May 28, 2024, 17:18 IST

ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଜୀବନ ନଷ୍ଟ କରିଦେବେ ପତ୍ନୀ ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆଇପିଏଲ୍ ଟିମ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଏବେ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି।
ହାର୍ଦ୍ଧିକ ଓ ତାଙ୍କ ସ୍ତ୍ରୀ ନତାସା ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଇଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଯଦିଓ ଉଭୟ ହାର୍ଦ୍ଧିକ ନତାସାଙ୍କ ପକ୍ଷରୁ ଏ ସଂପର୍କରେ ନିର୍ଦ୍ଧିଷ୍ଟ ଭାବେ କୌଣସି ସୂଚନା ମିଳିପାରିନାହିଁ। 
Yy
ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଏହି ଦମ୍ପତ୍ତିଙ୍କ ଛା-ଡ଼-ପ-ତ୍ରକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଛି। ଆଉ ଏକ ଘଟଣା ଦେଖିବାକୁ ମିଳିଛି ନତାସା କୁଆଡେ ନିଜ ସ୍ଵାମୀ ହାର୍ଦ୍ଧିକଙ୍କୁ ପୁରା ବର୍ବାଦ କରିଦେବାକୁ ଚାହୁଁଛନ୍ତି।
ଅଭିନେତ୍ରୀ ନତାସା ନିଜ ମୁହଁରେ ଏଭଳି କିଛି କହି ନାହାଁନ୍ତି କିନ୍ତୁ ପରୋକ୍ଷ ଭାବେ ସେ ଏମିତି କିଛି ଇଙ୍ଗିତ ଦେଇଥିବା ଜଣାପଡିଛି। ନତାସାଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଏଭଳି କିଛି ବୟାନ ରହିଛି। 
ହାର୍ଦ୍ଧିକଙ୍କ ପତ୍ନୀ ନତାସା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ଡ୍ରାଇଭିଂ ଟ୍ରେନିଂ ସହିତ ଜଡ଼ିତ ଏକ ସାଇନ ବୋର୍ଡ ଫୋଟ ଦେଖିବାକୁ ମିଳିଛି। ଏବଂ ସେଥିରେ ବିଭିନ୍ନ ପ୍ରକାର ଟ୍ରାଫିକ ସିଗନାଲ୍ ଚିତ୍ର ରହିଛି।
Hh
ଡ୍ରାଇଭିଂ ସ୍କୁଲ ତଥା ଲୋକଙ୍କୁ ସଚେତନ କରାଇବା ପାଇଁ ରାସ୍ତାରେ ବିଭିନ୍ନ ପ୍ରକାର ଟ୍ରାଫିକ ସଙ୍କେତ ରହିଥିବା ଏକ ସାଇନ ବୋର୍ଡର ଫୋଟ ଉପରେ ନତାସା ଇଂରାଜୀରେ ଲେଖିଛନ୍ତି ଯେ, "କେହି ଜଣେ ରାସ୍ତା ଉପରକୁ ଆସିବାକୁ ଯାଉଛି"। 
ଆଉ ନତାସାଙ୍କ ଏଭଳି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। କାରଣ ଏହି ପୋଷ୍ଟଟି ସେ ନିଜ ସ୍ବାମୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦ୍ଦେଶ୍ୟରେ କହିଥାଇପାରନ୍ତି ବୋଲି ଅନୁମାନ କରାଯାଇଛି।
ହୁଏତ ଏହି ପୋଷ୍ଟ ଦ୍ଵାରା ନତାସା ପରୋକ୍ଷରେ କହିବାକୁ ଚାହୁଁଛନ୍ତି ଯେ ହାର୍ଦ୍ଧିକ ପାଣ୍ଡ୍ୟା ଠାରୁ ସେ ଅଲଗା ହେବେ ଏବଂ ତାଙ୍କୁ ରାସ୍ତାରେ ଠିଆ କରିଦେବେ। ହାର୍ଦ୍ଧିକ ଓ ନତାସାଙ୍କ ମଧ୍ୟରେ ବିଚ୍ଛେଦ ଚର୍ଚ୍ଚା ପ୍ରଥମେ ସୋସିଆଲ ମିଡ଼ିଆରୁ ହିଁ ଆରମ୍ଭ ହେଇଥିଲା।

Advertisement