May 31, 2024, 19:16 IST

ବର୍ଷା ପ୍ରିୟଦର୍ଶିନୀ ବଡ଼ଚଣାରେ ଜିତିବେ କି ନାହିଁ ଜାଣନ୍ତୁ ମୁଁହ ଖୋଲି କହିଲେ ଦିଲ୍ଲୀପ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ରାଜନୀତିକୁ ନେଇ ଆସୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ବଡ଼ଚଣା ପାଇଁ ବିଧାନସଭା ପ୍ରାର୍ଥୀନୀ ଭାବରେ ବିଜେଡ଼ି ଦଳ ତରଫରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଛିଡ଼ା ହୋଇଛନ୍ତି । ଆଉ ସେଠାରେ ସେ ଜିତିବେ କି ନାହିଁ ଏହିକଥା ନେଇ ଏବେ ଆସିଛି ଖବର ।
Hh
ରାଜନୀତି ବିଶେଷଜ୍ଞ ଦିଲ୍ଲୀପ ହାଲି ଏହି ବିଷୟରେ କହିଛନ୍ତି । ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଯେଉଁମାନେ ନିନ୍ଦା କରୁଛନ୍ତି ସେମାନଙ୍କୁ ପ୍ରଭୁ ଜଗନ୍ନାଥ କେବେ କ୍ଷମା କରିବେ ନାହିଁ । ନବୀନ ପଟ୍ଟନାୟକ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ ଦେଇଛନ୍ତି । ଆଉ ସେ ସେଠାରେ ନିଶ୍ଚୟ ଜିତିବେ ବୋଲି ଏବେ ଜଣାପଡୁଛି । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଶାସନ ଭାର ସମ୍ଭାଳିବେ । ଆଉ ଏହା ଭାରତରେ କେବେବି ପୂର୍ବରୁ ଘଟି ନଥିଲା । ତାଙ୍କ ବାପାଙ୍କ ପାଇଁ ସେ ସୁଖୀ ଜୀବନ ଅତିବାହିତ କରୁଛନ୍ତି । 
Hh
ତାଙ୍କ ବାପାଙ୍କ ଚଲାପଥରେ ସେ ଅନୁପ୍ରାଣିତ ହୋଇ ଆଜି ସୁଖୀ ଅଛନ୍ତି । ପୁରୀର ରତ୍ନ ଭଣ୍ଡାର କଥା ଆସୁଛି ଯାହାକି ପ୍ରଶାସନ ଉପରେ ନିର୍ଭର କରେ । ନବୀନ ପଟ୍ଟନାୟକ କୌଣସି ପ୍ରତିପତ୍ତିକୁ ଗାଳି ଦିଅନ୍ତି ନାହିଁ । ବିଜୁ ଜନତା ଦଳକୁ ଲୋକମାନେ ପସନ୍ଦ କରିଛନ୍ତି । ଯେତେ ବି ବିରୋଧୀ ଦଳ ତାଙ୍କ ବିରୋଧରେ କହିଲେ ସେ ତାଙ୍କ କାମରେ ଠିକ୍ ଅଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ସୁସ୍ଥ ଅଛନ୍ତି । ସେ ନିଜେ ଚାଲି କରି ଯାଇ ଭୋଟ ଦେଇଛନ୍ତି । 
ନବୀନ ପଟ୍ଟନାୟକଙ୍କ ବିରୋଧରେ ଅନେକ ନେତା ଯେଉଁମାନେ ପୂର୍ବରୁ ବିଜେଡି ଦଳରେ ଥିଲେ ତାଙ୍କ ବିଷୟରେ ଅନେକ କଥା କହିଛନ୍ତି । ଏହି କଥା ଶୁଣି ମଧ୍ୟ ନବୀନ ପଟ୍ଟନାୟକ କହିଛନ୍ତି ତାଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିବ । ଆଉ ଓଡ଼ିଶାରେ ଡବଲ ଇଞ୍ଜିନ ଚାଲିବ ନାହିଁ । ଓଡ଼ିଶାରେ ନବୀନ ପଟ୍ଟନାୟକ ଅଛନ୍ତି ଆଉ ସେ ରହିବେ । ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ ଆଉ ସେ ଶାସନ କରିବେ । ଓଡ଼ିଶାରେ ନବୀନ ବ୍ରାଣ୍ଡ ଚାଲିବ ।
ଏହା ଭାରତରେ ଏକ ଐତିହାସିକ ଉଦାହରଣ ହେବ । ନବୀନ ପଟ୍ଟନାୟକ ପ୍ରଗତି କରୁଛନ୍ତି ଆଉ ଯିଏ ପ୍ରଗତି କରୁଛନ୍ତି ତାଙ୍କୁ ଭୋଟ ଦେଉନାହାନ୍ତି ଲୋକମାନେ । ଆଉ କିଛି ଦଳ କହୁଛନ୍ତି ଆମେ ରାଜନୀତିକୁ ଆସିଲେ ପ୍ରଗତି କରିବୁ କିନ୍ତୁ ଯିଏ ପ୍ରଗତି କରୁଛି ତାକୁ ଲୋକମାନେ ବାଛିବା ଉଚିତ୍ । ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାହା କରିଛନ୍ତି । ଆଉ ଆଗକୁ ଅନେକ କିଛି କରିବେ ବୋଲି ସେ କହିଛନ୍ତି ଆଉ ଏହା ମଧ୍ୟ ସେ କରିବେ । ନବୀନ ପଟ୍ଟନାୟକ ଯାହା କାର୍ଯ୍ୟ କରୁଛନ୍ତି ତାହା ଠିକ୍ । ଆଉ ଏବେ ଏହି ଭିଡିଓରେ ଆପଣମାନେ ଅନେକ କିଛି କଥା ଜାଣିପାରିବେ ।

Advertisement