Updated: Sep 30, 2024, 16:22 IST

ହଠାତ୍ ବିଚ୍ ରାସ୍ତା ମଝିରେ ଜଳିଲା ଇଲେକ୍ଟ୍ରିକ ଅଟୋ ଆଉ ତା ପରେ ହେଲା କିଛି ଏମିତି

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ରାୟଗଡ଼ା ଜିଲ୍ଲା ଗୋଡ଼ପୁରରେ ଏଭଳି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ କେନ୍ଦ୍ରର ଦେଖିବାକୁ ମିଳିଛି। ଗୋଡ଼ପୂର୍ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ରୀୟ ଜଣେ ୯ ମାସର ଗ-ର୍ଭ-ବ-ତୀ ମହିଳାଙ୍କ ମୃ-ତ୍ୟୁ ହେଇଛି। 
Bb
ତେବେ ଉକ୍ତ ମହିଳା ଜଣଙ୍କ ହେଉଛନ୍ତି ନିଲାନ୍ଦ୍ରି ବିହାର ଲେନ୍ ନମ୍ବର ୩ର ଗୋପୀନାଥ ଶତପଥୀଙ୍କ ଝିଅ ପ୍ରଭାତୀ ଶତପଥୀ। ଯାହାଙ୍କର ବୟସ ହେଉଛି ୩୧ ବର୍ଷ। ଆଉ ଅକାଳରେ ଚାଲିଗଲା ଗ-ର୍ଭ-ବ-ତୀ ମହିଳା ଓ ଶିଶୁର ଜୀବନ। ସୂଚନାରୁ ଜଣାପଡିଛି ଯେ, ଗତକାଲି ସକାଳୁ ଅସୁସ୍ଥ ଅନୁଭବ କରିବାରୁ ପ୍ରଭାତୀଙ୍କୁ ତାଙ୍କ ବାପା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ଚିକିତ୍ସା ନିମନ୍ତେ। କିନ୍ତୁ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ। 
Gg
ଆଉ ଏହା ପରେ ମହିଳାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ନିଆଯାଇଥିଲା। ଅଲଟ୍ରାସାଉଣ୍ଡ ଫୋଟ ଉତ୍ତୋଳନ ମଧ୍ୟ କରାଯାଇଥିଲା କିନ୍ତୁ ସେହି ସମୟରେ ଉକ୍ତ ଗ-ର୍ଭ-ବ-ତୀଙ୍କ ହଠାତ ମୃ-ତ୍ୟୁ ହେଇଯାଇଥିଲା। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ତେବେ ମୃ-ତ ମହିଳା ଜଣଙ୍କ ଫୁଲବଗିଚା ସାହିର କୁମାର ମିଶ୍ରଙ୍କ ପୁଅ ଭବାନୀ ମିଶ୍ରଙ୍କୁ ବିବାହ କରିଥିଲେ। ଭବାନୀ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। 
ତେବେ ଅଲଟ୍ରାସାଉଣ୍ଡ ବେକେ ମହିଳା ଜଣଙ୍କ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କର ରୋଗ ଠିକ୍ ଭାବରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିହ୍ନଟ ହେଇପାରିନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ସ୍ବାସ୍ଥ୍ୟ କେନ୍ଦ୍ରରେ ଉନ୍ନତ ଚିକିତ୍ସା ଉପକରଣ ନଥିବା ଜଣା ପଡିଥିଲା। ଏଠାରେ ବିପର୍ଯ୍ୟୟ ସ୍ବାସ୍ଥ୍ୟ ସମସ୍ୟା ଆଜିର ନୁହେଁ ଦଶନ୍ଧି ଧରି ଏହା ଲାଗି ରହିଛି। ଏପଟେ ସ୍ବାସ୍ଥ୍ୟ ସେବା ନପାଇ ରୋଗୀ ମାନେ ହଇରାଣ ହେଉଛନ୍ତି। ଆଉ ଏବେ ଗର୍ଭବତୀ ମହିଳା ସହିତ ଶିଶୁଟିର ମଧ୍ୟ ଜୀବନ ଚାଲିଗଲା।

Advertisement