Updated: May 19, 2024, 14:14 IST

୨ ଦିନ ଭିତରେ ଓଡ଼ିଶା କୁ ଆସିବ ଭୟାନକ ଲଘୁଚାପ ! ପାଣି ରେ ବୁଡ଼ିଯିବ ଓଡ଼ିଶା..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ଆପଣ ମାନେ ଜାଣି ଥିବେ ରାଜ୍ୟ ରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଚି।ତେବେ ଖରା ରୁ ରକ୍ଷା ପାଇଛନ୍ତି ଲୋକ ମାନେ।ଆଜି କାଳ ବୈଶାଖୀ ପ୍ରଭାବ ରେ ରାଜ୍ୟ ର କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଚି।
ଯାହା ଦ୍ଵାରା ଲୋକ ମାନେ ଟିକେ ଆଶ୍ୱସ୍ତି ପାଇଛନ୍ତି।ଏହାର ପ୍ରଭାବ ପବନ ୪୦ ରୁ ୫୦ କିଲୋ ମିଟର ପର୍ଯ୍ୟନ୍ତ ବହି ଥିଲା ବୋଲି ଶୁଣି ବାକୁ ମିଳୁଚି।ତେବେ ଚାରିଆଡ଼େ ବର୍ଷା ହେବା ଦେଖି ରାଜଧାନୀ ବାସୀ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।
Vv
ବଦଳିଲା ପାଗ।ଗତ କାଲି ଠାରୁ ହେବାର ଅଛି କାଳ ବୈଶାଖୀ।ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ।ଓଡ଼ିଶା ଉପରେ ଦେଇ ଯାଇ ଥିବାରୁ ଓଡ଼ିଶା ର କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ।
ଘଣ୍ଟା ପିଛା ୪୦ ରୁ ୫୦ କିଲୋ ମିଟର ବେଗ ରେ ପବନ ବହିବାର ସମ୍ଭାବନା ରହିଛି।୯ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡଘଡି ହେବା ସହିତ କୁଆ ପଥର ପଡ଼ିବାର ସମ୍ଭାବନା ରହିଛି।ଏ ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ଚେତାବନୀ ଜାରି କରିଚି। 
Bb
ଆସନ୍ତା କାଲି କେନ୍ଦୁଝର,ବରଗଡ଼,ମୟୂରଭଞ୍ଜ ,ଓ ବାଲେଶ୍ଵର କୁ ଅରେଞ୍ଜ ଆର୍ଲଟ ଜାରି ହୋଇଚି।ଏହି ସମୟ ରେ ସମୁଦ୍ର ଅଶାନ୍ତ ରହିବ।ପବନ ର ବେଗ ବଢିବ।ସମୁଦ୍ର କୂଳ କୁ ନ ଯିବା ପାଇଁ ମତ୍ସଜୀବୀ ମାନଙ୍କୁ ବାରଣ କରା ଯାଇଛି।
ଏହା ଛଡ଼ା ଓଡ଼ିଶା ର ପାର୍ଶ୍ଵବର୍ତୀ ରାଜ୍ୟ ପଶ୍ଚିମବଙ୍ଗ ରେ ମଧ୍ୟ ପ୍ରବଳ ରୁ ଅତି ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।ଏ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ତେବେ ଲୋକ ମାନେ ଏଥିପ୍ରତି ସଚେତନ ହୋଇ ଯାଆନ୍ତୁ।
ବାଲେଶ୍ଵର,ଭଦ୍ରକ, କୋରାପୁଟ, ଖୋର୍ଦ୍ଧା ଆଜି ସ୍ଥାନ ରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି।ଏହା ଛଡ଼ା କିଛି ସ୍ଥାନ ରେ କୁଆ ପଥର ବର୍ଷା ହୋଇ ପାରେ ବୋଲି ସୂଚନା ରହିଛି। ଚାଷୀ ମାନଙ୍କୁ ଏ ନେଇ ସଚେତନ କରା ଯାଇଛି।ମୁଗ ବିରି କୁ ବିଲ ରୁ ଆଣି କୌଣସି ଏକ ସୁରକ୍ଷିତ ସ୍ଥାନ ରେ ରଖି ଦିଅନ୍ତୁ।

Advertisement