Jul 2, 2024, 18:39 IST

ବିଶ୍ୱକପ ବିଜେତା ଭାରତୀୟ ଟିମ ଖେଳାଳି ମାନଙ୍କୁ ମିଳିବ କେତେ ଟଙ୍କା ? ଜାଣନ୍ତୁ ଏହାର ପ୍ରକୃତ ସତ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ କ୍ରିକେଟର ମାନଙ୍କର ଖେଳ ପ୍ରଦର୍ଶନ ବିଷୟରେ ତ ଆସୁଥିବା ଖବର ଜାଣି ପାରୁଥିବେ । କ୍ରିକେଟ ଖେଳରେ ବିଜୟ ହାସଲ କରିଥିବା ଦଳ କିଛି ରାଶି ପୁରସ୍କାର ପାଇଥାନ୍ତି । କେଉଁ କ୍ରିକେଟର କେତେ ଟଙ୍କା ପାଇଥାନ୍ତି ତାହା ଆପଣମାନେ ଜାଣିଛନ୍ତି କି ?
Bb
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ବିଷୟରେ ଜାଣି ରଖନ୍ତୁ । ବିଶ୍ୱକପ୍ କ୍ରିକେଟ ଖେଳରେ ବିଜୟ ଲାଭ କରିବା ପରେ କାହାକୁ ମିଳେ ଜିତିଥିବା ପୁରସ୍କାର ରାଶି ? ଖେଳାଳିଙ୍କ ଭିତରେ କିଭଳି ବଣ୍ଟା ଯାଇଥାଏ ଟଙ୍କା ? ଏନେଇ ରହିଛି ନିୟମ । ଭାରତୀୟ କ୍ରିକେଟ ଟିମ୍ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ବେଳେ ଟି ୨୦ ବିଶ୍ୱକପ୍ ଖେଳରେ ବିଜୟ ଲାଭ କରିଛି । ଭାରତୀୟ କ୍ରିକେଟ ଟିମ୍ ୨୦୨୪ ମସିହା ଟି ୨୦ ବିଶ୍ଵକପରେ ସାଉଥ୍ ଆଫ୍ରିକାକୁ ହରାଇଥିଲା । ଭାରତୀୟ ଟିମର ବିଜୟ ପରେ ଭାରତୀୟମାନେ ବହୁତ ଖୁସି ହୋଇ ଯାଇଥିଲେ । 
Bb
ଏହି ୨୦୨୪ ମସିହା ବିଶ୍ୱକପ୍ ଖେଳରେ ଭାରତୀୟ ଟିମ୍ ବହୁତ ଭଲ ପ୍ରଦର୍ଶନ କରିଛି । ସେ ଏହି ଟୁର୍ଣ୍ଣାମେଣ୍ଟରେ ଜମାବି ହାର ମାନି ନାହିଁ । ସେ ସବୁ ଖେଳରେ ବିଜୟ ଲାଭ କରିଛି । ଫାଇନାଲ ମ୍ୟାଚରେ ବଲର ଆଉ ବ୍ୟାଟ୍ସମ୍ୟାନ୍ ବହୁତ ଭଲ ପ୍ରଦର୍ଶନ କରିଥିଲେ । ଆଉ ଫାଇନାଲ ଟ୍ରଫି ମଧ୍ୟ ନିଜ ନାମରେ କରିଲା । ଏହି ୨୦୨୪ ମସିହା ଆଇଆଇସି ଟି ୨୦ ବିଶ୍ବକପ୍ ଖେଳରେ ବିଜୟ ଲାଭ କରିଲେ ୯୩ କୋଟି ୫୦ ଲକ୍ଷ ଟଙ୍କା ବଣ୍ଟାଯିବ ବୋଲି ସୂଚନା ମିଳିଥିଲା । କ୍ରିକେଟର କ୍ୟାପଟେନ ରୋହିତ ଶର୍ମାଙ୍କୁ ୨୦ କୋଟି ୩୬ ଲକ୍ଷ ଟଙ୍କା ମିଳିଛି ।
ସାଉଥ୍ ଆଫ୍ରିକା ଟିମକୁ ୧୦ କୋଟି ୬୪ ଲକ୍ଷ ଟଙ୍କା ମିଳିଛି । ସେମି ଫାଇନାଲକୁ ଯାଇଥିବା ଟିମକୁ ୬ କୋଟି ୫୫ କୋଟି ଲେଖାଏଁ ମିଳିଛି । ଏଭଳି ଅନେକ ଦଳକୁ ଟଙ୍କା ମିଳିଛି । ରିପୋର୍ଟ ଅନୁସାରେ କୌଣସି ବି ଖେଳରେ ଟୁର୍ଣ୍ଣାମେଣ୍ଟ ପରେ ସମସ୍ତ ଖେଳାଳିଙ୍କୁ ଟଙ୍କା ସମାନ ପରିମାଣରେ ଦିଆଯିବ । ୨୦୨୪ ମସିହା ବିଶ୍ୱକପ୍ ଭାରତୀୟ ଟିମ୍ ଜିତି ଥିବାରୁ ୨୦ କୋଟି ୩୬ ଲକ୍ଷ ଟଙ୍କା ମିଳିଛି । ମ୍ୟାନ ଅଫ ଦି ମ୍ୟାଚ୍ ଖେଳାଳିଙ୍କୁ ଅଲଗା ରାଶି ମଧ୍ୟ ଦିଆଯାଇଥାଏ । ଏଭଳି ଅନେକ ପ୍ରକାରର ଟଙ୍କା ବଣ୍ଟା ଯାଇଥାଏ ।

Advertisement