Jun 10, 2024, 19:01 IST

ପାଦରେ କଳା ସୂତା ବାନ୍ଧୁଥିଲେ ସାବଧାନ ଦେଖନ୍ତୁ କଣ ହୋଇପାରେ ଅସୁବିଧା

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଥା ଜାଣିପାରିବେ ଯାହା ଆପଣ ଜାଣିଲେ ଆପଣଙ୍କ କାମରେ ଲାଗିବ । ଆଜିକାଲି ଦୁନିଆରେ ଆପଣମାନେ ଦେଖିଥିବେ ଅନେକ ଲୋକ ତାଙ୍କ ପାଦରେ କଲାସୂତା ଧାରଣ କରିଥାନ୍ତି । ଏହା ସତେ ଯେପରି ଏକ ଫ୍ୟାସନ ହୋଇଗଲାଣି । 
Gh
ଲୋକମାନେ ଏହା ବାନ୍ଧିବା ପୂର୍ବରୁ ଭାବି ପାରୁନାହାନ୍ତି ଏହା ଠିକ୍ ନା ଭୁଲ । ଏବେ ଏହାକୁ ନେଇ କିଛି ଖବର ଆସିଛି । ଯଦି ଆପଣ ପାଦରେ କଳାସୂତା ଧାରଣ କରିଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ଏହି ଦୁଇଟି ରାଶିର ଲୋକଙ୍କ ପାଇଁ କଳାସୂତା ଧାରଣ କରିବା ମନା । ପାଦରେ କଳାସୂତା ଧାରଣ କଲେ ଘଟିବ ବଡ ଅଘଟଣ । ଏହି ଦୁଇଟି ରାଶିର ଲୋକମାନେ କଳାସୂତା ପିନ୍ଧନ୍ତୁ ନାହିଁ । ସାଧାରଣତଃ ଲୋକମାନେ ହାତରେ କିମ୍ବା ପାଦରେ କଳାସୂତା ଧାରଣ କରିଥାନ୍ତି । 
Vh
କଳାସୂତା ଖରାପ ନଜର ଆଉ ଦୃଷ୍ଟିରୁ ରକ୍ଷା କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଳାସୂତା ପିନ୍ଧିଲେ ଗ୍ରହ ଦୋଷ ଦୂର ହୋଇଥାଏ । ଶତ୍ରୁ ଏବଂ ଖରାପ ପ୍ରଭାବ ଦୂରେଇ ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମସ୍ତଙ୍କ ପାଇଁ ଏହି କଳାସୂତା ଧାରଣ କରିବା ଶୁଭ ହୋଇନଥାଏ । ମେଷ ରାଶିର ବ୍ୟକ୍ତିମାନେ କଳାସୂତା ଧାରଣ କରିବା ଉଚିତ୍ ନୁହେଁ । ମେଷ ରାଶିର ସ୍ବାମୀ ହେଉଛନ୍ତି ମଙ୍ଗଳ । ତାଙ୍କର ପ୍ରିୟ ନାଲି ରଙ୍ଗ । ଆଉ କଳାସୂତା ରାହୁ ଏବଂ ଶନି । ଏହା ଧାରଣ କରିଲେ ଦୁର୍ଭାଗ୍ୟ ହୋଇଥାଏ । ଆଉ ଅନେକ ଅସୁବିଧା ଦେଖା ଦେଇଥାଏ । 
ବୃଷ ରାଶିର ବ୍ୟକ୍ତିମାନେ ମଧ୍ୟ ଏହି କଳାସୂତା ଧାରଣ କରିଲେ ଶୁଭ ଫଳ ମିଳିନଥାଏ । ବୃଷ ରାଶିର ଗ୍ରହ ସ୍ବାମୀ ହେଉଛନ୍ତି ମଙ୍ଗଳ । କଳାସୂତା ବାନ୍ଧିଲେ ମଙ୍ଗଳ ଗ୍ରହ କ୍ରୋଧିତ ହୋଇଯାଆନ୍ତି । ଆଉ ଏହା ଅମଙ୍ଗଳର ସଂକେତ ଅଟେ । ଶନିବାର ଦିନ ପାଦରେ କଳାସୂତା ବାନ୍ଧିବା ଶୁଭ ହୋଇଥାଏ । ମହିଳାମାନେ ବାମ ହାତ ଆଉ ବାମ ଗୋଡ଼ରେ କଳାସୂତା ବାନ୍ଧିବା ଉଚିତ୍ । ଆଉ ପୁରୁଷମାନେ ଡାହାଣ ହାତ ଆଉ ଗୋଡ଼ରେ କଳାସୂତା ବାନ୍ଧିବା ଉଚିତ୍ । କଳାସୂତା ସହ ଅନ୍ୟ କୌଣସି ରଙ୍ଗର ସୂତା ମିଶାଇ ବାନ୍ଧନ୍ତୁ ନାହିଁ ।

Advertisement