Jul 3, 2024, 19:49 IST

ଗର୍ଭବତୀ ଅଛନ୍ତି ରଶ୍ମି ହେଲେ ଘରକୁ ନେଉ ନାହାନ୍ତି ଆର୍ଯ୍ୟାନ୍ ଦେଖନ୍ତୁ ହସ ଖୁସି ସଂସାରରେ ଆସିଲା ନୂଆ ମୋଡ

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ରଶ୍ମି ଗ-ର୍ଭ-ବ-ତୀ ଥାଇ ମଧ୍ୟ ରଶ୍ମିଙ୍କୁ ଶାଶୁଘରକୁ ନେଉନାହାଁନ୍ତି ଆର୍ଯ୍ୟାନ୍। ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଇଥିଲେ ରଶ୍ମି ଏବଂ ଆର୍ଯ୍ୟାନ୍। 
Gg
ଗ-ର୍ଭ-ବ-ତୀ ସ୍ତ୍ରୀକୁ ଛାଡ଼ିଦେଇ ଚାଲିଯାବା ପରେ ଘରେ ଆଉ ପୁରାଉ ନାହାଁନ୍ତି ଆର୍ଯ୍ୟାନ୍। ଆଗରୁ ବହୁତ୍ ହସଖୁସିରେ ରହୁଥିଲେ ଉଭୟ କିନ୍ତୁ ଏବେ ଆଉ ସେ ହସ କି ଖୁସି ନାହିଁ। ଦୁହିଁଙ୍କ ଜୀବନରେ ସୃଷ୍ଟି ହେଇଛି ଫାଟକ। ରଶ୍ମି ଏବେ ଖାଲି କାନ୍ଦିବାକୁ ଲାଗିଛନ୍ତି। ରଶ୍ମୀ ନିଜ ବାପ ଘରେ ଆର୍ଯ୍ୟାନଙ୍କୁ ଅପେକ୍ଷା କରି ବସିଛନ୍ତି। କିନ୍ତୁ ସମୟ ବିତି ଯାଉଛି ହେଲେ ନେବାକୁ ଆସୁନାହାଁନ୍ତି ଆର୍ଯ୍ୟାନ। ସୂଚନା ଅନୁସାରେ, କରୋନାରୁ ଆରମ୍ଭ ହେଇଥିଲା ଉଭୟ ମଧ୍ୟରେ ପ୍ରେମ ସଂପର୍କ। ହେଲେ ମଝିରେ ଅଲଗା ମଧ୍ୟ ନେଇଯାଇଥିଲେ ଉଭୟ। 
Hh
କିନ୍ତୁ ଆର୍ଯ୍ୟାନ ହାତ କାଟି ଫିଲାଇନ ପିଇ ରଶ୍ମୀଙ୍କ ଘରେ ବିବାହ କରିବାକୁ ଜିଦ୍ ଧରିବାରୁ ରଶ୍ମି ତାଙ୍କୁ ବିବାହ କରିଥିଲେ। କିଛିଦିନ ଭଲରେ ବିତିଥିଲା। କିନ୍ତୁ ଏବେ ଉଭୟଙ୍କ ସଂପର୍କରେ ଦେଖା ଦେଇଛି ଫାଟକ। ଅଭିଯୋଗ ମୁତାବକ ଆର୍ଯ୍ୟାନ ଭଡା ଘରେ ରୁହନ୍ତି। ସେହି ଘରଟିରେ ଅଳ୍ପ ବଖରା ରୁମ ଥିବାରୁ ଗୋଟେ ବଖରାରେ ପୁରା ପରିବାର ରହୁଥିବାରୁ ରଶ୍ମି ଏବଂ ଆର୍ଯ୍ୟାନ ମଧ୍ୟରେ କଳହ ସୃଷ୍ଟି ହେଇଥିଲା। ତା'ପରେ ଆର୍ଯ୍ୟାନ ରଶ୍ମିଙ୍କୁ ଆଣି ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ। 
ଆଉ ଆର୍ଯ୍ୟାନ ରଶ୍ମୀଙ୍କ ବାପଘରେ ଯାଇ ପରିବାର ଲୋକଙ୍କୁ କହିଥିଲେ ଯେ, ୭ ମାସ ପରେ ଆସି ରଶ୍ମିଙ୍କୁ ନେଇଯିବେ। ହେଲେ ଏବେ ଆଉ ଆସି ରଶ୍ମିଙ୍କୁ ନେଉ ନାହାଁନ୍ତି ଆର୍ଯ୍ୟାନ୍। ରଶ୍ମି ଏବେ ଗ-ର୍ଭ-ବ-ତୀ ଅଛନ୍ତି। ଏବଂ ରଶ୍ମି ଆର୍ଯ୍ୟାନଙ୍କୁ ବହୁତ୍ ଭଲ ପାଉଥିଲେ। ବୁଲେଟଠୁ ଆରମ୍ଭ କରି ଅନେକ ଟଙ୍କା ମଧ୍ୟ ଆର୍ଯ୍ୟାନଙ୍କ ପରିବାରକୁ ଦେଇଛନ୍ତି ରଶ୍ମୀ। ହେଲେ ଏବେ ଆର୍ଯ୍ୟାନ ଆଉ କୋଉ ଝିଅ ସହିତ ସଂପର୍କରେ ଥିବା ସନ୍ଦେହ କରୁଛନ୍ତି ରଶ୍ମି। ଯେଉଁଥିପାଇଁ ତାଙ୍କୁ ନେଉ ନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରଶ୍ମି।

Advertisement