Updated: May 14, 2024, 16:32 IST

ମୁଁହ ଖୋଲିଲେ ବର୍ଷା ଦେଖନ୍ତୁ କେମିତି ଆରମ୍ଭ ହୋଇଥିଲା ବର୍ଷା-ଗୁଲୁଆଙ୍କ ପ୍ରେମ କାହାଣୀ ସବୁ କହିଲେ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ। ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ
ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି। 
Ht
ସେ ନିଜ କମେଡି ଭିଡିଓ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ହେଲେ ଏବେ କିଛି ଅଲଗା କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଗୁଲୁଆ ବାହା ହୋଇଛନ୍ତି ବର୍ଷାଙ୍କୁ। ଯିଏକି ବହୁତ ସମୟ ଧରି ମିଷ୍ଟର ଗୁଲୁଆଙ୍କ ସହିତ ରହିଥିଲେ।
ତାଙ୍କ ସହଯୋଗୀ ଭାବେ ପ୍ରତ୍ୟକ ସମୟରେ ତାଙ୍କୁ ସାହାର୍ଯ୍ୟ କରୁଥିଲେ ଓ ତାଙ୍କ ସହିତ ରହୁଥିଲେ ଏମିତିକି ଗୋଟେ ସମୟରେ ମିଷ୍ଟର ଗୁଲୁଆ କହୁଥିଲେ ଯେ ବର୍ଷା ତାଙ୍କ ପାଖରେ ରହି ସବୁବେଳେ ତାଙ୍କୁ ପ୍ରେଣନା ଦିଅନ୍ତି ଆଉ ତାଙ୍କୁ ସାହସ ଦିଅନ୍ତି ଆଉ ଯେଉଁଥିରେ କି ଏତେ ଭଲ ଭଲ କମେଡି ଭିଡିଓ ସବୁ ଆମ ସାମ୍ନାକୁ ଆସିଥାଏ।
ତେବେ ବନ୍ଧୁଗଣ ବର୍ଷା ଗଣମାଧ୍ୟମ ଆଗରେ କହିଛନ୍ତି- ତାଙ୍କ ଠାରୁ ଗୁଲୁଆ ଅନେକ ପଇସା ଧାର ନେଇଛନ୍ତି। କିନ୍ତୁ ସେ ଟଙ୍କା ଆଉ ଗୁଲୁଆ ଫେରାନ୍ତି ନାହିଁ। ଗୁଲୁଆ କହିଛନ୍ତି ବର୍ଷା ସବୁ ସମୟରେ ମୋ ସାଥ ଦେଇଛି ମୋ ପଛରେ ଠିଆ ହେଇଛି।
Hh
ବର୍ଷା ଆହୁରି କହୁଛନ୍ତି ଗୁଲୁଆଙ୍କ ଭଉଣୀ ମାନେ ବି କୁହନ୍ତି ସ୍ବାମୀଙ୍କ ପକେଟରୁ ଯୋଉ ପଇସା ମିଳେ ତାହା କେବଳ ସ୍ତ୍ରୀ'ର ଅଟେ। ବର୍ଷା ଯେତେବେଳେ ୱାସିଂମେସିନରେ ଗୁଲୁଆଙ୍କ ଡ୍ରେସ ସଫା କରନ୍ତି ସେତେବେଳେ ଯେତିକି ପଇସା ପାଆନ୍ତି ସେସବୁ ବର୍ଷା ହିଁ ରଖନ୍ତି। ବର୍ଷା ଘରର ସବୁ ଦାୟିତ୍ଵ ବୁଝନ୍ତି ବୋଲି କହିଛନ୍ତି ଗୁଲୁଆ। 
ବର୍ଷା ଗୁଲୁଆଙ୍କୁ ଭଲରେ ଡ଼ାକିଲେ ସେ ଶୁଣନ୍ତିନି କିନ୍ତୁ ରାଗିକି ଜୋରରେ ଡ଼ାକିଲେ ସେ ଶୁଣନ୍ତି ବୋଲି ବର୍ଷା କହିଛନ୍ତି। "ବାକିନାହିଁ' ପାର୍ଟ ୫ ଆସୁଛି ଆଉ ବହୁତ ବଡ଼ଆକାର ହେଇଛି। ଏଥିପାଇଁ ସମସ୍ତେ ମଧ୍ୟ ବହୁତ ପରିଶ୍ରମ କରିଛନ୍ତି ବୋଲି ବର୍ଷା କହିଛନ୍ତି।
ଗୁଲୁଆଙ୍କ ଇଚ୍ଛା ଥିଲା ଗୋଟେ ବହୁତ ବଡ କାମ କରିବା ପାଇଁ। "ବାକିନାହିଁ" ପାର୍ଟ ୧ ଫେସବୁକ୍ ପାଇଁ କରିବା ଆରମ୍ଭ କରିଥିଲେ ବର୍ଷା ଏବଂ ଗୁଲୁଆ ତାପରେ ଧିରେ ଧୀରେ ଲୋକଙ୍କୁ ବହୁତ ଭଲ ଲାଗିଥିଲା। ତାପର ବର୍ଷା ଆଉ ଗୁଲୁଆ "ବାକିନାହିଁ" ପାର୍ଟ ୫ କୁ ଏକ ଫିଲ୍ମ ଷ୍ଟାଇଲରେ କରିବେ ବୋଲି ଭାବିଥିଲେ।

Advertisement