Jun 27, 2024, 18:22 IST

ଗ୍ରହଣ କଲାନି ପ୍ରେମିକ ଶେଷରେ ଦେଖନ୍ତୁ ଛୁଆକୁ ଛାଡି ଛୁ ମାରିଲା କୁଆଁରୀ ମା

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଦୁନିଆରେ ଘଟୁଥିବା ଘଟଣା ସମ୍ପର୍କରେ ଆପଣମାନେ ତ ଜାଣୁଥିବେ । ଆଜିକାଲିକା ପ୍ରେମୀ ଯୁଗଳ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପ୍ରେମୀ ଯୁଗଳ ଭଲପାଇ ଉଭୟ ଉଭୟଙ୍କ ସହିତ ସମ୍ପର୍କ ରଖି ଏଭଳି କାମ କରିବା ସତରେ ନିନ୍ଦନୀୟ ଅଟେ । 
Hh
ଏବେ ଏଭଳି କିଛି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆଧୁନିକ ସମାଜରେ ଲୋକଙ୍କ ଲାଇଫ ଷ୍ଟାଇଲରେ ବହୁତ ପରିବର୍ତ୍ତନ ହୋଇଛି । ପ୍ରେମ ନାଁରେ ପ୍ରେମିକର ମନଲୋଭା କଥାରେ ପ୍ରେମିକା ଫସି ଯାଇ ପ୍ରେମିକ ସହ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରେମିକା ଜଣକ ତାଠାରୁ ଧୋକା ପାଇବା ପରେ ଏଭଳି କିଛି କାମ କରୁଛି । ପ୍ରେମ ନାଁରେ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରେମିକା ଗର୍ଭରେ ଥିବା ଶିଶୁକୁ ସ୍ବୀକାର କରିବାକୁ ମନା କରୁଛି ପ୍ରେମିକ । 
Vb
ଆଉ ଏହାପରେ ଏହି ପ୍ରେମିକା ଜଣକ ହେଇଯାଉଛି କୁଆଁରୀ ମାଆ । ଏହାପରେ ସେ ଛୁଆକୁ ଜନ୍ମ ଦେଇ ମାରି ଦେଉଛି ନହେଲେ ଛାଡ଼ି ପଳାଇ ଯାଉଛି । ଏଭଳି ଘଟଣା ଏବେ ଅନେକ ଦେଖିବାକୁ ମିଳୁଛି । ବଲାଙ୍ଗୀର ଜିଲ୍ଲାରେ ଏହି ଘଟଣା ବହୁତ ଦେଖିବାକୁ ମିଳୁଛି । ବଲାଙ୍ଗୀର ଜିଲ୍ଲାରେ ପୁଣି ଏହି ଘଟଣା ଦେଖିବାକୁ ମିଳିଛି । ଏହାର ପ୍ରଭାବ ସମାଜ ଉପରେ ପଡୁଛି । ଆଉ ଅନେକ ଆଲୋଡନ ସୃଷ୍ଟି କରୁଛି । ଜଣେ କୁଆଁରୀ ମାଆ ତାର କଅଁଳା ଶିଶୁକୁ ପ୍ରଶାସନ ହାତରେ ଦେଇ ଚାଲି ଯାଇଛି । କୁଆଁରୀ ମାଆର କରୁଣ କାହାଣୀ ଏବେ ଏହି ଭିଡିଓରେ ଆପଣମାନେ ଜାଣିପାରିବେ । ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲାରେ ଘଟିଛି । 
ଏହି କୁଆଁରୀ ମାଆ ଜଣକ ଦୁଇଟି ଶିଶୁ କନ୍ୟା ଜନ୍ମ ଦେଇଛି । ଏହି ଦୁଇଟି ଶିଶୁ କନ୍ୟା ଏବେ ଜିଲ୍ଲା ସ୍ବାସ୍ଥ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେଥିରୁ ଜଣଙ୍କର ଦେହ ଅସୁସ୍ଥ ଥିବାର ଜଣାପଡିଛି । ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ ଏହି ବିଷୟରେ କହିଛନ୍ତି । ପୂର୍ବରୁ ଏଭଳି କୁଆଁରୀ ମାଆମାନେ ତାଙ୍କ ଛୁଆକୁ ମାରି ଦେଉଥିଲେ କିନ୍ତୁ ଏବେ ପ୍ରଶାସନ ଏଭଳି କାମକୁ ରୋକିବା ପାଇଁ ଚେଷ୍ଟା କରିବାରୁ କୁଆଁରୀ ମାଆମାନେ ଛୁଆକୁ ପ୍ରଶାସନ ହାତରେ ଦେଇ ଦେଉଛନ୍ତି । ଏହି ତିନିମାସ ଭିତରେ ଚାରିଜଣ କୁଆଁରୀ ମାଆ ହୋଇଛନ୍ତି ବୋଲି ସୂଚନା ମିଳିଛି । ଲୋକ ଲଜ୍ୟା ଭୟରେ କୁଆଁରୀ ମାଆମାନେ ତାଙ୍କ ଛୁଆକୁ ଛାଡି ଚାଲି ଯାଉଛନ୍ତି ।

Advertisement