Jun 28, 2024, 19:27 IST

ହାତ ଯୋଡ଼ି ମୁଁହ ଖୋଲିଲେ ଯୁବତୀ ଦେଖନ୍ତୁ ମୋହନ ସାରଙ୍କୁ କଲେ ଏହି ଗୁହାରି

Gh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜଣେ ଯୁବତୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ- ସେ ୨୦୨୨ ମସିହାରେ ଡିସାବିଲିଟି ସାର୍ଟିଫିକେଟ ଆପ୍ଲାଏ କରିଥିଲେ। ଯୁବତୀ ଜଣଙ୍କ ନର୍ସିଂ ଅଫିସର ପାଇଁ ପରୀକ୍ଷା ଦେଇଥିଲେ। ତା'ପରେ ପୁଣିଥରେ ୪ ମାସ ସାର୍ଟିଫିକେଟ ବାହାର କରିବା ପାଇଁ ସେ ଯାଇଥିଲେ। ତଥାପି ତାଙ୍କୁ ଚାକିରୀ ଦେଲେନି। ତା'ପରେ ଯୁବତୀ ଜଣଙ୍କ ବାରିପଦାର ଜଷ୍ଟିସ ମାଡାମଙ୍କୁ ନେଇ ନର୍ସିଂ ହୋମକୁ ଗଲେ। ସେହି ମାଡାମ ଜଣଙ୍କ ସେଠି କହିଥିଲେ, ଆପଣ ଯଦି ଚାକିରୀ ଦେବେନି ତାହାଲେ ତାକୁ ମେଡିକାଲ କଲେଜକୁ ପଠାନ୍ତୁ ତା'ର ଟେଷ୍ଟ ପାଇଁ। 
Gh
ସେହି ସମୟରେ ସାର୍ଟିଫିକେଟ ଭେରିଫିକେସନ ହେଲା। ତା'ପରେ ଅଣ୍ଡରଟେକିଂ ସିଡ଼ିୟମରେ ଜଣେ ସାର ଯୁବତୀ ଜଣଙ୍କୁ କହିଥିଲେ- "ତମର ୩୦% ସାର୍ଟିଫିକେଟ ବାହାର କରିଦିଅ। ଆଉ ଅଣ୍ଡରଟେକିଂ ଦେଇଦିଅ, ସାର୍ଟିଫିକେଟ ଯେତେବେଳେ ବାହାରିଯିବ ସିଡ଼ିୟମ ଅଫିସକୁ ଯାଇକି ସମିଟ କରି ଓତ୍ରିପଲଏସେସି ସାଇଡରେ ଛାଡ଼ିଦେବେ। ଯୁବତ ଜଣଙ୍କ ଅଣ୍ଡରଟେକିଂ ଦେଇଥିଲେ ତା'ପରେ ଓତ୍ରିପଲଏସେସି ଫର୍ମଟିକୁ ଗ୍ରହଣ ମଧ୍ୟ କରିଥିଲା। ତାପରେ ଗୋଟେ ମାସ ବିତିଗଲା ପରେ ଯୁବତୀ ଜଣଙ୍କୁ ମେଡିକାଲ ବୋର୍ଡରେ ଦୁଇଥର ଟେଷ୍ଟ ମଧ୍ୟ କରିଥିଲେ। 
Hh
ତା'ପରେ ଯୁବତୀଙ୍କ ପାଖକୁ ଓତ୍ରିପଲଏସେସିରୁ କଲ ଆସିଥିଲା ସମସ୍ତ ସାର୍ଟିଫିକେଟ ମଧ୍ୟ ସେ ସମିଟ କରିଥିଲେ। ସମିଟ କରି ସାରିବା ପରେ ଯେତେବେଳେ ରେଜଲ୍ଟ ବାହାରିଲା ସେହି ସମୟରେ ଯୁବତୀ ଜଣଙ୍କୁ ରିଜେକ୍ଟ କରିଦେଇଥିଲେ। ତା'ପରେ ଯୁବତୀ ଜଣଙ୍କ ଓତ୍ରିପଲଏସେସି ସାରଙ୍କୁ ଯାଇ ପଚାରିଥିଲେ ଯେ- "ଆପଣ ମତେ କାହିଁକି ରିଜେକ୍ଟ କଲେ ସେତେବେଳେ ସାର କହିଥିଲେ ତମେ ସବୁ ସାର୍ଟିଫିକେଟ ସମିଟ୍ କରିନ ସେଥିପାଇଁ ଆମେ ରିଜେକ୍ଟ କଲୁ"। ତାପରେ ଯୁବତୀ ଜଣଙ୍କ କହିଥିଲେ ସାର ଆପଣ ମତେ କଲ କରିଥିଲେ ମୁଁ ସବୁ ସାର୍ଟିଫିକେଟ ସମିଟ୍ କରିଥିଲି ମତେ ପୁଣିଥରେ ରିଜେକ୍ଟ କଣ ପାଇଁ କରିଦେଲେ। 
ତାପରେ ସାର ଜଣଙ୍କ ପୁଣିଥରେ ନଭେମ୍ବର ୨୮ରେ ସାର୍ଟିଫିକେଟ ଭେରିଫିକେସନ କରିଥିଲେ। ତାପରେ ସାର ଜଣଙ୍କ କହିଥିଲେ "ଆମେ ନଭେମ୍ବର ୨୯ରେ ଜଣେଇବୁ ହେଲା କି ନାହିଁ। ଏବେ ଯୁବତୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ମୁଁ ଚାକିରୀ ପାଇବାକୁ ଯୋଗ୍ୟ। ମୋର ସବୁ ସାର୍ଟିଫିକେଟ ଠିକଠାକ ଅଛି। ମୁଁ ଜଣେ ହେଣ୍ଡିକେପ୍ଟ ଝିଅ ମତେ ଚାକିରୀ ମିଳିବା କଥା କିନ୍ତୁ ମତେ ଚାକିରୀ ଦେଉନାହାନ୍ତି। ସେ ଇଲିଗାଲି ପାସ୍ ମଧ୍ୟ କରିଛନ୍ତି। ତାଙ୍କ ଦୁଃଖ ବୁଝିବା ପାଇଁ ସେ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।

Advertisement