Sep 5, 2024, 02:15 IST

ଛାତ ଉପରେ ଶାରୀରିକ ସମ୍ପର୍କ ରଖୁ ରଖୁ..ଦୁଲୁ କିନା ତଳେ ପଡ଼ିଗଲା ପ୍ରେମିକା...

Ff

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ନିଶ୍ଚୟ ଦେଖିଥିବେ। ବର୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଜଣେ ଯୁବତୀ କାନ୍ଦି କାନ୍ଦି ତାଙ୍କ ପ୍ରେମିକ ପାଖକୁ ଯାଇଥିଲେ।ପ୍ରେମିକ ଜଣଙ୍କ ବହୁତ ରାଗୀ ଥିଲେ ବୋଲି ପ୍ରେମିକା ଜଣଙ୍କ ତାଙ୍କୁ ବୁଝାଇବା ପାଇଁ ଯାଇଥିଲେ।ଯୁବତୀ ଜଣଙ୍କ ବ୍ରାହ୍ମଣ ଅଟନ୍ତି।
Vv
କିନ୍ତୁ ତିନି ମହଲା କୋଠା ଉପରେ ପ୍ରେମିକ ଓ ପ୍ରେମିକା ଦୁହେଁ ପୁଣିଥରେ ଝଗଡ଼ା କରିଥିଲେ।ଆଉ ପରେ ଦେଖିଲା ବେଳକୁ ୧୦ ମହଲା କୋଠା ତଳେ ଝିଅର ମଲା ଦେହ ପଡ଼ି ରହିଥିଲା।ଯୁବତୀ ଙ୍କ ନାମ ହେଉଛି ଆରୂଷି ମିଶ୍ର।ଯିଏକି ଜଣେ ଡାକ୍ତରୀ ଛାତ୍ରୀ ଅଟନ୍ତି।ଏବଂ ସେ ଜଣେ ଡାକ୍ତର ଙ୍କୁ ପ୍ରେମ କରୁଥିଲେ।ଯୁବତୀ ଙ୍କୁ ଯିଏ ଭଲ ପାଉଥିଲେ ସେ ହେଉଛନ୍ତି ଧ୍ରୁବ ଯିଏକି ଜଣେ ଡାକ୍ତର ଅଟନ୍ତି।ଆଉ ପ୍ରେମିକ ଧ୍ରୁବ ଯେଉଁ ହସ୍ପିଟାଲ ର ଡାକ୍ତର ଥିଲେ ସେହି ହସ୍ପିଟାଲ ରେ ଆରୂଷୀ ପାଠ ପଢୁଥିଲେ।
Vg
ଦିନ ପରେ ଦିନ ଗଡି ଚାଲିଥିଲା ଆଉ ଆରୁଶି ଏବଂ ଧ୍ରୁବ ଙ୍କ ଭଲ ପାଇବା ସେମିତି ଆଗକୁ ଆଗକୁ ବଢ଼ି ଚାଲିଥିଲା।ପରେ ଦୁହିଁଙ୍କର ପ୍ରେମ ସମ୍ପର୍କ ଧୀରେ ଧୀରେ ଶାରୀରିକ ସଂପର୍କ ରେ ବଦଳି ଯାଇଥିଲା।ଶେଷରେ ଦୁହେଁ ବାହା ହେବାପାଇଁ ଯୋଜନା କରିଥିଲେ।କିନ୍ତୁ କିଛି ଦିନ ପରେ ଧ୍ରୁବ ଯୁବତୀ ଙ୍କ ଉପରେ ସନ୍ଦେହ କରିବାକୁ ଲାଗିଲେ।ସେ ଆଉ କାହାକୁ ଭଲ ପାଉଛନ୍ତି ବୋଲି ଭାବିଥିଲେ।ପରେ ଦୁହିଙ୍କ ଭିତରେ ଝଗଡ଼ା ହୋଇଥିଲା।
ଦିନେ ଯୁବତୀ ଜଣଙ୍କ ଧ୍ରୁବ ଙ୍କୁ ଫୋନ କରିଥିଲେ।କିନ୍ତୁ ଧ୍ରୁବ ଫୋନ ଉଠାଇ ନଥିଲେ।ଆଉ କିଛି ସମୟ ପରେ କଣ ହୋଇଥିଲା କେଜାଣି ପ୍ରେମିକ ଜଣଙ୍କ ଆରୁଶି ଙ୍କୁ କଲ କରି ସେ ରହୁଥିବା କୋଠା କୁ ଡାକିଥିଲେ।ଏହାପରେ ଏଭଳି ଘଟଣା ଘଟିଯାଇଛି।ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement