Jun 5, 2024, 17:13 IST

ନିର୍ବାଚନରେ ଜିତିବା ପାଇଁ ସିଦ୍ଧାନ୍ତ ରଚନା କରିଥିଲେ ଏହି ବଡ଼ ପ୍ଲାନ୍ !! ଦେଖନ୍ତୁ ଆସିଲା ବହୁତ୍ ବଡ଼ ଅପଡେଟ

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାଜନୀତିକୁ ନେଇ ଆସିଛି । ଅଭିନେତ୍ରୀ ରଚନା ବାନାର୍ଜୀ ଆଉ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଏବେ ଆସିଛି ଖବର । ଏହି ଖବର ଏବେ ସୋସିଆଲ ମିଡ଼ିଆ ଦ୍ଵାରା ଚର୍ଚ୍ଚା ହେଉଛି । ନିର୍ବାଚନ ଜିତିବାକୁ ସିଦ୍ଧାନ୍ତ ଆଉ ରଚନା ବଡ ପ୍ଲାନ୍ କରୁଥିଲେ । 
Hy
ସେମାନଙ୍କର ଫଳାଫଳ ବାହାରିଲା ଆଉ ନିର୍ବାଚନରେ ସେମାନେ ସଫଳ ହୋଇ ଯାଇଛନ୍ତି । ସେମାନେ ଏକାସାଙ୍ଗରେ ଅଭିନୟ କରୁଥିଲେ । ଆଉ ଏବେ ଜିତି ଯାଇଛନ୍ତି ବୋଲି ଆସିଛି ଖବର । ତାଙ୍କର କମାଲ ଅଭିନୟରେ ଦେଖୁଥିଲେ ଆଉ ଏବେ ରାଜନୀତିରେ ଦେଖିବେ ବୋଲି ଆସିଛି ଖବର । ଏପଟେ ଜିତିଗଲେ ସିଦ୍ଧାନ୍ତ ଆଉ ସେପଟେ ଜିତି ଯାଇଛନ୍ତି ରଚନା ବାନାର୍ଜୀ । ଚଳଚ୍ଚିତ୍ର ଜଗତରେ ଉଭୟ ସଫଳତା ପାଇଥିଲେ ଆଉ ନିଜର ନାମ କରିଥିଲେ । ଠିକ୍ ଏବେ ସେଭଳି ସଫଳତା ମିଳିଛି ।
Gd
ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡି ଅଞ୍ଚଳରୁ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ । ଆଉ ଏବେ ସେ ବିଜୟ ଲାଭ କରିଛନ୍ତି । ସେ ୧୬୬୪୩ ରୁ ଅଧିକ ଭୋଟରେ ଜିତି ଯାଇଛନ୍ତି । ଆଉ ସେପଟେ ମଧ୍ୟ ଅଭିନେତ୍ରୀ ରଚନା ବାନାର୍ଜୀ ୭୫୮୩୬ ଭୋଟରେ ଜିତି ଯାଇଛନ୍ତି । ପୂର୍ବରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ଦୁଇଥର ସାଂସଦ ହୋଇଥିଲେ । ସେ ଅତି ନିକଟରୁ ରାଜନୀତି କେମିତି ହୁଏ ଦେଖିଛନ୍ତି । ସେ ସବୁବେଳେ ଲୋକଙ୍କ ସେବା କରିଥାନ୍ତି । ଆଉ ସେ ପୂର୍ବରୁ ବିଜେଡି ଦଳରେ ଥିଲେ କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇନଥିଲା । 
ଏହାପରେ ସେ ବିଜେପି ଦଳରେ ମିଶିଥିଲେ । ଆଉ ଲୋକଙ୍କ ସେବା କରିବାକୁ ମନ ବଳାଇଥିଲେ । ସେ ଲୋକଙ୍କ ସେବା କରିବା ପାଇଁ ଦିଗପହଣ୍ଡି ଅଞ୍ଚଳରେ ଘର ଘର ବୁଲିଥିଲେ । ଆଉ ଏବେ ସେ ବିଜୟୀ ହୋଇଛନ୍ତି । ଠିକ୍ ସେମିତି ରଚନା ବାନାର୍ଜୀ ପଶ୍ଚିମବଙ୍ଗର ମୁଗୁଲି ଅଞ୍ଚଳରେ ନିର୍ବାଚନ ହେଉଥିଲା ଆଉ ଏହି ନିର୍ବାଚନରେ ରଚନା ବାନାର୍ଜୀ ଲୋକଙ୍କ ସେବା କରିବାକୁ ଛିଡ଼ା ହୋଇଥିଲେ । ଆଉ ସେ ବିଜୟ ଲାଭ କରିଥିଲେ । ସେ ଘର ଘର ବୁଲି ଭୋଟ ମାଗିଥିଲେ । ଉଭୟ ଅଭିନେତା ଆଉ ଅଭିନେତ୍ରୀ ନିର୍ବାଚନରେ ଜିତି ଯାଇଛନ୍ତି ।

Advertisement