Aug 28, 2024, 20:06 IST

ମାଡ଼ି ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ପାଣିରେ ଭାସିବ ଏହିସବୁ ଜିଲ୍ଲା

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଅନେକ ସୂଚନା ପାଇ ପାରୁଛନ୍ତି । ଏବେ ସାରା ରାଜ୍ୟରେ ତ ବର୍ଷା ହେଉଛି । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେଉଛି ।
Bb
ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେଉଥିବା ବେଳେ କିଛି ଜିଲ୍ଲା ସମ୍ଭାଳି ରୁହ ବୋଲି ଆସିଛି ଖବର । କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେ ନିର୍ଦ୍ଧୁମ କାଚିବ ବର୍ଷା ବୋଲି ସୂଚନା ମିଳିଛି । ବଙ୍ଗୀୟ ଉପକୂଳରେ ସାମୁଦ୍ରିକ ଝଡ ସୃଷ୍ଟି ହେଲାଣି । ଗାଙ୍ଗିୟ ଉପତ୍ୟାକା ଏବଂ ପଶ୍ଚିମବଙ୍ଗ ଉପକୂଳରେ ରହିଛି ୱେଲ୍ଡ ମାର୍କ ଲୋ ପ୍ରେସର୍ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ରୁ ହାଲୁକା ଧରଣର ବର୍ଷା ଜାରି ରହିଛି । 
Bb
ଏହା ଆସନ୍ତା ଦୁଇଦିନରେ ପଶ୍ଚିମ , ଉତ୍ତର - ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶାରେ ପହଞ୍ଚିବ । ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଫଳରେ ୩୦ ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର , ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଆଉ ସମ୍ଭାବ୍ୟ ଲଘୁଚାପ କାରଣରୁ ରାଜ୍ୟରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଛି । ନାଗାବଳୀ, ବଂଶଧାରା, ଋଷିକୂଲ୍ୟା ନଦୀ ମୁହାଣରେ ଅଧିକ ବର୍ଷା ହେବ ବୋଲି ସୂଚନା ମିଳିଛି ।
ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ରାଜ୍ୟର କିଛି ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ହୋଇପାରେ । ଦୁଇଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରକୁ ସତର୍କ ସୂଚନା ଜାରି କରାଯାଇଛି । ଏବେ ପାଗ ବିଗିଡ଼ିବାରେ ଲାଗିଛି । ଏବେ ବଙ୍ଗ ଉପକୂଳରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଛି । ଏବେ ଏହା ପ୍ରଭାବରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।

Advertisement