ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣା ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବା ସହ ମନରେ ଅନେକ କିଛି କଥା ଭାବିବେ । ରାସ୍ତା ମଝିରେ ଘଟିଛି ଏହି ଘଟଣା ଯାହା ଯେ କେହିବି ଶୁଣିଲେ ତାଙ୍କୁ ବିଶ୍ୱାସ ହେବ ନାହିଁ । ଏହି ଘଟଣା ବିଶ୍ୱାସ ନହେଲେ ମଧ୍ୟ ସତ ଅଟେ । ରାସ୍ତାରେ ବାଇକ୍ ଉଡ଼ିବାର ଦୃଶ୍ୟ ଆପଣମାନେ ଏହି ଭିଡିଓରେ ଦେଖିପାରିବେ ।
ଏହି ବାଇକ୍ ହଠାତ୍ କରି ଆସିଲା ଆଉ ସାଇଁ କରି ଉଡିଗଲା । ସେଠାରେ ଥିବା ଲୋକମାନେ ଏହିସବୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଅକ୍କା ବକ୍କା ହୋଇଗଲେ । ଆଉ ଆଶ୍ଚର୍ଯ୍ୟ ହୋଇ ମଝି ରାସ୍ତାରେ ଘଟିଥିବା ଘଟଣା ଦେଖି ରହିଗଲେ । ମଝି ରାସ୍ତାର ଷ୍ଟଣ୍ଟ ଦେଖି ଶହ ଶହ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ହଠାତ୍ ମଝି ରାସ୍ତାରେ ଆରମ୍ଭ ହୋଇଗଲା ଷ୍ଟଣ୍ଟ । ଆଉ ଏହାକୁ ଦେଖି ଲୋକମାନେ ଭୟଭୀତ ହେବା ସହ ଅନେକ କିଛି କଥା ଭାବୁଥିଲେ । ରାସ୍ତାରେ ଅନେକ ଗାଡ଼ି ମଧ୍ୟ ଯିବାଆସିବା କରୁଥିଲା ।
ଆଉ ଏହି ଭିତରେ ଏଭଳି କିଛି ଘଟଣା ଘଟି ଯାଇଥିଲା । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ ବିଷୟରେ ଦେଖିପାରିଲେ । ବ୍ୟକ୍ତି ଜଣକ କିଭଳି ବାଇକ୍ ଷ୍ଟଣ୍ଟ କରୁଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ହଠାତ୍ ଆସୁଛି ଏହି ସ୍କୁଟି ଆଉ ଉଡୁଛି ପବନରେ ଆଉ ସେ ପବନରେ ଉଡ଼ି ଆରପଟକୁ ଚାଲି ଯାଉଛି । ଏହି ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ କି କେତେ ବଡ ଦୁର୍ଘଟଣା ଘଟି ଯାଇଥାନ୍ତା । ଚାଲି ଯାଇଥାନ୍ତା ଜୀବନ । ଗାଡ଼ି ଚଲାଇବା ସମୟରେ ଅନ୍ୟମନସ୍କ ହୋଇ ଚଲାଇଲେ ଏଭଳି ଦୁର୍ଘଟଣା ହୋଇଥାଏ ।
ଏହି ଗାଡ଼ି ଉଡ଼ିଯିବା ପରେ ଯୁବକ ଜଣକ ଯାଇ ବୋଲେରୋରେ ପିଟି ହୋଇଛନ୍ତି । ଆଉ ତାପରେ ସେ ଆଗ କାଚରେ ବାଡେଇ ହୋଇ ତଳେ ପଡି ଯାଇଛନ୍ତି । ଆଉ ହିରୋ ଭଳି ସେଠାରେ ସେ ଛିଡ଼ା ହେଉଛନ୍ତି । ଯଦି ଏଠାରେ ରାସ୍ତାର ଆରପାରିରେ ଆସୁଥିବା ଗାଡି ଡ୍ରାଇଭର ବ୍ରେକ ମାରି ନଥାନ୍ତେ ତାହେଲେ ଯୁବକ ଜଣଙ୍କର ଜୀବନ ବଞ୍ଚି ନଥାନ୍ତା । ଏହି ଯୁବକ ଜଣକର ଏଭଳି ହେବାର କାରଣ ହେଉଛି ଯୁବକ ଜଣକ ଗାଡ଼ି ଦ୍ରୁତଗତିରେ ଚଲାଉଥିଲେ । ଆଉ ହଠାତ୍ ସେ ଆଗରେ ଥିବା ଗାଡ଼ିକୁ ଓଭର ଟେକ୍ କରିବା ବେଳେ ରାସ୍ତାର ବ୍ୟାରିଅର ଆସିଯାଉଛି ଆଉ ସେ ଗାଡ଼ି ଅଟକାଇ ପାରିନଥିଲେ । ଏହି ଦୃଶ୍ୟ ଷ୍ଟଣ୍ଟ ପରି ଲାଗୁଥିଲେ ମଧ୍ଯ ଅଳ୍ପକେ ବର୍ତ୍ତିଗଲେ ଯୁବକ ବୋଲି କୁହାଯାଉଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।