Jun 10, 2024, 19:18 IST

ଗାର୍ଲଫ୍ରେଣ୍ଡ ଗଲେ ଆଉଥରେ ଆସିବ ଟଙ୍କା ହଜିଗଲେ ପୁଣି ରୋଜଗାର ହେଇଯିବ ହେଲେ ମୁଖ୍ୟମନ୍ତ୍ରୀ ଥରେ ଗଲେ ଆଉ ଆସିବେନି

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଜଣେ ଯୁବକ ଗଣମାଧ୍ୟମ ଆଗରେ ତାଙ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ, ୨୦୨୪ ମସିହା ନିର୍ବାଚନରେ ବିଜେଡି ସରକାର ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ହାରିଯିବା କଥାଟି ଶୁଣି ସାଢ଼େ ଚାରି କୋଟି ଓଡ଼ିଆ ବହୁତ ଦୁଃଖ କରୁଛନ୍ତି। ଯୁବକ ଜଣଙ୍କ କହିଛନ୍ତି ନବୀନ ପଟ୍ଟନାୟକ ବେଶୀ କଥା କୁହନ୍ତିନି କି କାହାକୁ ନେଇ ଟିପଣି ବି ଦିଅନ୍ତି ନାହିଁ। 
Bb
ନବୀନ ପଟ୍ଟନାୟକ ସବୁବେଳେ ତାଙ୍କ କାମକୁ ମାଇଣ୍ଡଲି କରନ୍ତି। ସେଥିପାଇଁ ଓଡ଼ିଶାବାସୀ ନବୀନଙ୍କୁ ବହୁତ ଭଲ ପାଆନ୍ତି। ଯେତେବେଳେ ନିର୍ବାଚନର ସଂପୂର୍ଣ୍ଣ ରୁପେ ଭୋଟ ପର୍ଯ୍ୟାୟ ସରିଲା ସେତେବେଳେ ୧ ତାରିଖରୁ ୪ ତାରିଖରେ ଭୋଟର ଫଳ ବାହାରିବାର ଥିଲା। ଆଉ ସଂପୂର୍ଣ୍ଣ ଓଡ଼ିଶାବାସୀ ଆଶା କରିଥିଲେ ଯେ ପୁଣି ଓଡ଼ିଶାରେ ବିଜେଡି ସରକାର ଆସିବ ବୋଲି। ପୁଣି ଆମ ଓଡ଼ିଶା ଶାସନ ଗାଦିରେ ନବୀନ ପଟ୍ଟନାୟକ ବସିବେ ବୋଲି ଓଡ଼ିଶାବାସୀ ଭାବିଥିଲେ। 
କିନ୍ତୁ ଯେତେବେଳେ ପ୍ରତ୍ୟେକ ମିଡ଼ିଆ ନିୟୁଜରେ ଦେଖିବାକୁ ମିଳିଥିଲା ଯେ ଲୋକସଭା ଆସନରେ ଗୋଟିଏ ବି ଆସନ ନବୀନ ପଟ୍ଟନାୟକ ପାଇନାହାନ୍ତି। ଆଉ ଶେଷରେ ଜଣାପଡ଼ିଥିଲା ଯେ ନବୀନ ପଟ୍ଟନାୟକ ଏଥର ଓଡ଼ିଶାରେ ଶାସନ ଦଳ ଗଢି ପାରିବେନି, ସେତେବେଳେ ଓଡ଼ିଶାର ଯୁବ ଗୋଷ୍ଠୀ ମାନଙ୍କ ମନରେ ବହୁତ୍ ଦୁଃଖ ହେଇଥିଲା ବୋଲି କହିଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ମୁଖ୍ୟମନ୍ତ୍ରୀ ଥରେ ଚାଲିଗଲେ ଆଉ ଥରେ ଆସିବା ବହୁତ କଷ୍ଟ।

Advertisement