Aug 15, 2024, 16:29 IST

ଆସିଲା ପ୍ରବଳ ବର୍ଷା ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା ଦେଖନ୍ତୁ ଏହି ୯ଟି ଜିଲ୍ଲାଙ୍କୁ ମିଳିଲା ସତର୍କ ସୂଚନା

Hg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବଂ ସୋସିଆଲ ମିଡ଼ିଆ ସାହାଯ୍ୟର ଲୋକମାନେ ଖୁବ୍ ସହଜରେ ସବୁ ଖବର ବିଷୟରେ ଜାଣିପାରିବେ। ତେବେ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଖବର ଜାଣିଲେ ଆଗୁଆ ସତର୍କ ହୋଇଯିବେ । 
Gg
ଏବେ ଖବର ଆସିଛି କି ପୁଣି କାଚିବ ବର୍ଷା । ପୁଣି ହେବ ଲଗାଣ ବର୍ଷା । ଆକାଶରୁ ଖସିବ ବିଜୁଳି ଆଉ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ଅନେକ ବର୍ଷା ହେବ । ଆଉ ପ୍ରବଳ ବର୍ଷା ହେବା ଦ୍ବାରା ଏହି ସବୁ ଜିଲ୍ଲା ଭିଜିଯିବ ବୋଲି ଖବର ଆସିଛି । ଓଡ଼ିଶାର ଅନେକ ଜିଲ୍ଲା ଏବେ ଭିଜିବ ବୋଲି ଖବର ଆସୁଛି । ତେବେ ବନ୍ଧୁଗଣ ଆହୁରି ୩ ଦିନ ପ୍ରବଳ ବର୍ଷିବ। ଓଡ଼ିଶାର ଚତୁଃପାର୍ଶ୍ବରେ ୩ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । 
Gt
ଦକ୍ଷିଣ ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ବେଳେ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ ବାଂଲାଦେଶ ଉପରେ ଅବସ୍ଥିତ ରହିଛି। ଏହାର ପ୍ରଭାବରେ ଆଜିଠୁ ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ନେଇ ୯ଜିଲ୍ଲା ଓ ୧୫ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ପରେ କମିବ ବର୍ଷାର ପରିମାଣ ।
ଗତ ୨୪ ଘଣ୍ଟାରେ ଗଂଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ୫୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏବେବି ରାଜ୍ୟରେ ୧୧ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୭୧୩.୩ ମିମି ବର୍ଷା ସ୍ୱାଭାବିକ ରହିବା କଥା। ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି।

Advertisement