Jun 6, 2024, 20:27 IST

ପାଣ୍ଡିଆନଙ୍କୁ ନେଇ ମୁଁହ ଖୋଲିଲେ ସମାଜସେବୀ ଦେଖନ୍ତୁ କହିଲେ ଅଣ ଓଡ଼ିଆ ପୋକ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହିତ ଅନେକ କିଛି ଖବର ଜାଣି ପାରୁଛନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଜାଣିପାରିବେ ରାଜନୀତିକୁ ନେଇ କିଛି କଥା ଆସିଛି । ଆପଣମାନେ ସମସ୍ତେ ତ ଜାଣିଥିବେ ବିଜେଡି ଦଳରେ ନବୀନ ବାବୁ ମୁଖ୍ୟ ଥିବା ବେଳେ ସବୁବେଳେ ତାଙ୍କ ସହିତ ଭି କେ ପାଣ୍ଡିଆନ ଥିଲେ । 
Vh
ଆଉ ଏବେ ଏହି କଥାକୁ ନେଇ କିଛି ଖବର ଆସିଛି । ଏହି ଖବର ହେଉଛି ଜଣେ ମହିଳା ଏହି ସବୁ କଥାକୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି ଯେମିତି ଅଇଁଠା ପଡ଼ିଲେ କୁକୁର ଆସିଥାଏ । ଆଉ ସେଥିମଧ୍ୟରୁ ଗୋଟିଏ କୁକୁର ସେହି ପାଖରେ ବସିଥାଏ ଆଉ କାହାକୁ ସେଠାକୁ ଛାଡିଦିଏ ନାହିଁ । ସେହିଭଳି ଏହି ରାଜନୀତି ଥିଲା । ଜଣେ ଅଣ ଓଡ଼ିଆ ଆସି ଓଡ଼ିଶାରେ ଏଭଳି ଶାସନ କରୁଥିଲା । ଓଡ଼ିଶାରେ ଅଣ ଓଡ଼ିଆ କିଡା କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ଏହି ଅଣ ଓଡ଼ିଆ ଏବେ ଶାସନ କରିପାରିବ ନାହିଁ । 
  Bg
ଏହି ଅଣ ଓଡ଼ିଆ ହେଉଛି ଏକ କିଡ଼ା ଆଉ ଏହି କୀଡା ଦୂରେଇ ଯାଇଛି ଠିକ୍ ହୋଇଛି । କାଲି ଠାରୁ ଆଜି ବହୁତ ଶାନ୍ତି ଲାଗୁଛି । ଆଉ ଏହି ରାଜନୀତିରେ ଯେଉଁମାନେ ବିଜୟ ଲାଭ କରିଛନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏହି ମହିଳା ସମାଜସେବୀ ଜଣକ । ବହୁତ ଜନଜୀବନ, ସ୍ୱାଭିମାନ ଆଉ ଅସ୍ମିତାକୁ ନଷ୍ଟ କରି ଦେଇଛନ୍ତି ପ୍ରଭୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥ ଯାହା କରିଛନ୍ତି ତାହା ସମସ୍ତଙ୍କର ମଙ୍ଗଳ ପାଇଁ । ପାଣ୍ଡିଆନର ବିନାଶ ହୋଇଛି ଆଉ ଏହା ଠିକ୍ ହୋଇଛି । ପାପର ବିନାଶ ହୋଇଛି । 
ମୁଖ୍ୟମନ୍ତ୍ରୀ ହିସାବରେ ସେ ବରିଷ୍ଠ ଥିଲେ । ଆଉ ସେ ଏହି କୀଡାକୁ ପାଳିଥିଲେ । ଏବେ ତାଙ୍କର ବିନାଶ ହୋଇଛି ଏହା ଖୁସିର କଥା । ସେ ସମସ୍ତଙ୍କ ମୁହଁ ଚୁପ୍ କରି ତଳି ତଳାନ୍ତ କରିଥାନ୍ତେ । ଆଉ ସେ ୨୫ ବର୍ଷ ରାଜୁତି କରିଲେ ଯଦି ଆଉ ପାଞ୍ଚ ବର୍ଷ ରାଜୁତି କରିଥାନ୍ତେ ତାହେଲେ କଣ ଯେ ଓଡ଼ିଶାର ଅବସ୍ଥା ହୋଇଥାନ୍ତା ତାହା କହିହେବ ନାହିଁ । ଓଡ଼ିଶାର ଅବସ୍ଥା ବହୁତ ଖରାପ ହୋଇଥାନ୍ତା । ଓଡ଼ିଶାର ଲୋକମାନେ ଭିକ୍ଷା ମାଗି ଥାଆନ୍ତେ ଆଉ କିଛି ମିଳି ନଥାନ୍ତା । ଏହି ଅଣ ଓଡ଼ିଆ କୀଡ଼ା ସବୁକିଛି ଖାଇ ଦେଇଥାନ୍ତା ବୋଲି ସମାଜସେବୀ କହିଛନ୍ତି ।

Advertisement