Jul 3, 2024, 17:41 IST

ଆସିଲା ବଡ଼ ଖବର ଦେଖନ୍ତୁ ଜିଓଠୁ ବହୁତ୍ ଶସ୍ତାରେ ପ୍ଲାନ୍ ଦେଉଚି ଏହି କମ୍ପାନୀ ଜାଣନ୍ତୁ କିଏ ଏବଂ କେତେ ପ୍ଲାନ୍ ରେ ମିଳୁଛି ମାସିକିଆ ପ୍ଲାନ୍ ଏବଂ ଅନ୍ୟାନ୍ୟ ପ୍ଲାନ୍

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଏବେ ଆପଣମାନେ କେଉଁ ସିମ୍ ଭଲ ଆଉ କେଉଁ ସିମର କଣ ସବୁ ସୁବିଧା ରହିଛି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଉପଭୋକ୍ତାମାନେ ଅନେକ ପ୍ରକାରର ସିମ ବ୍ୟବହାର କରିଥାନ୍ତି । ଆଉ ଏବେ ଜିଓ ସିମ ପୁଣି ତାର ନୂଆ ନିୟମ ବାହାର କରିଛି । ଏହିସବୁ ଯୋଗୁଁ ଉପଭୋକ୍ତାମାନେ ବହୁତ ହଇରାଣ ହେଉଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଜାଣିପାରିବେ ।
Bb
ଜିଓ ଠାରୁ ୧୬୦୦ ଟଙ୍କା ଶସ୍ତା ପ୍ଲାନ୍ ଏବେ ସାମ୍ନାକୁ ଆସିଛି । ଏହି ପ୍ଲାନରେ ମିଳୁଛି ଅନ ଲିମିଟେଡ ଡାଟା ପ୍ଲାନ୍ । କେବଳ ଡାଟା ନୁହେଁ ବରଂ ଫ୍ରି କଲିଙ୍ଗ ସେବା ମଧ୍ୟ ମିଳିବ । ଲୋକମାନେ ରିଲିଆନ୍ସ ଜିଓ, ଆଇଡ଼ିଆ, ଭୋଡଫୋନ, ଏୟାରଟେଲ ଆଦି ସିମ ବ୍ୟବହାର କରୁଛନ୍ତି । ଏବେ ଏହିସବୁ ସିମ ନିଜ ନିଜର ପ୍ଲାନ୍ ମହଙ୍ଗା କରି ଦେଇଛନ୍ତି । ଯାହାଦ୍ଵାରା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଲାଗିଛି ବଡ ଝଟକା । ଏବେ BSNL ସିମ ଆଣିଛି ନୂଆ ସ୍କିମ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହା ଜାଣିପାରିବେ। 
Bb
ଭାରତ ସଞ୍ଚାର ନିଗମ ଲିମିଟେଡ ଆଣିଛି ଏକ ବଡ ଅଫର । ଏହି କମ୍ପାନୀ ତାର ପ୍ଲାନରେ କିଛି ବୃଦ୍ଧି କରିନାହିଁ । ଏହି ସଂସ୍ଥା ତରଫରୁ ଏଇ ପ୍ରିପେଡ ପ୍ଲାନ୍ ଅଫର କରାଯାଉଛି । ଯାହାର ଦାମ ଜିଓର ରିଚାର୍ଜ ତୁଳନାରେ ୧୬୦୦ ଟଙ୍କା କମ୍ । ଯଦି ଆପଣ ଚାହିଁବେ ଆପଣମାନଙ୍କ ସିମକୁ ବଦଳେଇ ପାରିବେ । ଆପଣ ଆପଣଙ୍କ ସିମରୁ ବିଏସନାଲ ସିମକୁ ପୋର୍ଟାବୋଲ କରିପାରିବେ । ଯଦି ଆପଣ ଶସ୍ତା ପ୍ଲାନରେ ଅନଲିମିଟେଡ ଡାଟା ପାଇବାକୁ ଚାହାନ୍ତି ତାହେଲେ ଆପଣ ରିଚାର୍ଜ କରିପାରିବେ ।
ଏହି ରିଚାର୍ଜ ପ୍ଲାନର ଦାମ ହେଉଛି ୧୯୯୯ । ଏହି ପ୍ଲାନ୍ ୩୬୫ ଦିନ ପାଇଁ ଅଟେ । ଏହି ପ୍ଲାନ୍ ରିଚାର୍ଜ କରିବା ପରେ ଆପଣମାନେ ଏକ ବର୍ଷ ପାଇଁ ଫ୍ରି କଲିଙ୍ଗ ଏବଂ ଅନ ଲିମିଟେଡ ଡାଟା ପାଇପାରିବେ । ଆଉ ଏହା ଜିଓ ସିମ ତୁଳନାରେ ବହୁତ କମ୍ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ପ୍ଲାନ୍ ବିଷୟରେ ଜାଣିପାରିବେ । ଜିଓ ସିମ ଅନେକ ଅଫର ଅଛି ଯାହାର ମୂଲ୍ୟ ଏବେ ବଢିଯାଇଛି । ଆଉ ଏବେ ଗ୍ରାହକମାନେ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Advertisement