ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ନିଶ୍ଚୟ ଦେଖିଥିବେ। ବର୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ବିଦ୍ୟାଳୟ ଭିତରେ ମହିଳା ପ୍ରିନ୍ସପାଲ ଙ୍କୁ ଡ୍ରେସ୍ ଖୋଲି ପିଟିଲେ।କ୍ଲାସ ରୁମ୍ ଭିତରେ ଛାତ୍ରଛାତ୍ରୀ ମାନେ ଜମା ହୋଇ ରହିଥିଲେ।ଆଉ ଏହାରି ଭିତରେ ଦୁଇ ଜଣ ମ୍ୟାଡମ ଙ୍କ ଭିତରେ ଚାଲିଥିଲା ଏମିତି।ପରେ ଆରମ୍ଭ ହୋଇଥିଲା ଦୁଇ ମ୍ୟାଡମ ଙ୍କ ଡ୍ରେସ୍ ଚିରାଚିରି।
ଯାହାର ଭିଡିଓ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ମହିଳା ହୋଇ ବି ଆଉ ଜଣେ ମହିଳା ଙ୍କ ଡ୍ରେସ୍ କୁ ଚିରି ନିର୍ଦ୍ଧୁମ ଭାବେ ବାଡେଇ ଦେଇଗଲେ ମହିଳା।ଆଗପଛ କିଛି ଦେଖିଲେ ନାହିଁ।ଆଉ ନିଜ ନଖରେ ଗାଲ କୁ ରାମ୍ପୁଡ଼ି ମାଡ଼ ମାରୁଥିଲେ।ପଛରୁ ଯେତେ ଅଟକାଇଲେ ବି କାହାକୁ ଖାତିର ନ କରି ରାଗ ରେ ଫଁ ଫଁ ହୋଇ ଆକ୍ରମଣ କରି ଚାଲିଥିଲେ।ହେଲେ ଦୁଇ ମହିଳାଙ୍କ ଭିତରେ ଏମିତି କଣ ହୋଇଥିଲା ଯେ ସିଧା ମାଡ଼ ଗୋଳ ଯାଏଁ କଥା ବଢ଼ି ଯାଇଥିଲା।ଦୁଇ ମହିଳା ଙ୍କ ଭିତରେ କିଛି ସମୟ ପାଇଁ ଲଢେଇ ହୋଇଥିଲା।
ବିଦ୍ୟାଳୟ ରେ ପାଠ ନ ପଢେଇ ଦୁଇ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ଝଗଡ଼ା।ଆଉ ଦୁଇ ଜଣକ ଭିତରେ ମାରପିଟ୍ ମଧ୍ୟ ଲାଗିଥିଲା।ଏହି ଘଟଣା ଟି ଘରୋଇ ସ୍କୁଲ୍ ରେ ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଜଣେ ମହିଳା ଶିକ୍ଷୟତ୍ରୀ ସ୍କୁଲ କୁ ଲେଟ୍ ରେ ଆସିଥିବାରୁ ଆଉ ଜଣେ ମହିଳା ଶିକ୍ଷୟତ୍ରୀ ତାଙ୍କୁ ବାରଣ କରି ଲେଟ୍ ରେ ସ୍କୁଲ କୁ ନ ଆସିବାକୁ କହିଥିଲେ।
ହେଲେ ଲେଟ୍ ରେ ଆସିଥିବା ଶିକ୍ଷୟତ୍ରୀ ଜଣକ ତାଙ୍କୁ ଓଲଟା ଜବାବ ଦେଇ କହିଥିଲେ ଯେ ଆପଣ ବି କାଲି ଲେଟ୍ ରେ ଆସିଥିଲେ। ଏହାପରେ ଦୁହେଁ ଝଗଡ଼ା ଲାଗି ଯାଇଥିଲେ।ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।