Oct 27, 2024, 11:38 IST

ହଠାତ୍‌ କାର ଭିତରେ ପଶିଲା ଗଛ..ଅକାରଣେ ଚାଲିଗଲା ସଂଘ ସଭାପତିଙ୍କ ଜୀବନ

Gg

ଏଭଳି ମଧ୍ୟ ଜୀବନ ଯାଇ ପାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଗଲେ କାର। ଆଖି ପିଛୁଲାକେ ସେହି କାର ଭିତରେ ଉତ୍କଳ ନିର୍ମାଣ ଶ୍ରମିକ ସଂଘର ସଭାପତିଙ୍କ ମୃ-ତ୍ୟୁ ହୋଇଛି। ଏହା ସହ ଏହି ଦୁର୍ଘଟଣା ରେ ଚାଳକ ଜଣକ ମଧ୍ୟ ଗୁରୁତର ଭାବରେ ଆହତ ହେଇଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ଦେବଗଡ଼ ଜିଲ୍ଲାରେ ଏଭଳି ଏକ ଅଘଟଣ ଘଟି ଯାଇଛି। ଭାରସାମ୍ୟ ହରାଇ ଏକ କାର ରାସ୍ତା ତଳକୁ ଖସି ପଡିଥିଲା।
Gg
ଏହାପରେ ଆଖି ପିଛୁଳାକେ ଗଛକୁ ଧକ୍କା ଦେଇଥିଲା କାର। ଏଭଳି ଭାବରେ ପିଟି ଥିଲା କି ଗାଡ଼ି ମାଲିକ ର ଘଟଣା ସ୍ଥଳରେ ହିଁ ଜୀବନ ଚାଲୋ ଯାଇଛି। ଆଶ୍ରୟ ଚାଳକ ମଧ୍ୟ ଗୁରୁତର ଭାବରେ ବୁର୍ଲା ଡାକ୍ତରଖାନା କୁ ସ୍ଥାନନ୍ତର ହୋଇଥିବା କଥା ଜଣା ପଡ଼ିଛି। ସୁଚନା ମୁତାବକ ଦେବାନନ୍ଦ ସାହୁ ନିଜ କାର ଯୋଗେ କୌଣସି ସ୍ଥାନକୁ ଯାଉଥିଲେ ଏହାପରେ ସେ ସେଠାରେ ଭାରସାମ୍ୟ ହରାଇ ଦେଇଥିଲେ।
Hh
ଆଉ ଭାରସାମ୍ୟ ହରାଇ ଏହା ତଳକୁ ଖସି ପଡିଥିଲା। ଏହା ଗଛରେ ଏତେ ଜୋରେ ପିଟି ହେଇଥିଲା କି କାର ରୁ ଦେବାନନ୍ଦ ବାହାରି ଛିଟିକି ପଡିଥିଲେ। ଆଉ ଘଟଣା ସ୍ଥଳରେ ତାଙ୍କର ମୃ-ତ୍ୟୁ ହୋଇଛି ଆଉ ଡ୍ରାଇଭର ଜଣକ ମଧ୍ୟ ଗୁରୁତର ଭାବରେ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଏହାପରେ ଘଟଣା ସ୍ଥଳରେ ଲୋକମାନେ ଏଭଳି ଘଟଣା ଦେଖି ପୋଲିସ କୁ ଖବର ମଧ୍ୟ ଦେଇଥିଲେ।
ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲା। ହେଲେ ସେଠାର ଡାକ୍ତର ଦେବାନନ୍ଦ ଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement