May 22, 2024, 19:15 IST

ସେ ସରପଞ୍ଚ ମୋ ପ୍ରାଇଭେଟ୍ ପାର୍ଟରେ କାହିଁକି ହାତ ମାରିଲା ମୁଁ ଜମା ଛାଡିବିନି!!

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ସ୍ବାମୀ ଜଣଙ୍କ ସ୍ତ୍ରୀକୁ ପରପୁରୁଷ ସହିତ ସଂପର୍କ ରଖିବାକୁ କହୁଥିଲେ ସ୍ତ୍ରୀ ଜଣଙ୍କ ମନା କଲେ ତାଙ୍କ ସହ ମାରପିଟ କରୁଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି। ସ୍ୱାମୀ ଓ ଶାଶୂ ନଥିବା ବେଳେ ସରପଞ୍ଚ ବାବୁ ଘରେ ପଶିଲେ। "ମୋ ସହ ଜୋର ଜବଦସ୍ତି ଘର ଭିତରେ ଏମିତି କରିଛନ୍ତି। 
Vbb
ବନ୍ଧୁଗଣ ବହୁତ ଦିନରୁ ମୋ ଉପରେ ସରପଞ୍ଚଙ୍କର ଆଖିଥିଲା, ତାଙ୍କ କଥା ନମାନିବାରୁ ସରପଞ୍ଚ ବାବୁ ମୋ ସ୍ୱାମୀକୁ ଆସି କହିଥିଲେ। ମୋ ସ୍ୱାମୀଙ୍କୁ ମ-ଦ୍ୟ-ପା-ନ କରାଇ ଘରେ ପଶି ସରପଞ୍ଚ ବାବୁ ଅସଦାଚରଣ କରିବା ସହ ମତେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି।
ବୋଲି କହିଥିଲେ ମହିଳା ଜଣଙ୍କ"।ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା। ସରପଞ୍ଚ ଅମିତ୍ ବିଶ୍ଵାଳଙ୍କ ନାମରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ଜଣକ। ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଇଥିଲେ ମହିଳା ଜଣଙ୍କ। 
ଏପରି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ମୁକୁଳିଶି ପଞ୍ଚାୟତର ସରପଞ୍ଚ ଅମିତ୍ ବିଶ୍ଵାଳଙ୍କ ନାଁ'ରେ। ପଞ୍ଚାୟତର କାଳୀଡିହ ଗାଁର ମହିଳାଙ୍କ ଘରକୁ ଯାଇ ବିଭିନ୍ନ ସମୟରେ ତାଙ୍କ ସହିତ ଅସଦାଚରଣ କରୁଥିବା ଅଭିଯୋଗ ଆଣିଛନ୍ତି।
Vh
ଏଥିରେ ମହିଳାଙ୍କ ସ୍ବାମୀ ଏବଂ ଶାଶୁଘର ଲୋକ ମଧ୍ୟ ସାମିଲ ରହିଥିବା ମହିଳା ନିଜେ କହିଛନ୍ତି। ଆଉ ଶା-ରୀ-ରି-କ ସଂପର୍କ ରଖିବାକୁ ମନା କରୁଥିବାରୁ ସ୍ତ୍ରୀକୁ ମାଡ ଏବଂ ନି-ର୍ଯା-ତ-ନା ଦେଉଥିଲେ ସ୍ୱାମୀ। ଏହାରି ଭୟରେ ମହିଳା ଜଣଙ୍କ ତାଙ୍କ ବନ୍ଧୁ ଘରକୁ ଚାଲିଯାଇଥିଲେ। 
ଆଉ ଅନ୍ୟପଟେ ସରପଞ୍ଚ ଜଣଙ୍କ କହିଛନ୍ତି- ମହିଳା ଜଣଙ୍କ ଯାହା ସବୁ ଅଭିଯୋଗ କରିଛନ୍ତି ସେ ସବୁ ମିଛ କଥା। ଓଲଟ ସରପଞ୍ଚ ଅମିତ୍ ବିଶ୍ଵାଳ କହୁଛନ୍ତି ସେ ୨୦ ଦିନ ହେବ ନିଖୋଜ ଅଛନ୍ତି।
ଅମିତ ଏବଂ ସେ ମହିଳା ଜଣଙ୍କ ହେଉଛନ୍ତି ସ୍କୁଲ ସାଙ୍ଗ। ଉଭୟ ଗୋଟିଏ କ୍ଲାସରେ ମଧ୍ୟ ପାଠ ପଢୁଥିଲେ ବୋଲି କହିଛନ୍ତି ନିଜେ ଅମିତ୍। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisement