Jun 21, 2024, 18:37 IST

କେମିତି ଆସିଲା ରତ୍ନ ଭଣ୍ଡରାରେ ଏତେ ସବୁ ଅଳଙ୍କାର ଜାଣନ୍ତୁ ଏହାର ବାସ୍ତବ ଇତିହାସ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଶ୍ରୀମନ୍ଦିରକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏବେ ରତ୍ନ ଭଣ୍ଡାର ବିଷୟରେ କିଛି ଖବର ଜାଣିପାରିବେ । ରତ୍ନ ଭଣ୍ଡାରକୁ ନେଇ ଆସିଛି କିଛି ଖବର । ରତ୍ନ ଭଣ୍ଡାରରେ ଅନେକ ସୁନା, ରୂପା, ହୀରା, ଲୀଳା, ମୋତି ମାଣିକ ଆଦି ଅଛି ବୋଲି ଆପଣମାନେ ଜାଣିଥିବେ । ଏବେ ଏହାକୁ ନେଇ ଆସିଛି ଖବର ।
Bb
ରତ୍ନ ଭଣ୍ଡାରରେ ଅନେକ ଜିନିଷ ଅଛି ବୋଲି ଭକ୍ତମାନେ ଭାବୁଛନ୍ତି । ଏତେ ଜିନିଷ ରତ୍ନ ଭଣ୍ଡାରକୁ ଆସିଲା କେମିତି ? ବିପୁଳ ଧନ ରତ୍ନ କେଉଁଠୁ ଆସିଲା ? କେଉଁଠୁ ଆସିଲା ଏତେ ଆଭୂଷଣ ଆଉ ଅଳଙ୍କାର । ଏତେ ସୁନା ହୀରା, ମୋତି ମାଣିକ ସବୁ କିଏ ଦେଲା ? କେମିତି ଗଛିତ ହେଲା ଏତେ ବହୁ ମୂଲ୍ୟ ଜିନିଷ । ଏବେ ଚର୍ଚ୍ଚାରେ ରହିଛି ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର । ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ସୂଚନା ମିଳିଛି । ଏହା ସୂଚନା ମିଳିବା ପରେ ଅନେକ କଥା ଆସିଥିଲା ।
Bb
ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ରତ୍ନ ଭଣ୍ଡାର ଏବେ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇ ନାହିଁ । ଏବେ ପୁଣି ଏହାକୁ ନେଇ ଆସିଛି କଥା । ବର୍ତ୍ତମାନ ରତ୍ନ ଭଣ୍ଡାରର ରକ୍ଷଣାବେକ୍ଷଣକୁ ନେଇ କଥା ଆସୁଥିବା ବେଳେ ଏବେ ଏହା ଭିତରେ ଥିବା ସୁନା ଚୋରି ହୋଇଯାଇଛି ବୋଲି ସୂଚନା ମିଳୁଛି । ଅର୍ଥାତ୍ ଏନେଇ ଅନେକ ଖବର ବି ଆସୁଛି । ଏବେ ରତ୍ନ ଭଣ୍ଡାର ଖୋଲାଯାଇ ପ୍ରଭୁଙ୍କ ଅଳଙ୍କାର ଆଉ ସବୁ କିଛିର ତାଲିକା ପ୍ରସ୍ତୁତ କରିବାକୁ ଦାବି ହୋଇଛି । ଏସବୁ ଭିତରେ ଅନେକ ପ୍ରଶ୍ନ ଆସିଥାଏ ।
ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ଏଭଳି କଣ ରହିଛି ଏହାକୁ ନେଇ ଆସୁଛି ପ୍ରଶ୍ନ । ରତ୍ନ ଭଣ୍ଡାରରେ ମହାପ୍ରଭୁ ଜଗନ୍ନାଥଙ୍କ ସୁନା ଆଉ ଅନେକ ମୂଲ୍ୟବାନ ଜିନିଷ ଅଛି । ପୁରାତନ ଯୁଗରେ ଅନେକ ରାଜା , ନେପାଳ ରାଜା ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ହୀରା ଲୀଳା ପଠାଇଥିଲେ । ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ଭାଗ ଆଡ଼କୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବିପୁଳ ସ୍ୱର୍ଣ୍ଣ ଅକ୍ଷଙ୍କର ପରିପୂର୍ଣ୍ଣ ହୋଇଥିଲା । ଦାକ୍ଷିଣାତ୍ୟରୁ ମଧ୍ଯ ସୁନା ଆସିଛି । ଅନେକ ଶାସ୍ତ୍ର ଏବଂ ଅନେକ ପ୍ରମାଣ ମିଳିଥାଏ କି ରତ୍ନ ଭଣ୍ଡାରକୁ କେଉଁ ରାଜା କେତେ କଣ ଦେଇଛନ୍ତି । ଆପଣ ଏହି ଭିଡିଓ ଦେଖିଲେ ଅନେକ କିଛି ଜାଣିପାରିବେ ।

Advertisement