାମ ହେଉଛି ବେଦାନ୍ତ ଅଗ୍ରୱାଲ । ସେ ହେଉଛନ୍ତି ବିଲଡର ବିଶାଳ ଅଗ୍ରୱାଲଙ୍କ ପୁଅ । ଏହି ଭିଡିଓରେ ଆପଣମାନେ ଦୁର୍ଘଟଣା ହୋଇଥିବା ଏହି ଗାଡ଼ିକୁ ଦେଖିପାରିବେ ।ଏହି ଗାଡ଼ି ୨ କୋଟି ଟଙ୍କାର ଅଟେ । ଏହି ବିଳାସପୂର୍ଣ୍ଣ ଗାଡ଼ି ଭାଙ୍ଗି ଯାଇଛି ।
ଏହି ଗାଡ଼ି ଆସି ଦୁଇଜଣ ଆଇଟି ଇଞ୍ଜିନିୟରଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ଏହି ଦୁଇଜଣ ଛାତ୍ରଙ୍କର ମୃ-ତ୍ୟୁ ହୋଇଯାଇଛି । ଏବେ ଏହି ବିଲଡର ବାପା ତାର ପୁଅକୁ ମାତ୍ର ୧୪ ଘଣ୍ଟାରେ ବେଲ କରାଇ ନେଇଛି । ଟଙ୍କା କଣ ସବୁ କରିପାରେ ଆପଣ ଏହା ଜାଣି ପାରୁଥିବେ ।
ପୋଲିସ କହିଛନ୍ତି ଏହି ବ୍ୟକ୍ତିଙ୍କ ନାଁରେ କୌଣସି ପ୍ରମାଣ କୋର୍ଟରେ ମିଳିନଥିଲା । ଆଉ ସେଥିପାଇଁ କୋର୍ଟ ଜାମିନ ଦେଇଛି । ଏହି ଯୁବକ ଜଣଙ୍କୁ ଟ୍ରାଫିକ ପୋଲିସ ସହିତ କାମ କରିବାକୁ ପଡ଼ିବ ।

Advertisement