ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଙ୍ଗନୱାଡି ଦିଦିଙ୍କ ସହିତ ଘଟିଛି ଏଭଳି କିଛି । ହସ୍ପିଟାଲ ଭିତରେ ଅଙ୍ଗନୱାଡି ଦିଦିଙ୍କ ସହିତ ଏଭଳି କରିଲେ ଡାକ୍ତର । ହସ୍ପିଟାଲ ବେଡ଼ରେ ଡାକ୍ତର ବିଷ ଦେଇ ଅଙ୍ଗନୱାଡି ଦିଦିଙ୍କୁ ମାରି ଦେଇଥିଲେ । ବେଡ ଉପରେ ପଡ଼ି ଛଟପଟ ହେଉଥିଲେ ଅଙ୍ଗନୱାଡି ଦିଦି ।
ଆଉ ତାଙ୍କୁ ଡାକ୍ତର ବାବୁ ଜୋର୍ ଜବରଦସ୍ତ ବିଷ ଦେଇ ମାରିବାକୁ ଚାହୁଁଥିଲେ । ଡାକ୍ତର ହୋଇ ଏଭଳି କାମ କରିବାକୁ ନେଇ ଅନେକ ପ୍ରଶ୍ନ ଆସୁଥିବା ବେଳେ ଏବେ ଏହାର ସତ୍ୟ ଆଉ ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି । ଏହି ଅଙ୍ଗନୱାଡି ଦିଦି ଜଣଙ୍କୁ ଡାକ୍ତର ବାବୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପୁରା ମିଥ୍ୟା ଅଟେ । ଏହି ଡାକ୍ତର ବାବୁ ଜଣକ ପ୍ରକୃତରେ ଡାକ୍ତର ନୁହେଁ । ଜଣେ ବ୍ୟକ୍ତି ଡାକ୍ତର ବେଶରେ ଆସି ଏଭଳି କାମ କରିଥିଲେ । ବ୍ୟକ୍ତି ଜଣକ ଛଦ୍ମ ବେଶରେ ଆସି ଏଭଳି କରିଥିଲେ ।
ଏହି ବ୍ୟକ୍ତି ଜଣକ ବେକରେ ତେଥୋସ୍କୋପ ପକାଇ ଧଳା ପୋଷାକ ପିନ୍ଧିଥିଲେ । ଏହି ବ୍ୟକ୍ତି ଜଣକ ପାଖରେ ଡାକ୍ତର ଜ୍ଞାନ ନଥିଲା କି ସେ ଡାକ୍ତର ନୁହେଁ । ଲୋକମାନଙ୍କୁ ସେ ଠକୁଥିଲା । ଏହି ଡାକ୍ତର ବାବୁ ଜଣକ ଭୁଲ ଔଷଧ ଦେଇଥିଲେ । ଏହି ବ୍ୟକ୍ତି ଜଣକ ଡାକ୍ତର ନୁହେଁ ଆଉ ତାଙ୍କ ମନ ଇଚ୍ଛା ଯାହା ଆସିଲା ସେହି ମେଡିସିନ ଦେଇ ଅଙ୍ଗନୱାଡି ଦିଦିଙ୍କୁ ମାରିବା ପାଇଁ ଛଟପଟ ଅବସ୍ଥାରେ ଛାଡି ଦେଇଥିଲେ । ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ ସିନ୍ଧେଇକେଲା ଥାନା ଅନ୍ତର୍ଗତ ପୁନିଆପାଳି ଗାଁରେ ।ଏହି ଗାଁର ଅଙ୍ଗନୱାଡି ଦିଦି ପୁଷ୍ପାଞ୍ଜଳୀ ପୁରନ୍ଧିଙ୍କ ସହିତ ଏହି ଘଟଣା ଘଟିଛି ।
ଏହି ନକଲି ଡାକ୍ତର ଜଣକ ହେଉଛନ୍ତି କଳସା ବିଶ୍ଵାଳ । ଭୁଲ ଇଞ୍ଜେକସନ ଦେଇ ସେ ଅଙ୍ଗନୱାଡି ଦିଦିଙ୍କୁ ହ-ତ୍ୟା କରିଥିବା ଅଭିଯୋଗରେ ସିନ୍ଧେଇକେଲା ପୋଲିସ ତାଙ୍କୁ ଗିରଫ କରିଛି ।ଅଗଷ୍ଟ ମାସ ୧୦ ତାରିଖ ଦିନ ଦିଦିଙ୍କୁ ସାମାନ୍ୟ ଜ୍ଵର ହୋଇଥିଲା ଆଉ ଏହିପରେ ନକଲି ଡାକ୍ତର ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ । ଆଉ ଏହିପରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା । ଏହାପରେ ତାଙ୍କୁ ଆଉ ଏକ ମେଡ଼ିକାଲକୁ ନିଆଯାଇଥିଲା ଆଉ ସେଠାରେ ସେ ମୃ-ତ୍ୟୁବରଣ କରିଥିଲେ । ଏହି ବ୍ୟକ୍ତି ଜଣକ ବଙ୍ଗଳାରୁ ଆଉ ତାଙ୍କ ପାଖରେ କିଛି ବି ଡାକ୍ତରୀ ସାର୍ଟିଫିକେଟ ନାହିଁ । ସେ ଦୀର୍ଘ ୧୫ ବର୍ଷ ହେବ ଲୋକଙ୍କୁ ଲୁଟି ଆସୁଛନ୍ତି । ଏବେ ତାଙ୍କୁ ପୋଲିସ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।