Oct 26, 2024, 12:41 IST

ହେ ଭଗବାନ ! କି ବିଭତ୍ସ ହ-ତ୍ୟାକାଣ୍ଡ....ପ୍ରେମୀ ଯୁଗଳ ଙ୍କ ତଣ୍ଟି କାଟି ମା-ରିଦେଲେ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ କିଛି ଖବର ବିଷୟରେ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ତ ବାତ୍ୟା ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ବର୍ଷା ଏବେ ମଧ୍ୟ ହେଉଛି । ବାତ୍ୟା ଦାନା ଆସିବା ଖବର ଶୁଣି ଲୋକମାନେ ଭୟଭୀତ ହୋଇ ଯାଇଥିଲେ । ଆଉ ଏହି ବାତ୍ୟା ସମୟରେ ସମସ୍ତେ ସମସ୍ତଙ୍କ ଘରେ ଥିବା ବେଳେ ଅପରାଧୀମାନେ ଅପରାଧ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ କାଣ୍ଡ । କେତେବେଳେ ଭଗବାନଙ୍କ ମନ୍ଦିରକୁ ଯାଇ ଚୋରି କରୁଛନ୍ତି ତ ଆଉ କେତେବେଳେ କଣ କରୁଛନ୍ତି ।
Bb
କେଉଁଠି କାହାକୁ ମାରି ଆଖି ନେଇ ଯାଉଛନ୍ତି ତ ଆଉ କେଉଁଠି ହ-ତ୍ୟା କରି ନିକାନ୍ତ ଜଙ୍ଗଲରେ ଫିଙ୍ଗି ଦେଉଛନ୍ତି । ବାତ୍ୟା ଠାରୁ ଅଧିକ ଭୟ ଅପରାଧୀଙ୍କ କାମ ଦେଖି ଲାଗୁଛି । ଏବେ ଦେଓଗାଁ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଞ୍ଚଳର ଲୋକମାନେ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଜଣେ ଯୁବକ ଆଉ ଯୁବତୀଙ୍କ ମୃ-ତଦେହ ପଡ଼ିଥିଲା । ଏହି ଯୁବକ ଆଉ ଯୁବତୀଙ୍କ ବେକ କାଟି ଦିଆଯାଇଥିବା ବେଳେ ତାଙ୍କ ହାତରେ ତାଙ୍କର ନାମ ଲେଖା ଯାଇଥିଲା । ଏହା ଦେଖି ଗ୍ରାମବାସୀ ଗାଁକୁ ଦୌଡ଼ି ପଳାଇ ଆସିଥିଲେ ।
Gg
ଆଉ ଏହାପରେ ପୋଲିସକୁ ଖବର ଦେଇଥିଲେ । ତାପରେ ପୋଲିସ ସେଠାରେ ସାଇଣ୍ଟିଫିକ୍ ଟିମ୍ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଏହି ଘଟଣାକୁ ନେଇ ପ୍ରଶ୍ନ ଆସୁଛି କି କିଏ ଆଉ କାହିଁକି ଏଭଳି କାମ କରିଲା ? କିଏ ଏହି ପ୍ରେମିକ ଆଉ ପ୍ରେମିକାଙ୍କୁ ଏଭଳି ହତ୍ୟା କରିଲା ? ଏହି ଘଟଣା ଭିନ୍ନ ଜାତିକୁ ନେଇ ଘଟାଯାଇଛି ବୋଲି ସନ୍ଦେହ କରାଯାଉଛି । ଏବେ ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବର ଚିହ୍ନଟ ହୋଇନଥିବା ବେଳେ ଏହି ଦୁଇଜଣ ବଲାଙ୍ଗୀର ସହରର ବୋଲି ସନ୍ଦେହ କରାଯାଉଛି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଯାଇଛି ।
ଏଭଳି ଘଟଣା ସହିତ ଅନେକ କିଛି ଘଟଣା ସେଠାରେ ମଧ୍ୟ ଦେଖିବାକୁ ମିଳୁଛି । ସେଠାରେ ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେଠାରେ ଅପରାଧୀମାନେ ଆହୁରି ଅନେକ ଅପରାଧ କରୁଛନ୍ତି । ଚୋରି ଡକାୟତ ସେହି ସ୍ଥାନରେ ପ୍ରାୟ ଦେଖିବାକୁ ମିଳୁଛି । ସେଠାରେ ଅପରାଧୀମାନେ ଅପରାଧ କରୁଛନ୍ତି ଆଉ ସେଥିପାଇଁ ଲୋକମାନେ ସବୁବେଳେ ଭୟଭୀତ ହୋଇ ରହୁଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କୁ ସେଠାରେ ଏକ ଫାଣ୍ଡି କରିବାକୁ ଅନୁରୋଧ କରିଛନ୍ତି ।

Advertisement