May 27, 2024, 18:06 IST

ଛାଡ଼ପତ୍ର ପରେ ପରେ ନୂଆ ପ୍ରେମିକଙ୍କ ସହ ସାମ୍ନାକୁ ଆସିଲେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନତାଶା ଦେଖନ୍ତୁ ସମସ୍ତେ ଦେଖି ହୋଇଗଲେ ଆଶ୍ଚର୍ୟ୍ଯ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଛନ୍ତି ।
Hh
ଆପଣମାନେ ସମସ୍ତେ ଏହି କ୍ରିକେଟର ଜଣଙ୍କୁ ତ ଜାଣିଥିବେ । ଆପଣମାନେ ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କୁ ତ ଜାଣିଥିବେ । ସେ ଜଣେ ଭଲ ଖେଳାଳି ଅଟନ୍ତି ।ଏବେ ନିକଟରେ ଏହି କ୍ରିକେଟର ଜଣଙ୍କୁ ନେଇ ଆସିଛି କିଛି ଖବର । କ୍ରିକେଟର ଜଣକ ବିବାହ କରିଥିବା କଥା ତ ଆପଣମାନେ ଜାଣିଥିବେ ।
ଏହି କ୍ରିକେଟର ଜଣକ ନତାସାଙ୍କୁ ବିବାହ କରିଥିଲେ । ଆଉ ଏବେ ଖବର ଆସିଥିଲା କି ଏହି କ୍ରିକେଟର ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଛି । ଏବେ ସେମାନେ ଅଲଗା ହୋଇ ଯାଇଛନ୍ତି । ଏବେ ତାଙ୍କୁ ନେଇ ଆଉ କିଛି ଖବର ଆସିଛି । ଛାଡ଼ପତ୍ର ପରେ ନତାସାଙ୍କୁ ନୂଆ ବୟଫ୍ରେଣ୍ଡ ସହିତ ଦେଖିବାକୁ ମିଳିଛି । 
Gh
ସେ ତାଙ୍କ ନୂଆ ପ୍ରେମିକ ସହିତ କାରରେ ବୁଲିଲେ ଆଉ କଫି ଡେଟରେ ମଧ୍ୟ ଗଲେ । ଅଭିନେତ୍ରୀ ଦିଶା ପାଟନିଙ୍କ ପୂର୍ବତନ ପ୍ରେମିକ ଏବେ ନତାସାଙ୍କ ପ୍ରେମିକ । ବହୁ ଚର୍ଚ୍ଚିତ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ନତାସାଙ୍କୁ ବିବାହ କରିଥିଲେ । ତାଙ୍କର ପିଲାଛୁଆ ମଧ୍ୟ ହୋଇଥିଲା । ଆଉ ଏବେ ତାଙ୍କର ଛାଡ଼ପତ୍ର ହୋଇଗଲା ।
ସାମାନ୍ୟ ଏକ ଝଗଡ଼ା ପାଇଁ ପରସ୍ପର ଠାରୁ ଅଲଗା ହୋଇଗଲେ । ଏବେ ସୋସିଆଲ ମିଡିଆରେ ନତାସା ନିଜ ଟାଇଟେଲ ମଧ୍ୟ ବଦଳାଇ ଦେଇଛନ୍ତି ।ଏବେ ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ନତାସା ଅନ୍ୟ ପୁରୁଷ ସହିତ ଦେଖା ଯାଇଥିଲେ । ଆଉ ସେ ଆଲେକଜାଣ୍ଡର ଆଲେକ୍ସ ସହିତ ବୁଲୁଥିବାର ଖଗର ଆସିବା ପରେ ଏବେ ଏହା ମାମଲାକୁ ଆଉ ଏକ ମୋଡକୁ ନେଇଛି ।
ଏବେ ଏହି ଘଟଣା ଅନେକ ମୋଡରେ ପହଞ୍ଚିବା ବେଳେ ଅନେକ କଥା ସାମ୍ନାକୁ ଆସିଛି । ଆଇପିଏଲ ୨୦୨୪ ମସିହା ଖେଳରେ ହାର୍ଦିକ ପାଣ୍ଡ୍ୟା ଅନେକ ଷ୍ଟ୍ରଗଲ କରିଛନ୍ତି । ତାଙ୍କର ଏକ ୩ ବର୍ଷର ପୁଅ ଅଛି । ଆଉ ଏବେ ନତାସା ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି । ଅନେକ କଥା ଏବେ ସାମ୍ନାକୁ ଆସୁଥିବା ବେଳେ ଏନେଇ ମୁହଁ ଖୋଲି ନାହାଁନ୍ତି ନତାସା ।

Advertisement