Updated: May 15, 2024, 16:16 IST

ସ୍ଵାମୀ ବାବୁସାନ ମହାନ୍ତିଙ୍କ ନାଁ ରେ ମୁଁହ ଖୋଲିଲେ ପତ୍ନୀ ତୃପ୍ତି ଦେଖନ୍ତୁ କଣ କହିଲେ - Exclusive

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ।
ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି। ବନ୍ଧୁଗଣ ଏବେ ଆଉ ବେଶୀ ପଛରେ ନାଇଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି। ଅନେକ ବିବାଦ ଭିତରେ ରହିଥିଲା ଏବେ କିନ୍ତୁ ସେଥିରୁ ବାହାରକୁ ବାହାରି ଟିକେ ଆଗଉଛି ଓଡ଼ିଆ ସିନେମା। 
Hh
କପି ପେଷ୍ଟରୁ ଟିକେ ଦୁରେଇ ଯାଇ କିଛି ନୂଆ ଓ ଅଲଗା କଣ୍ଟେଣ୍ଟ ଆଣୁଚି। ଆଗରୁ ଓଡ଼ିଆ ସିନେମାକୁ ନେଇ ଲୋକଙ୍କ ମଧ୍ୟରେ ଏତେଟା ଆଗ୍ରହ ଆସୁନଥିଲା। ହେଲେ ଏବେ ଦମନ ସିନେମା ପରଦାକୁ ଆସିବା ପରେ ଓଡ଼ିଆ ସିନେମାରେ କିଛିଟା ପରିବର୍ତ୍ତନ ଆସିଛି। ଲୋକେ ଏବେ ଓଡ଼ିଆ ସିନେମା ପ୍ରତି ଧିରେ ଧିରେ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ବାବୁସାନଙ୍କ ଆସୁଥିବା ଫିଲ୍ମ ପାବାର କୁ ନେଇ ତାଙ୍କ ସ୍ତ୍ରୀ ତୃପ୍ତି ଏମିତି କହିଲେ। 
Hh
ମୋ ପୁଅ କୁ ଛାଡି ମୁଁ ବାବୁ ସହିତ ଫୁଲବାଣୀ ରେ ରହୁଥିଲି। ଏବଂ ତୃପ୍ତି କହିଲେ ବାବୁ କାନ୍ଦିଲେ ତା ପାଇଁ ତୃପ୍ତି ବି କାନ୍ଦିବ। ବାବୁସାନ କିପରି ଲଢ଼ୁଛନ୍ତି ସେଇଟା ଦେଖିବେ ଆପଣ ଏହି ଚଳଚିତ୍ରରେ।
ଆଉ ତୃପ୍ତି ଗଣମାଧ୍ୟମ ଆଗରେ କହିଛନ୍ତି ଏହି ନୂଆ ସିନେମାଟି ସଫଳତା ପାଇବା ସମସ୍ତେ ଜାଣିଛନ୍ତି। କାହାଣୀ ବହୁତ ଭଲ ହେଇଛି ବୋଲି ତୃପ୍ତି କହିଛନ୍ତି। ଏବଂ କାହାଣୀଟି ଭଲ ଲାଗିବାରୁ ଫିଲ୍ମ କରିବାକୁ ସମସ୍ତେ ଭାବିଥିଲେ। ସମସ୍ତେ ଏହି ର୍ଫିଲ୍ମଟିକୁ ଦେଖି ଆସିବା ପାଇଁ କହିଛନ୍ତି ତୃପ୍ତି।
ତୃପ୍ତି କହିଛନ୍ତି ସେ ଶେଷଥର ପାଇଁ ବାବୁଶାନଙ୍କର ଦମନ, ସୁପର ମିଛୁଆ, ଆଉ ଏବେ ଯେତେବେଳେ ଏଇ ନୂଆ ଫିଲ୍ମଟିକୁ ଦେଖିଥିଲେ ତାଙ୍କୁ ଷ୍ଟୋରୀଟି ଭଲ ଲାଗିଥିଲା। ପ୍ରଣବ ଭାଇ ଏବଂ ଅମିତ୍ ଭାଇ ଷ୍ଟୋରୀଟିକୁ ପଢ଼ିଥିଲେ ତାହା ଶୁଣି ତୃପିଙ୍କୁ ଷ୍ଟୋରୀଟି ପସନ୍ଦ ଆସିଥିଲା। ଆଉ ତୃପି କହିଛନ୍ତି ଏହି ସୁନ୍ଦର ଷ୍ଟୋରୀ ପାଇଁ ଫିଲ୍ମଟି ଭଲ ହେବ ବୋଲି।

Advertisement