ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ପ୍ରକାରର ଖବର ପାଇପାରିବେ । ଏବେ କୋଲକାତା ସହରରେ ଯେଉଁ ଘଟଣା ଘଟିଥିଲା ତାହାକୁ ନେଇ ଏବେ ଦେଶରେ ଆକ୍ରୋଶ ଦେଖାଯାଇଛି । ଏବେ ଏହି ଘଟଣାକୁ ନେଇ ଜଣେ ଟାଟୁ କରାଉଥିବା ବ୍ୟକ୍ତି କିଛି କଥା କହିଛନ୍ତି । ଆଉ ଆଜିକାର ଦୁନିଆରେ ଝିଅମାନେ କେତେ ଯେ ଅସୁରକ୍ଷିତ ଏହି ବିଷୟରେ ମଧ୍ୟ କହିଛନ୍ତି ।
ଏହି ବ୍ୟକ୍ତି ଜଣକ କହିଛନ୍ତି, ଯେଉଁମାନେ ଏଭଳି କାମ କରିଛନ୍ତି ତାଙ୍କୁ ଯେଉଁଠି ଦେଖିବ ମାରିଦେବା କଥା । ଆଉ ଯେଉଁମାନେ ଏଭଳି କାମ କରିଥାନ୍ତି ସେମାନେ ନିରୀହ ଝିଅଙ୍କ ଜୀବନ ବରବାଦ୍ ନକରି ସେମାନେ ସୋନାଗାଛି କିମ୍ବା ଅନ୍ୟ ସ୍ଥାନକୁ ଯିବା ଉଚିତ୍ । ଏହିଭଳି କାମ କରୁଥିବା ଲୋକମାନଙ୍କୁ ଉଚିତ୍ ଦଣ୍ଡ ମିଳିବା ଦରକାର । ପ୍ରଶାସନ ତାଙ୍କୁ ବିଚ୍ ରାସ୍ତା ଉପରେ ମର୍ଡର କରିବା ଦରକାର । ଯେଉଁମାନେ ଏଭଳି ରେପ୍ କରୁଛନ୍ତି ସେମାନଙ୍କ ମୁଣ୍ଡକୁ ଆଉ କିଛି ଆସୁନି ସେମାନେ ହେଉଛନ୍ତି ମାନସିକ ରୋଗୀ ।
ଏହି ଘଟଣା ଘଟିଲେ ଲୋକମାନେ କୁହଁନ୍ତି ଡ୍ରେସ୍ ଏଭଳି ପିନ୍ଧିଥିଲା । କିନ୍ତୁ କୋଲକାତା ସହରରେ ଯେଉଁ ଘଟଣା ଘଟିଛି ସେ ସେଠାରେ ଭଲଭାବରେ ଡ୍ରେସ୍ ପିନ୍ଧିଥିଲା ଆଉ ଏହାସହ ସେ ମେଡିକାଲ ଡ୍ରେସ୍ ମଧ୍ୟ ପିନ୍ଧିଥିଲା କିନ୍ତୁ ତା ସହିତ ଏଭଳି ଘଟଣା ଘଟିଗଲା । ଏଭଳି ଲୋକ ଅଛନ୍ତି ଯେଉଁମାନେ ଛୋଟ ଛୁଆମାନଙ୍କୁ ମଧ୍ୟ ଛାଡ଼ୁ ନାହାଁନ୍ତି ତାଙ୍କ ସହିତ ମଧ୍ୟ ଦୁ-ଷ୍କ-ର୍ମ କରି ଦେଉଛନ୍ତି । ଏଭଳି କାମ କରୁଥିବା ଅପରାଧୀମାନଙ୍କୁ ଦଣ୍ଡ ମିଳିବା ଉଚିତ୍ । ସରକାର ଏମାନଙ୍କୁ ମାରିଦେବାକୁ ଅନୁମତି ଦେବା କଥା । ଆଉ କିଛିଦିନ ଗଲେ ଲୋକମାନେ ଝିଅ ଜନ୍ମ କରିବାକୁ ଭୟ କରିବେ ।
ଏହି ବ୍ୟକ୍ତି ଜଣକ ଟାଟୁ କରନ୍ତି ଆଉ ସେ ଯେଉଁ ପାର୍ଟରେ କାମ କରନ୍ତି ସେହି ସ୍ଥାନକୁ ସ୍କିନ ଭାବନ୍ତି ଆଉ ସେ ତାଙ୍କ ମନରେ ଏଭଳି କିଛି ଭାବନା ଆଣନ୍ତି ନାହିଁ । ଆଉ ସେ ଏଭଳି କରିଲେ ଭଲ ନୁହେଁ । କାମ କୁ ସେ ଭଲଭାବରେ କରନ୍ତି । ଯେଉଁ ଝିଅମାନେ ରାତିରେ ପବକୁ ଯାଉଛନ୍ତି ସେମାନେ ଯିବା କଥା ନୁହେଁ । ଯେଉଁମାନେ ଏହି ଘଟଣାରେ ନିଯୁକ୍ତ ଅଛନ୍ତି ସେମାନେ ମାଳି ସାହି ଯିବା କଥା ଏଭଳି କରିବା କଥା ନୁହେଁ । ଆଉ ଅପରାଧୀମାନଙ୍କ ଆଙ୍ଗୁଳି କାଟି ଦେବା କଥା ସେମାନେ ଆଉ ଏଭଳି କାମ କରିପାରିବେ ନାହିଁ । ଏଭଳି ଅନେକ କଥା ଏହି ବ୍ୟକ୍ତି ଜଣକ କହିଛନ୍ତି ।