May 19, 2024, 17:40 IST

ରୂପା ପିଣ୍ଟୁଙ୍କ ସହ ଝଗଡା ବିଷୟରେ ମୁଁହ ଖୋଲି କହିଦେଲେ ଜଗା-ସସ୍ମିତା ଦେଖନ୍ତୁ କଣ କହିଲେ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ୟୁଟ୍ୟୁବରରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ୟୁଟ୍ୟୁବରମାନଙ୍କୁ ଜାଣିଥିବେ ।
ଆପଣମାନେ ୟୁଟ୍ୟୁବର ରୂପା ପିଣ୍ଟୁଙ୍କୁ ଜାଣିଥିବେ । ଆଉ ଏହାସହ ଆପଣମାନେ ୟୁଟ୍ୟୁବର ଜଗା ଆଉ ସସ୍ମିତାଙ୍କୁ ଜାଣିଥିବେ । ଏହି ଦୁଇ ଯୋଡିଙ୍କର ଭିଡିଓ ତ ଆପଣମାନେ ଦେଖିଥିବେ । ଏହି ଦୁଇ ଯୋଡ଼ି ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ । ଏବେ ଏହି ଯୋଡିଙ୍କୁ ନେଇ କିଛି ଖବର ଆସିଛି ।
Bh
ଜଗା ଆଉ ସସ୍ମିତା ଅନେକ ଭିଡିଓ କରିଛନ୍ତି । ସେମାନେ ପ୍ରେମ ବିବାହ କରିଛନ୍ତି । ଜଗାଙ୍କର ବାପା ନାହାନ୍ତି । ତାଙ୍କ ମାଆ କିଛି କଥା କହିଥିଲେ ଆଉ ଏହାପରେ ତାଙ୍କ ବୋହୂକୁ ସ୍ବୀକାର କରିଥିଲେ । କିନ୍ତୁ ତାଙ୍କର ଆଉ ଅନ୍ୟ କୌଣସି ବନ୍ଧୁବାନ୍ଧବ ତାଙ୍କ ସହିତ ରହିଲେ ନାହିଁ ।
ସେ ସେହି ବନ୍ଧୁଙ୍କ ବିଷୟରେ କିଛି କଥା କହିନାହାନ୍ତି । ତାଙ୍କ ବନ୍ଧୁବାନ୍ଧବ କେହି ଆସି ନଥିଲେ । ତାଙ୍କ ସାନ ଭାଇ ମଧ୍ୟ ଆସିନଥିଲେ । ସେ ଏକା ଆଉ ଏବେ ତାଙ୍କ ପାଖରେ ତାଙ୍କ ଭାଇ ଅଛନ୍ତି । ସସ୍ମିତା ଏହି ସମ୍ପର୍କରେ କିଛି କାହାକୁ କୁହନ୍ତି ନାହିଁ ।
ଭଲପାଇ ପଳାଇ ଆସିଲେ ଅନେକ ଲୋକ ଅନେକ କଥା କହିଥାନ୍ତି । ଆଉ ତାଙ୍କ ସ୍ବାମୀ ଏବଂ ତାଙ୍କ ଶାଶୁଙ୍କ ଛଡ଼ା ଅନ୍ୟ ଲୋକମାନେ ଅନେକ କଥା କହିଛନ୍ତି । ସେ ଏହି ବିଷୟରେ ଜାଣି ନଥିଲେ ଆଉ ଏବେ ତାଙ୍କ ସ୍ବାମୀ ଏହି ବିଷୟରେ ବେଳେବେଳେ କହିଥାନ୍ତି ।
Hh
ତାଙ୍କୁ ସମସ୍ତେ ଭଲ ବୋହୂ କହୁଛନ୍ତି କିନ୍ତୁ ତାଙ୍କ ମନ ଭିତରେ କଣ ଅଛି ସେ ତାହା ଜାଣି ନାହାନ୍ତି । ଜଗା କହିଛନ୍ତି ସେ କେବେବି ଭାବି ନଥିଲେ ତାଙ୍କ ଭାଗ୍ୟରେ ଜଣେ ଭଲ ସ୍ତ୍ରୀ ମିଳିବ କିନ୍ତୁ ଭଗବାନ ତାଙ୍କୁ ସେୟା ଦେଇଛନ୍ତି । ଜଗା ତାଙ୍କ ମନରେ ଅନେକ କଷ୍ଟ ଚାପି ରଖିଥାନ୍ତି ।
ଜଗା ଯେତେବେଳେ କାନ୍ଦନ୍ତି ସେତେବେଳେ ସସ୍ମିତା କାନ୍ଦନ୍ତି ନାହିଁ କାରଣ ଜଗା ଭାଙ୍ଗି ପଡ଼ିବେ । ଜଗା କାହାର ଦୁଃଖ ସହି ପାରନ୍ତି ନାହିଁ । ସେ ଲୋକମାନେ, ପଶୁପକ୍ଷୀଙ୍କୁ ସାହାଯ୍ୟ କରନ୍ତି । ସେ ୟୁଟ୍ୟୁବରୁ ଟଙ୍କା ରୋଜଗାର କରିଥାନ୍ତି । ଲୋକମାନେ ରୂପା ପିଣ୍ଟୁ ଏବଂ ଜଗା ସସ୍ମିତାଙ୍କୁ ନେଇ ଅନେକ କମେଣ୍ଟ ଦିଅନ୍ତି ।
ଉଭୟ ଉଭୟଙ୍କ ମଧ୍ୟରେ ଅନେକ କିଛି କଥା କହିଥାନ୍ତି । ସେମାନେ ଦୁଇ ଯୋଡ଼ିର ସମ୍ପର୍କ ଭଲ ଆଉ ସେମାନେ ଟିକଟକରୁ ଉଭୟ ଯୋଡ଼ି ଉଭୟ ଯୋଡିକୁ ଜାଣିଛନ୍ତି । ତାଙ୍କ ଭିତରେ କିଛି ଶତ୍ରୁତା ନାହିଁ । ଆଉ ସେମାନଙ୍କର ସମ୍ପର୍କ ଭଲ ।

Advertisement