ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇବା ସହ ପାଣିପାଗକୁ ନେଇ ଆସୁଥିବା ଖବର ପାଇ ପାରୁଛନ୍ତି । ଏବେ ପାଣିପାଗ ବିଷୟରେ କିଛି ସୂଚନା ଆସିବା ସହ ଲୋକଙ୍କୁ ସାବଧାନ ରହିବାକୁ କୁହାଯାଇଛି । ସମସ୍ତେ ହୋଇଯାଆନ୍ତୁ ସାବଧାନ । ହେବାକୁ ଯାଉଛି ପ୍ରଳୟ । ଆଉ ଏବେ ଏହି ପ୍ରଳୟକୁ ନେଇ ଆସିଛି କିଛି ଖବର । ପ୍ରଳୟ ହେବା ପୁର୍ବର ବହୁତ ବଡ ସଂକେତ ଦେଖାଯାଇଛି । ଖୁବ୍ ଶୀଘ୍ର ବିଶ୍ଵ ଦେଖିବାକୁ ଯାଉଛି ପ୍ରଳୟ । ସମୁଦ୍ରରୁ ଏକ ବିଚିତ୍ର ଜୀବ ବାହାରି ଆସିଲା ।

୨୦୧୧ ମସିହାରେ ବିନାଶକାରୀ ସୁନାମି ହୋଇଥିଲା । ଆଉ ଏହା ବିଶ୍ଵ ପ୍ରଳୟ ହେବାର ବଡ ଉଦାହରଣ ଥିଲା । ଏହି କଥାକୁ ହେୟ ଜ୍ଞାନ କରନ୍ତୁ ନାହିଁ ବା ଏହାକୁ ନେଇ କିଛି କଥା କୁହନ୍ତୁ ନାହିଁ । ଏହି ବିଷୟରେ ସୂଚନା ମିଳୁଥିବାରୁ କୁହାଯାଇଛି । ପ୍ରଳୟ ହେବା ପୂର୍ବରୁ ଅନେକ କିଛି ସଂକେତ ଆସିଥାଏ । ଏବେ ସଂକେତ ମିଳିଛି କି ସମୁଦ୍ରରେ ଦେଖିବାକୁ ମିଳିଛି ବିଚିତ୍ର ଜୀବ । ଆଉ ଏହି ବିଚିତ୍ର ମାଛର ଲମ୍ବ ୩୬ ଫୁଟ ଅଟେ ଏବଂ ଏହାର ଓଜନ ୨୦୦ କିଲୋଗ୍ରାମ । ଏହି ମାଛକୁ ଦେଖିବା ଆଦୌ ଶୁଭ ନୁହେଁ । ଏହା ପ୍ରଳୟର ଏକ ସଂକେତ ଅଟେ ।

ଏହି ମାଛ ଭୂମିକମ୍ପ ବା ପ୍ରଳୟ ହେବ ବୋଲି ଲୋକଙ୍କୁ ଜଣାଉଛି । ଦିଲ୍ଲୀ ମେହେରର ରିପୋର୍ଟ ଅନୁସାରେ ମେସ୍କିକୋର ଜଣେ ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି, ଏହି ମାଛ ଯେତେବେଳେ ଦେଖାଯାଏ ସେତେବେଳେ ସୁନାମି ଆସିଥାଏ । କିନ୍ତୁ ବୈଜ୍ଞାନିକ ମାନେ ଏନେଇ କିଛି ମତ ଦେଇ ନାହାନ୍ତି । ୨୦୧୧ ମସିହାରେ ହୋଇଥିବା ସୁନାମି ପୂର୍ବରୁ ଏହି ମାଛ ଦେଖା ଯାଇଥିଲା । ଆଉ ଏହା ମେସ୍କିକୋରେ ପ୍ରଥମ ଥର ଦେଖାଯାଇଛି । ଏହି ମାଛ ନିଜର ଆକାର ଆଉ ରୂପ ପାଇଁ ସମୁଦ୍ର ନାଗ ଭଳି ଦେଖାଯାଏ । ଜାପାନୀଜ୍ ଲୋକମାନେ ଏହାକୁ ସମୁଦ୍ରର ଡ୍ରାଗନ୍ ଭଗବାନ ବୋଲି କହିଥାନ୍ତି ।
ଏହା ଦ୍ଵୀପ ତଳେ ରହିଥାଏ । ସମୁଦ୍ରର ୬୫୬ ଫୁଟ ରୁ ୩୦୦୦ ଫୁଟ ଗଭୀର ଭିତରେ ଏହି ମାଛ ରହିଥାଏ ବୋଲି ସୂଚନା ମିଳିଛି । ଏହି ବିରଳ ମାଛ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିଛନ୍ତି । ଏହି ମାଛ ସତରେ କୌଣସି ଭୂମିକମ୍ପ ବା ପ୍ରଳୟର ସୂଚନା ଦେବା ପାଇଁ ଆସିଥାଏ ବୋଲି ଅନେକ ମତ ଦେଇଛନ୍ତି । ବିଶ୍ବରେ ଆଗକୁ କିଛି ବିପଦ ଆସିବାକୁ ଯାଉଛି । ଏହି କାରଣରୁ ଏହା ଦେଖା ଯାଇଛି । ଏବେ ଏହି ମାଛକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି । ଏହି ମାଛ ପୂର୍ବରୁ ଥରେ ଦେଖା ଯାଇଥିଲା ଆଉ ଏହାପରେ ଭୂମିକମ୍ପ ହୋଇଥିଲା । ଏବେ ଏହି ମାଛକୁ ନେଇ ଚର୍ଚ୍ଚା ହେଉଛି ।