Nov 30, 2024, 00:22 IST

ହାତଗଣ୍ଠି ପଡ଼ିବା ପୂର୍ବରୁ ବର ମାଗିଲା ୧୮ଲକ୍ଷ ଟଙ୍କା ଯୌତୁକ..ଶେଷରେ ଲୁଗା ଖୋଲି ଡେଇଁଲା କନିଆ

Gg

ବାହା ବେଦୀ ଉପରେ ହିଁ ହେବାକୁ ଯାଉଥିବା ସ୍ବାମୀ ମାଗିଥିଲା ୧୮ ଲକ୍ଷ ଟଙ୍କାର ଯୌତୁକ। ଘରର ବଢିଲା ଝିଅ ମୁଣ୍ଡ ତଳକୁ କରି ମୁଣ୍ଡରେ ଓଢଣା ଟାଣି ବେଦୀ ଉପରେ ବସିଥିଲା। ଆଉ ସ୍ତ୍ରୀ ଆଗରେ ହେବାକୁ ଯାଉଥିବା ସ୍ବାମୀ ଘରକୁ ନେବା ପାଇଁ ୧୮ ଲକ୍ଷ ଟଙ୍କାର ଯୌତୁକ ମାଗୁଥିଲା। ଶେଷରେ ମତେ ଟଙ୍କା ଦିଅ ନହେଲେ ତମ ଝିଅକୁ ବିବାହ କରିବିନି କହି ଧମକ ଦେଉଥିଲା ବର। ବାସ ଏତିକି କଥାରେ ପୁରା ଘଟଣା ଯେମିତି,
Vg
ଓଲଟା ପାଲଟା ହୋଇ ଯାଇଥିଲା ଯାହାକୁ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ଏହି ଯୁବତୀ ଜଣକ ନାମ ସନ୍ଧ୍ୟା ହୋଇଥିବା ଜାଣିବାକୁ ମିଳିଥିଲା। ଯିଏକି ଘର ଲୋକଙ୍କ କଥାରେ ପୁଅକୁ ବାହା ହେବା ପାଇଁ ରାଜି ହୋଇ ଯାଇଥିଲା। ହେଲେ ଆଜି ସିଏ ନିଜର ସ୍ବାମୀ ଥାଉ ଥାଉ ବିଧବା ହୋଇ ଯାଇଛି। ବର ନାମ ଥିଲା ସନ୍ତୋଷ। ସେ ରେଲୱେ ଚାକିରୀ ମଧ୍ୟ କରିଥିଲା। ହେଲେ ବାହାଘର ବେଦୀ ଉପରେ ଠିଆ ହୋଇ,
Vg
ହେବାକୁ ଯାଉଥିବା ସ୍ତ୍ରୀ କୁ ୧୮ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲା। ବିବାହର ମାତ୍ର ୧୧ ଦିନରେ ହାତ ଧରି ବିବାହ କରିଥିବା ସ୍ତ୍ରୀ ସହ ଏମିତି କିଛି କରି ଦେଇଥିଲା। ଦୁଇ ପରିବାର ମଧ୍ୟ ବାହାଘର ପାଇଁ ବେଶ ଖୁସୀରେ ଥିଲେ। ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣି ମଧ୍ୟ ସାରିଥିଲେ। ଏହାପରେ ଦୁହିଁଙ୍କ ବାହାଘର ମଧ୍ୟ ଆୟୋଜନ ହୋଇଥିଲା। ଆଉ ବାହାଘର ଆରମ୍ଭ ମଧ୍ୟ ହୋଇଥିଲା। ସନ୍ଧ୍ୟା ବେଶ ଖୁସୀ ମଧ୍ୟ ଥିଲା।
ହେଲେ ସନ୍ତୋଷ ହଠାତ୍ ଉଠି ୧୮ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ସେତେବେଳେ ସନ୍ଧ୍ୟା ଜାଣି ପାରିଥିଲା କି ଏଭଳି ସ୍ବାମୀ ସହ ତାର ଭବିଷ୍ୟତ କଣ ହେବ। ଘର ଲୋକେ ବରକୁ କିଛି ଟଙ୍କା ଦେଇ ବାକି ଟଙ୍କା ବାହାଘର ପରେ ଦେବେ ବୋଲି ଗୋଡ଼ ଧରି ଅନୁରୋଧ କରିଥିଲେ। ଏହାପରେ ସନ୍ତୋଷ ବାହାଘର ପରେ ଅନ୍ୟ ଝିଅ ସହ ସମ୍ପର୍କ ରଖିଥିଲା। ଆଉ ବାହାଘରର ୧୧ ଦିନ ପରେ ସ୍ତ୍ରୀ କୁ ପିଟି ପିଟି ଘରୁ ବାହାର କରି ଦେଇଥିଲା।

Advertisement