ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିଏ ଆଜି ନିଜ ଝିଅକୁ ସବୁଦିନ ପାଇଁ ହରାଇ ବସିଛି ତ ଆଉ କିଏ ତାର ସ୍ତ୍ରୀକୁ ହରାଇ ବସିଛି । ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ପୂର୍ଣ୍ଣିମା । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ପାଇପାରିବେ।
ପୁରା ପରିବାର ପୂର୍ଣ୍ଣିମାଙ୍କୁ ହରାଇ ବସିଛନ୍ତି । ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି ଆଉ ସହସ୍ତେ ପାଣିକୁ ଦେଖୁଛନ୍ତି । ଆଉ ଏପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ । କିଏ ଝିଅକୁ ହରାଇ ବସିଛି ତ ଆଉ କିଏ ସ୍ତ୍ରୀକୁ । ବାପା ମାଆ ଏବେ ସବୁଦିନ ପାଇଁ ନିଜ ଝୁଅକୁ ହରାଇ ଦେଇଛନ୍ତି ଆଉ ଏବେ କାନ୍ଦୁଛନ୍ତି । ତାଙ୍କୁ କିଏ ଆଉ ବାପା ମାଆ ଡାକିବ ବୋଲି ସେ କହିଛନ୍ତି । କେନାଲ ଏହି ଝିଅର ଜୀବନ ନେଇଗଲା । କେନାଲରେ ଗାଧୋଉ ଥିବା ସମୟରେ ଏଭଳି ଘଟଣା ଘଟିଥିଲା ।
କେନାଲରେ ଗାଧୋଉଥିବା ବେଳେ ପୂର୍ଣ୍ଣିମାଙ୍କର ଗୋଡ ଖସି ଯାଇଥିଲା । ଆଉ ଏହାପରେ ପୂର୍ଣ୍ଣିମା ଚିତ୍କାର କରୁଥିଲେ । କିନ୍ତୁ ସେ ବଞ୍ଚି ପାରିଲେ ନାହିଁ । ପୂର୍ଣ୍ଣିମା ଯେତେବେଳେ ଭାସି ଯାଇଥିଲେ ତାଙ୍କ ନଣନ୍ଦ ଲୁଗା ପକାଇ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କେନାଳର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ । ଏହାପରେ ସେଠାରେ ଉଦ୍ଧାରକାରୀ ବିଭାଗ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ଏହାପରେ ୪୮ ଘଣ୍ଟା ପରେ ପୂର୍ଣ୍ଣିମାଙ୍କର ମୃ-ତଦେହ ମିଳିଥିଲା ।
ଏହି ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ପଞ୍ଚାୟତରେ । କେନାଲରେ ଭାସି ଗଲେ ପୂର୍ଣ୍ଣିମା । ପୂର୍ଣ୍ଣିମା ସାମଲ ହେଉଛନ୍ତି ଗଡ ସାହିର ବାସିନ୍ଦା ଅଶୋକ ସାମଲଙ୍କ ସ୍ତ୍ରୀ । ସେ ପରିବାରଙ୍କ ସହିତ ଗାଧୋଇ ଯାଇଥିଲେ । ଆଉ ସେଠାରେ ତାଙ୍କର ଗୋଡ ଖସି ଯାଇଥିଲା । ଘଟଣା ସ୍ଥଳର ୩୦୦ ମିଟର ଦୂରରେ ଏହି ସ୍ତ୍ରୀ ଜଣଙ୍କର ମୃ-ତଦେହ ମିଳିଲା । ଏହି କେନାଲରେ ପାଣି ଆସିଥିବାରୁ ଏଭଳି ଘଟଣା ଘଟିଛି । ଏବେ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଦେଇ କେନାଲରେ ପାଣି ଛାଡିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।