Updated: May 25, 2024, 16:35 IST

ବାହାଘର ମଣ୍ଡପରେ କନ୍ୟାକୁ ମୁଁହ ଲଗାଇ ଗେଲ କରିବା ପଡ଼ିଲା ମହଙ୍ଗା ଦେଖନ୍ତୁ ପରିବାର ଲୋକେ ଜାଣିବା ପରେ କଣ କଲେ

Vh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vv
ଉତ୍ତର ପ୍ରଦେଶର ହାପୁଡ଼ ସହରର ଅଶୋକ ନଗରରେ ଘଟି ଯାଇଛି ଅଭାବନୀୟ ଘଟଣା। ବାହା ବେଦୀରେ ବର କନ୍ୟାକୁ ଲିପକିସ୍ କରିବାରୁ କନ୍ୟାର ବାପା ବରକୁ ଏକ ଡେଙ୍ଗାରେ ପିଟିଥିଲେ। ବାହାଘରରେ ବର ଜଣଙ୍କ ଏତେ ଖୁସି ହେଇଯାଇଥିଲେ ଯେ ଶେଷରେ କନ୍ୟାକୁ ଲିପକିସ କରିଦେଇଥିଲେ।
ତା'ପରେ ଉପସ୍ଥିତ ଥିବା କନ୍ୟାର ପରିବାର ଲୋକେ ରାଗିଗଲେ। ଆଉ ତା'ପରେ ବର ଏବଂ କନ୍ୟାଙ୍କ ପରିବାର ଭିତରେ ହେଇଥିଲା ମାରପିଟ।ବନ୍ଧୁଗଣ ବାହା ବେଦୀରେ ବର କନ୍ୟାକୁ ଲିପ୍ କିସ୍ ଦେଲା ବୋଲି, ହେଲା ଯୁଦ୍ଧ। ଦୁଇ ପକ୍ଷ ମଧ୍ୟରେ ମାରପିଟରେ ୬ ଜଣ ଆ-ହ-ତ ହୋଇଥିଲେ।
Fg
ଆ-ହ-ତଙ୍କ ମଧ୍ୟର କନ୍ୟାଙ୍କ ବାପା ମଧ୍ୟ ଅଛନ୍ତି। ଆ-ହ-ତ ମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାରପିଟ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ହାପୁଡ଼ ଥାନା ଅଧିକାରୀ ରାଜକୁମାର ଅଗ୍ରୱାଲ କହିଛନ୍ତି ଯେ, ଏହି ଘଟଣା ତଦନ୍ତ କରାଯାଉଛି। 
ତେବେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡିଛି। ହାପୁଡ଼ ଥାନା ଅଧିକାରୀ ରାଜକୁମାର ଅଗ୍ରୱାଲ ଆହୁରି କହିଛନ୍ତି କି ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ନାହିଁ।
ଯଦି ଲିଖିତ ଅଭିଯୋଗ ହୁଏ ତାହାଲେ ଦୋଷୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। କନ୍ୟା ପକ୍ଷରୁ ଅଭିଯୋଗ ହେଇଛି କି ବର ଜୋରଜବରଦସ୍ତି କନ୍ୟାକୁ ଲିପକିସ ଦେଇଛି ଯାହାଫଳରେ ଏହି ଘଟଣାଟି ଏତେ ଅଗ୍ରରୂପ ନେଇଥିଲା।

Advertisement