ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାଶିଫଳ ବିଷୟରେ କିଛି ଖବର ପାଇପାରିବେ । ଏବେ ଖବର ଆସିଛି କି ସବୁ ରାଶି ଉପରେ ବିପଦ ଆସୁଛି । ଆଉ ସଜାଗ ରୁହନ୍ତୁ ସବୁ ରାଶି ବୋଲି ଆସିଛି ଖବର । ଏହି ସବୁ ରାଶି ସଜାଗ ରୁହନ୍ତୁ ବୋଲି ସଚେତନ କରାଯାଇଛି । ରାଶିମାନଙ୍କ ଉପରେ ପଡ଼ିଛି ଶନିଙ୍କ କୋପ । ଆଉ ଶନିଙ୍କ କୋପ ଆପଣଙ୍କ ଉପରେ ପ୍ରଭାବ ପକାଇବ ।
ଶନିଙ୍କ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ । ଆପଣମାନେ ସତର୍କ ନହେଲେ ବର୍ଷ ବର୍ଷ ଧରି ଘାଣ୍ଟି ହୋଇପାରନ୍ତି । ଇଂରାଜୀ ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ୨୦୨୫ ମସିହାରେ ଅନେକ କିଛି ପରିବର୍ତ୍ତନ ହେବ । ଆଉ ରାଶିରେ ଶନି ଗ୍ରହର ଚଳନରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ୨୦୨୫ ମସିହାରେ ଶନି ଗ୍ରହର ବଡ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ବୋଲି ସୂଚନା ମିଳିଥିବା ବେଳେ ଏବେ ଏନେଇ ଆସିଛି ଖବର ।
୨୦୨୫ ମସିହାରେ ହେବାକୁ ଥିବା ରାଶି ପରିବର୍ତ୍ତନର ପ୍ରଭାବ ଦୁଇଟି ରାଶି ଉପରେ ଅଧିକ ପଡ଼ିବ ବୋଲି ସୂଚନା ମିଳିଛି । ଏହାର କାରଣ ହେଉଛି ଏହି ରାଶିରୁ ଶନିଙ୍କ ଧାୟାର ପ୍ରଭାବ ଦୂର ହୋଇଯିବ । ଶନିଙ୍କ ଧାୟା ପ୍ରଭାବ ଦୂର ହେବା ପରେ ଏହି ରାଶି ଦ୍ବୟ ଆଶ୍ୱସ୍ତି ପାଇବେ । ଏହି ରାଶି ଦ୍ୱୟରେ ଉନ୍ନତି ଦେଖାଯିବ ଆଉ ପ୍ରଗତିର ରାସ୍ତା ଖୋଲିବ । ୨୦୨୫ ମସିହାରେ ଶନିଙ୍କ ଚଳନରୁ କେଉଁ ଦୁଇଟି ରାଶି ବିଶେଷ ଲାଭ ପାଇବେ ଏହା ଏବେ ଆପଣମାନେ ଜାଣିପାରିବେ ।
ବୈଦିକ ଶାସ୍ତ୍ର ଅନୁଯାୟୀ ମାର୍ଚ୍ଚ ୨୯ ତାରିଖରେ ଶନି ଦେବତା କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ । ଶନିଦେବ ରାଶିରେ ପ୍ରବେଶ କରିବା ପରେ ଧାୟା ବଦଳି ଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ମେଷ ଭିତରେ ପ୍ରବେଶ କରିଲେ ସିଂହ ଆଉ ଧନୁ ରାଶିର ଲୋକଙ୍କ ଉପରେ ଶନିଙ୍କ ପ୍ରଭାବ ଆରମ୍ଭ ହୋଇଯିବ । ଏହି ରାଶି ଗୁଡ଼ିକର ଲୋକମାନେ ସତର୍କ ରହିବାକୁ କୁହାଯାଇଛି । ଶନିଙ୍କ ଧାୟାର ପ୍ରଭାବ ରାଶିରୁ କଟି ସରିଲା ପରେ ଏହି ରାଶିର ଲୋକଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଏହାସହ ଟଙ୍କା ସଞ୍ଚୟ ହେବ । ବିଛା ରାଶିରୁ ଶନିଙ୍କ ଧାୟା ଶେଷ ହେବ । ଆଉ ଏହି ରାଶିର ଲୋକମାନେ ଖୁସିରେ ରହିବେ ବୋଲି ସୂଚନା ମିଳିଛି ।