Jul 7, 2024, 23:38 IST

ଭୋଜି ଖାଇ ଫେରୁଥିଲେ...ଅଚାନକ ଅଧା ବାଟରେ ଯୁବକ ସହ କରିଦେଲେ ଏମିତି

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ରାସ୍ତା ମଝିରେ ଦୁର୍ବୃତ୍ତ ମାନେ ଛଡ଼ାଇ ନେଲେ ବାଇକ୍।ଆପଣ ମାନେ ଏପରି ଅନେକ ଖବର ଆଗରୁ ଶୁଣି ଥିବେ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଦିନ କୁ ଦିନ ଆମ ସମାଜ ରେ ଖରାପ କାମ ବଢି ଚାଲିଛି।କିଛି ଲୋକ ମାନେ ଚୋରି ଡକାୟତି କରି ଅନେକ ଲୋକ ଙ୍କ ଜୀବନ ନେଇ ଯାଉଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଥାନା ଅଞ୍ଚଳ ରେ।
Gg
ସେଠାରେ ଦୁଇ ଯୁବକ ଙ୍କ ସହିତ ଏଭଳି ଘଟଣା ଘଟିଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ସୁଚନା ଅନୁସାରେ ସେହି ଅଞ୍ଚଳ ର ମିଥୁନ ପ୍ରଧାନ ଓ ବୁଲୁ ପ୍ରଧାନ ନାମକ ଦୁଇ ଜଣ ବ୍ୟକ୍ତି ଗୋଟିଏ ବାହାଘର ଭୋଜି ଖାଇ ଘର କୁ ଫେରୁଥିଲେ।ଏହି ସମୟ ରେ ତାଙ୍କ ପାଖରେ ୫ ହଜାର ଦୁଇ ଶହ ଟଙ୍କା ଥିଲା।ରାସ୍ତା ମଝିରେ ଶୁନଶାନ୍ ସ୍ଥାନ ରେ ପାଞ୍ଚ ଜଣ ଲୋକ ଆସି ତାଙ୍କୁ ଟଙ୍କା ମାଗି ଥିଲେ।ଦୁର୍ବୃତ୍ତ ମାନେ ତାଙ୍କୁ ପ୍ରଥମେ ଧମକ ଦେଇଥିଲେ।
Gg
ପରେ ଛୁରୀ ଦେଖାଇ ତାଙ୍କ ଠାରୁ ସେହି ଟଙ୍କା କୁ ନେଇ ଯାଇ ଥିଲେ।ଏହା ପରେ ସେମାନେ ଯେଉଁ ବାଇକ୍ ରେ ଯାଇ ଥିଲେ।ତାହାକୁ ମଧ୍ୟ ନେଇ ଯାଇ ଥିଲେ।ସେହି ଧାରୁଆ ଅସ୍ତ୍ରରେ ସେହି ଦୁ-ର୍ବୃ-ତ୍ତ ମାନେ ତାଙ୍କ ଉପରକୁ ଆ-କ୍ର-ମ-ଣ କରି ଥିଲେ।ବୁଲୁ ପ୍ରଧାନ ଓ ମିଥୁନ ପ୍ରଧାନ ଦୁଇ ଜଣ କୌଣସି ପ୍ରକାର ଘରେ ଆସି ପହଞ୍ଚି ଯାଇ ଥିଲେ।ଏହା ପରେ ତାଙ୍କୁ ମେଡିକାଲ ନିଆ ଯାଇ ଥିଲା।ହେଲେ ସେଠାରେ କୌଣସି ଡ଼ାକ୍ତର ନ ଥିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଘର କୁ ଅଣା ଯାଇ ଚିକିତ୍ସା କରା ଯାଉଚି।
ତେବେ ଏ ନେଇ ଥାନା ରେ ମିଥୁନ ଙ୍କ ଭାଇ ଆଜି ଅଭିଯୋଗ କରିଛନ୍ତି।ଏହି ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା କେତେବେଳେ ଏହି ଦୁଇ ବ୍ୟକ୍ତି ଙ୍କୁ ନ୍ୟାୟ ମିଳୁଚି।ଓ ସେହି ପାଞ୍ଚ ଦୁ-ର୍ବୃ-ତ୍ତ ଙ୍କୁ ଦଣ୍ଡ ମିଳୁଛି।

Advertisement