ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା ଖବର ଜାଣି ପାରିବେ । ଏବେ ପାଣିପାଗ ସବୁ ଆଡେ ବର୍ଷା ହେଉଥିବ । ଏବେ ପୁରୀ ଜିଲ୍ଲା ପାଇଁ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଏବେ ପୁରୀ ଜିଲ୍ଲା ବାସୀ ସତର୍କ ହୋଇ ଯାଆନ୍ତୁ । ଏବେ ଡେଞ୍ଜର ଜୋନରେ ପୁରୀ ଜିଲ୍ଲା । ତିନି ଘଣ୍ଟା ପାଇଁ ପାଣିପାଗ ଦେଲା ସତର୍କ ଖବର । ଏହି ତିନି ଘଣ୍ଟା ପାଇଁ କେହି ଘରୁ ବାହାରନ୍ତୁ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଏବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ଗଭୀର ଅବପାତର ରୂପ ନେଲା ଲଘୁଚାପ । ଆଉ କିଛି ସମୟ ପରେ ପ୍ରଳୟ ରଚିବ । ଆଉ କିଛି ସମୟ ପରେ ଜଳ ମଗ୍ନ ହୋଇଯିବ ୫ ଜିଲ୍ଲା ।
ଏବେ ଉତ୍ତର ପଶ୍ଚିମ ଦିଗରେ ଏହି ଅବପାତ ଗତି କରୁଛି । ପୁରୀ ଠାରୁ ୧୦ କିମି ଦୂରରେ ରହିଛି ଅବପାତ । ଗୋପାଳପୁର ଠାରୁ ୧୫୦ କିମି ଦୂରରେ ରହିଛି ଏହି ଗଭୀର ଅବପାତ । ପାରାଦ୍ଵୀପ ଠାରୁ ୧୬୦ କିମି ଦୂରରେ ରହିଛି ଏହି ଅବପାତ । ଆଉ ଏହା ମଧ୍ୟାହ୍ନ ସମୟରେ ପୁରୀ ଜିଲ୍ଲାରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି । ଏହାର ଭୀଷଣ ପ୍ରଭାବ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଜିଲ୍ଲାରେ ପଡ଼ିବ ।
ଦିନ ସାରା କାଚିବ ବର୍ଷା । ଆଉ ଜମା ବି ଛାଡ଼ିବ ନାହିଁ । ପ୍ରବଳ ବର୍ଷାରେ ଏହି ୫ ଜିଲ୍ଲା ବୁଡ଼ିଯିବ । ଆଉ ଏହି ପ୍ରବଳ ବର୍ଷା ଯୋଗୁଁ ୧୨ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଆଉ ୧୩ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି । ପବନର ବେଗ ଅଧିକ ରହିବ । ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବ ବୋଲି ସୂଚନା ମିଳିଛି । ଏବେ ଏହି ସବୁକୁ ନେଇ ଆସିଛି ଖବର । ତଳିଆ ଅଞ୍ଚଳର ଲୋକମାନେ ଘର ଛାଡ଼ି ଅନ୍ୟତ୍ର ଯିବାକୁ କୁହାଯାଇଛି ।