May 16, 2024, 09:23 IST

ହୁ ହୁ ହେଇ ମାଡ଼ି ଆସୁଚି ଘୂର୍ଣି ବାତ୍ୟା... ଆସନ୍ତା ଦୁଇ ଦିନ ଭିତରେ ଓଡ଼ିଶା ରେ ହେବ ପ୍ରବଳ ବର୍ଷା..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଖବର ଆସି ପହଞ୍ଚିଛି।ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ। ମେ ମାସ ୧୯ ବେଳକୁ ଘୂର୍ଣୀ ବଳୟ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗରେ ବର୍ତ୍ତମାନ୍ ସୁଦ୍ଧା କୌଣସି ପ୍ରକାରର ସଠିକ୍ ଆକଳନ କରି ପାରୁ ନାହାଁନ୍ତି। ହେଲେ ଯାହା ଆକଳନ କରାଯାଉଅଛି କି ମେ ଦ୍ଵିତୀୟ ସପ୍ତାହରେ ଗୋଟିଏ ଅବପାତ କ୍ଷୀଣ ହେବାର ସମ୍ଭାବନା ରହିଛି।
Hh
ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ମେ ୧୯ ବେଳକୁ ଘୁର୍ଣି ବଳୟ ସୃଷ୍ଟି କରିପାରେ। ଏଭଳି କି ଅବପାତ ର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ମେ ଦ୍ଵିତୀୟ ସପ୍ତାହ ବେଳକୁ ଏକ ସିଷ୍ଟମ ଆସିବ।
ଏହି ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ହେଲେ ଏହା ବର୍ତ୍ତମାନ୍ ସୁଦ୍ଧା ଏହାର କୌଣସି ସବିଶେଷ ତଥ୍ୟ ମିଳି ପାରି ନାହିଁ। ଏହା କେଉଁ ଦିଗକୁ ମଧ୍ୟ ଗତି କରିବ ତାହା ଜଣା ପଡ଼ି ନାହିଁ।
ସବୁଠାରୁ ବଡ଼ କଥା ହେଉଛି କି ବର୍ତ୍ତମାନ୍ ଯେଉଁ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ ତାହା ପାଇଁ ଯେଉଁ କାରକ ସବୁ ରହିଛି ତାହା ମହଜୁଦ ରହିଥିବା ନେଇ ବର୍ତ୍ତମାନ ସମୟରେ ଏହା ଆକଳନ ମଧ୍ଯ କରାଯାଉଛି।
Bb
ସେଥିପାଇଁ ବର୍ତ୍ତମାନ୍ ଯେଉଁ ଘୂର୍ଣ୍ଣୀ ବଳୟ କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ଏବେ ଚିନ୍ତା କରିବାରେ ଲାଗିଛନ୍ତି ବାସ୍ତବରେ ଯଦି ଏହି ଘୂର୍ଣ୍ଣୀ ବଳୟ ସୃଷ୍ଟି ହେବ ତେବେ ଏହା କେଉଁ ଆଡ଼କୁ ଯିବ।
ମେ ମାସ ରେ ହିଁ ଘୂର୍ଣ୍ଣୀ ବଳୟ ଆସିଥାଏ ତାହାକୁ ଆଡେଇ ଦିଆଯାଇ ପାରେ ନାହିଁ। କାରଣ ଘୂର୍ଣ୍ଣୀ ବଳୟ ଖୁବ କ୍ଷତିକାରକ ହୋଇଥାଏ। ଏହି ମେ ମାସରେ ହିଁ ଘୂର୍ଣ୍ଣୀ ବଳୟ ରେ ଫନି ସୃଷ୍ଟି ହୋଇଥିଲା।
ଯାହାକି କେତେ କ୍ଷତିକାରକ ଅଟେ ତାହା ପ୍ରାୟ ସମସ୍ତେ ଜାଣିଛନ୍ତି। ଏହାକୁ ଅନେକ ଲୋକମାନେ ମଧ୍ଯ ଅଙ୍ଗେ ଅଙ୍ଗେ ମଧ୍ୟ ଲିଭେଇ ଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement