Updated: Jun 29, 2024, 19:18 IST

ସରକାର କଲେ ବଡ଼ ନିୟମ ଦେଖନ୍ତୁ ଚଢ଼ା ଦରରେ ଆଉ ବିକ୍ରି କରିପାରିବେନି ଜିନିଷ ଧରା ପଡିଲେ ହେବ ଏମିତି

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଆଜିକାଲି ବଜାରରେ ଚାଲିଥିବା ଦରଦାମ୍ ବିଷୟରେ ଜାଣିଥିବେ । କିଛି ଏଭଳି ବେପାରୀ ଅଛନ୍ତି ଯେଉଁମାନେ ମନ ଇଚ୍ଛା ରେଟ୍ ବଢାଇ ଥାଆନ୍ତି । ଆଉ ଏବେ ଏହି ମନଇଚ୍ଛା ବଢାଉଥିବା ବ୍ୟବସାୟୀଙ୍କୁ ନେଇ ଆସିଛି କିଛି ଖବର । ଚଢ଼ା ଦରରେ ବିକ୍ରି କରୁଥିବା ବ୍ୟବସାୟୀ ଆଉ ଚଢ଼ା ଦରରେ ବିକ୍ରି କରିପାରିବେ ନାହିଁ ।
Hh
ଚଢ଼ା ଦରରେ ବିକ୍ରି କରିଲେ ଏବେ ବନ୍ଧା ହେବେ ବ୍ୟବସାୟୀ । ଏବେ ଏହିଭଳି ବ୍ୟବସାୟୀ ଜେଲର ଚାରିକାନ୍ଥ ଭିତରେ ରହିବେ । ଏବେ ଦର ବୃଦ୍ଧିକୁ ନେଇ ୱାର୍ଣ୍ଣିଂ ଦେଲେ ରାଜ୍ୟ ସରକାର । ସବୁ ଗୋଦାମରେ ଚାଲିଛି ଚଢ଼ାଉ । ଆଉ ସବୁ ଗୋଦାମରେ ଘନ ଘନ ଚଢ଼ାଉ ହେଉଛି । ଗୋଦାମରେ ମଧ୍ଯ କିଣା ବିଲ ମଧ୍ୟ ଦେଖାଯାଉଛି । କୌଣସି ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରୁଥିବାର ଧରା ପଡିଲେ ସେମାନେ ଗିରଫ ହେବେ । ଜେଲର ଚାରିକାନ୍ଥ ଭିତରେ ରହିବେ ବ୍ୟବସାୟୀ ।
Gg
ସାଧାରଣ ଲୋକମାନେ ଏହି ଚଢ଼ା ଦରରେ ହେଉଥିବା ବୃଦ୍ଧି ପାଇଁ ହଇରାଣ ହେଉଛନ୍ତି । ଆଉ ସାଧାରଣ ପରିବା ହେଉ ବା ରାସନ୍ ଯେତେବେଳେ ଇଚ୍ଛା ବ୍ୟବସାୟୀମାନେ ରେଟ୍ ବଢାଇ ଦେଉଛନ୍ତି । ଏବେ ଏହି ସବୁକୁ ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି । ସାଧାରଣ ଲୋକଙ୍କୁ ଯିଏ ଠକିବାକୁ ଚେଷ୍ଟା କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । 
ପିଆଜ ୪୦ ଉପରକୁ ଯାଇ ନାହିଁ । ଆଉ ଆଳୁ ୩୦ ରୁ ୩୫ ଟଙ୍କା ରହିଛି । ଏହା ନାସିକରୁ ଆସୁଛି ଏବଂ ସେଥିପାଇଁ ଏହି ଦର ବୃଦ୍ଧି ହୋଇଛି ବୋଲି ଜଣାପଡିଛି । ରାଜ୍ୟରେ ପରିବା ଦରକୁ ନେଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏବେ ସରକାରଙ୍କ କାନରେ ଏହି ରେଟ ପହଞ୍ଚିବା ପରେ ଏହା ଉପରେ ଲଗାମ ଲଗାଇଛନ୍ତି ସରକାର । ଆଉ ଏହାସହ ରାଜ୍ୟ ସରକାର ଏନେଇ କହିଛନ୍ତି ଯଦି କେହି ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରିବ ସେ ଗିରଫ ହେବ ବୋଲି କହିଛି । ଏବେ ଏହାକୁ ନେଇ ଆସୁଛି ଖବର ।

Advertisement