Updated: Aug 30, 2024, 20:54 IST

ଆସିଲା ପ୍ରବଳ ବର୍ଷା ସାବଧାନ ରୁହ ଏହିସବୁ ଜିଲ୍ଲା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଅପଡେଟ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର । ଏବେ ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ଏବେ ଗୋଟିଏ ପଟେ ଲଘୁଚାପ ଆଉ ଗୋଟିଏ ପଟେ ବାତ୍ୟା । ଯାହାର ପ୍ରଭାବ ଓଡ଼ିଶାରେ ପଡ଼ିବ । ଆଉ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏହା ପ୍ରଭାବରେ ଧୋଇଯିବ । 
Vv
ଜଳ ପ୍ରଳୟ ମାଡ଼ି ଆସୁଛି ଆଉ ଏହି ଖବର ଶୁଣି ଏବେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଉଛି । ଜିଲ୍ଲାପାଳ ଏବେ ନିବେଦନ କରି ଜଣାଇଛନ୍ତି କେହି ଘରୁ ବାହାରନ୍ତୁ ନାହିଁ । କେରଳରେ ଭୂସ୍ଖଳନ ହୋଇଛି ଆଉ ଏହି ଖବର ତ ଆପଣମାନେ ସମସ୍ତେ ଜାଣିଥିବେ । ଆଉ ଏବେ କେରଳ ପରି ଓଡ଼ିଶାରେ ଏଭଳି ସ୍ଥିତି ହୋଇପାରେ ବୋଲି ସୂଚନା ମିଳିଛି । ଧୀରେ ଧୀରେ ଭୟଙ୍କର ହେଉଛି ଲଘୁଚାପ । ସେପଟେ ଆସିଲାଣି ବାତ୍ୟା । ଏଥିପାଇଁ କିଛି ଜିଲ୍ଲାକୁ ଜାରି ହୋଇଛି ରେଡ ଆର୍ଲଟ ।
Bv
ସମୁଦ୍ର ଅଶାନ୍ତ ଥିବା ବେଳେ ଏବେ ମାଡ଼ି ଆସୁଛି ଲଘୁଚାପ । ଏବେ ଶୁ ଶୁ ହୋଇ ମାଡ଼ି ଆସୁଛି ବଡ ବର୍ଷା । ଏହାର ପ୍ରଭାବରେ ଦକ୍ଷିଣରେ ବର୍ଷା ହେବ ବୋଲି ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଆଜି ଲଘୁଚାପରେ ଏହା ପରିବର୍ତ୍ତନ ହେବ । ଆଜି ଏହି କାରଣରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିପାଇଁ କିଛି ଜିଲ୍ଲା ବିପଦ ଅବସ୍ଥାରେ ଥିବା ବେଳେ ଆଉ କିଛି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଏବେ ଜିଲ୍ଲାପାଳ ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଆଉ ଏହି କାରଣରୁ ତିନି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ତିନୋଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ରାତିରେ ଆଗାମୀ ଦୁଇଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଉପର ଜାଗାକୁ ବା ପକ୍କା ଘରକୁ ଯିବାକୁ କୁହାଯାଇଛି । ଆଜି କୋରାପୁଟ ଜିଲ୍ଲାର ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି ।

Advertisement