Sep 6, 2024, 01:08 IST

ଝିଅ ର ଲ-ଙ୍ଗ-ଳା ଦେହ କୁ ଦେଖି ଟୋକା କରୁଥିଲା ଏମିତି ଆଉ ଅଚାନକ ଯାହା ହେଲା....

Cc

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ନିଶ୍ଚୟ ଦେଖିଥିବେ। ବର୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରଥମେ ଶବ କୁ ରଖି ଧାରଣା ଦେଲେ ତାପରେ ଶବ କୁ ପୋଲିସ ଆଗରେ ଫୋପାଡି ଦେଇ ଚାଲିଗଲେ।ଦୁ-ଷ୍କ-ର୍ମ ଶବ କୁ ଧରି ପୋଲିସ ଗାଁ ସାରା ବୁଲିଲା ହେଲେ ମଶାଣି ମିଳିଲା ନାହିଁ। 
Gv
ଶବ କୁ ଧରି ଏ ଗାଆଁ ରୁ ସେ ଗାଁ ବୁଲି ବୁଲି ପୋଲିସ ହନ୍ତସନ୍ତ ହୋଇଗଲେ।ଆଉ ଶେଷକୁ ସବ କୁ ଧରି ଗାଁ ମୁଣ୍ଡରେ ରଖି ଦେଇ ଏଭଳି କିଛି କହିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ମରିବା ପରେ ମଧ୍ୟ ଯୁବତୀ ଜଣଙ୍କ ଶାସ୍ତି ପାଉଛନ୍ତି।ଦୁର୍ଭାଗ୍ୟବଶତଃ ମର ଶରୀର କୁ ଶେଷ ଥର ପାଇଁ ଘର ଲୋକମାନେ ମଧ୍ୟ ଅନେଇଲେ ନାହିଁ।ପରିବାର ଏବଂ ଗ୍ରାମବାସୀଙ୍କ ଦାବି ପୁରଣ ହେଲାନି ବୋଲି ମର ଶରୀର କୁ ସେମିତି ରାସ୍ତା ଉପରେ ଫୋପାଡି ଦେଇ ଚାଲି ଆସିଲେ।
Gf
ଯାହାକୁ ପୋଲିସ ନେଇ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକେ ଶବ ନେବାକୁ ରାଜି ହେଉ ନାହାନ୍ତି।କିମ୍ବା ଶବ କୁ ଗାଁ ରେ ପୋଡ଼ିବା ପାଇଁ ଜାଗା ମଧ୍ୟ ଦେଉ ନାହାନ୍ତି।ଏଭଳି ଅଭାବନୀୟ ଘଟଣା ରେଢ଼ାଖୋଲ ରେ ଦେଖିବାକୁ ମିଳିଛି।ଦୁ-ଷ୍କ-ର୍ମ ହୋଇଥିବା ଜଣେ ଯୁବତୀଙ୍କୁ ନିଜସ୍ଵ ଗ୍ରାମରେ ନା ମିଳିଲା ୬ ଖଣ୍ଡ କାଠ ନା ମିଳିଲା ଜାଗା।
ଗତ ଶୁକ୍ରବାର ଦିନ ଗାଧୁଆ ତୁଠ ରେ ଦୁ-ଷ୍କ-ର୍ମ ହୋଇ ମୃ-ତ୍ୟୁବରଣ କରିଥିବା ସୁଭାଷିନୀ ଙ୍କ ସେହି ଗ୍ରାମରେ ଶିଶିର ବେହେରା ତାଙ୍କୁ ଦୁ-ଷ୍କ-ର୍ମ କରି ମାରୀ ଦେଇଛି।ଏବଂ ଗ୍ରାମ ନିକଟ ଜଙ୍ଗଲ ରେ ପକାଇ ଦେଇଥିଲା।ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି।ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement