Jun 12, 2024, 17:02 IST

ମୁଁହ ଖୋଲିଲେ ପ୍ରତାପ ନନା ଦେଖନ୍ତୁ ସରକାର ଆସିଲା ପରେ ଘୋଟଲା କରିଥିବା ଅସାଧୁଙ୍କୁ ଦେଲେ ସଫା ସଫା ଚେତାବନୀ

Fg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଧୀରେ ଧୀରେ ଏବେ ସବୁ ସୁବିଧା ଦେଖିବାକୁ ମିଳିଲାଣି।
Vv
ବନ୍ଧୁଗଣ ଏବେ ଗୋଟିଏ ନୂଆ ଇତିହାସ ନିର୍ମାଣ ହେବାକୁ ଯାଉଛି। ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଓଡ଼ିଶାରେ ୨୫ବର୍ଷର ଏକଛତ୍ର ବାଦି ଶାସନର ଅବସାନ ଘଟିଛି। ଭର୍ଷ୍ଠାଚାରକୁ ସମାପ୍ତ କରି ସଦାଚାର ଶାସନ ଆରମ୍ଭ ହେବାକୁ ଯାଉଛି। ଏବେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। କେତେ ଜଣ ଆଇଏସ ଅଫିସର ଏହି ଚୋରିରେ ସଂପୃକ୍ତ ଥିଲେ ସେମାନେ ନିଜେ ନିଜ ଭୁଲ ଜାଣି କାମ ଛାଡ଼ି ପଳାଉଛନ୍ତି। 
ପ୍ରତାପ ଷଡଙ୍ଗୀ ଆହୁରି କହିଛନ୍ତି, ତିନିଦିନ ଭିତରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର। ସ୍ବାମୀ ଲକ୍ଷ୍ମଣନନ୍ଦଙ୍କ ହତ୍ୟାକାରୀ, ଗଣତନ୍ତ୍ରର ହତ୍ୟାକାରୀ ଭର୍ଷ୍ଠାଚାର ମୂର୍ତ୍ତିମାନଙ୍କର ପ୍ରତୀକ ପତନ ହେଇଗଲା। ସୁଭଦ୍ରା କାର୍ଡ ଇସୁ ହେବାକୁ ଯାଉଛି। ୩୧୦୦ ଟଙ୍କା ମିଳିବ। ଲୋକ ମତରେ ଶାସନ ଚାଲିବ। ଆଉ ଯେଉଁ ମାନେ ରାଜ ଶାସନକୁ ଲୁଟିଛନ୍ତି ସେମାନଙ୍କୁ ଜେଲରେ ଭର୍ତ୍ତି କରାଯିବ। ଏସବୁ ଦୁର୍ନୀତିକୁ ଧରିବା ପାଇଁ ବିଜେପି ପ୍ରତିବନ୍ଧ ବୋଲି କହିଛନ୍ତି ବ୍ୟକ୍ତି ଜଣଙ୍କ।

Advertisement