ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଜଣେ ଯୁବତୀ ବିବାହ କରିଥିଲେ ଆଉ ଏବେ ତାଙ୍କ ସ୍ବାମୀ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଏହି ଯୁବତୀ ଜଣକ ଦୁଇବର୍ଷ ଭଲପାଇବା ପରେ ଯୁବକ ଜଣଙ୍କୁ ବିବାହ କରିଥିଲେ । ଆଉ ଯେତେବେଳେ ସେମାନେ ଭଲ ପାଇଥିଲେ ସେତେବେଳେ ସେ ଅନେକ ମିଠା ମିଠା କଥା କହିଥିଲେ ।
ଆଉ ଏବେ ତାଙ୍କୁ ଛାଡି ଦେଇଛନ୍ତି । ତାଙ୍କ ଶାଶୂଘର ତାଙ୍କୁ ନିର୍ଯାତନା ଦେଇଥିଲେ । ଯେତେବେଳେ ଗୋଟେ ପୁଅ ଆଉ ଝିଅ ବିବାହ କରନ୍ତି ସେତେବେଳେ ସେମାନେ ପରସ୍ପରକୁ କେବେ ଛାଡିବେ ନାହିଁ ବୋଲି କହିଥାନ୍ତି । କିନ୍ତୁ ଏବେ ଏହି ଘଟଣା ବହୁତ ଅଲଗା ବୋଲି ଜଣାପଡିଛି । ଏବେ ଏହି ଯୁବତୀ ଜଣଙ୍କୁ ଯୁବକ ଜଣକ ଆଉ ପାଖରେ ରଖିବେ ନାହିଁ ବୋଲି କହିଥିଲେ । ଆଉ ଯୁବତୀ ଜଣକ ଏବେ ବାତ ରୋଗରେ ପୀଡିତ । ଯୁବତୀ ଜଣକ ଶାଶୁଘରେ ନିର୍ଯ୍ୟାତନା ପାଇବା ଦ୍ଵାରା ଏହି ରୋଗ ହୋଇଛି ବୋଲି ସେ କହିଛନ୍ତି ।
ଏହି ଯୁବତୀ ଜଣକ ଦୁଇ ବର୍ଷ ପ୍ରେମ କରିଥିଲେ । ଆଉ ସେମାନେ ପ୍ରେମରେ ଥିବା ବେଳେ ଅନେକ କିଛି ପ୍ରତିଶ୍ରୁତି ଦେଇଥିଲେ ଯୁବକ ଜଣକ । ଆଉ ଯୁବକ ଜଣକ ଏବେ ତାଙ୍କୁ ଛାଡ଼ି ଦେଇଛନ୍ତି । ଏବେ ଏହି ଯୁବତୀ ଜଣକ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏହି ଯୁବତୀ ଜଣକର ବାହା ହେବା ପୂର୍ବରୁ ବ୍ରେନ୍ ଟ୍ୟୁମର ହୋଇଥିଲା । ଆଉ ତାଙ୍କ ସ୍ବାମୀ ଜାଣିଥିଲେ କି ଖାଇବା ପିଇବା ଠିକ୍ ନହେଲେ ଏଭଳି ଅନେକ ରୋଗ ବାହାରିବ । ଆଉ ତାଙ୍କର ଏବେ ବାତ ବାହାରିଛି । ଆଉ ସେ ଆଗକୁ ମାଆ ହେବେ ନାହିଁ ।
ତାଙ୍କ ଶାଶୂଘର ଲୋକେ ତାଙ୍କୁ ତାଙ୍କ ଘରୁ ୫ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ । ଏବେ ଏହି ଯୁବତୀ ଜଣକ ଭୁଲ କରିନଥିଲେ ମଧ୍ୟ ସେ ତାଙ୍କ ସ୍ବାମୀଙ୍କୁ ଭୁଲ ମାଗିଲେ କିନ୍ତୁ ଏବେ ମଧ୍ୟ ତାଙ୍କ ସ୍ଵାମୀ ତାଙ୍କୁ ଗ୍ରହଣ କରୁ ନାହାଁନ୍ତି । ଏବେ ଏହି ଯୁବତୀ ଜଣକ କହିଛନ୍ତି ସେ ଭଲପାଇ ଭୁଲ କରିଦେଲେ । ଭୁଲ ପିଲାକୁ ଭଲପାଇ ସେ ଭୁଲ କରିଲେ । ଯୁବତୀ ଜଣକ କହିଛନ୍ତି ତାଙ୍କ ସ୍ଵାମୀ ଆଉ ଜଣଙ୍କୁ ହୁଏତ ଭଲ ପାଉଛନ୍ତି ଆଉ ସେଥିପାଇଁ ତାଙ୍କୁ ଛାଡି ଦେଇଛନ୍ତି ବୋଲି ସେ କହିଛନ୍ତି ।ଏବେ ସେ ସବୁ ଯୁବକଙ୍କୁ ଏଭଳି ନ କରିବାକୁ କହିଛନ୍ତି । ଏହି ଯୁବତୀ ଜଣକ ତାଙ୍କ ବିଷୟରେ ସବୁ କଥା କହିଛନ୍ତି । ଆଉ ବହୁତ ଶୀଘ୍ର ଏହି ମହିଳା ଜଣଙ୍କୁ ନ୍ୟାୟ ମିଳିବ ବୋଲି ସୂଚନା ମିଳିଛି ।