Sep 4, 2024, 16:40 IST

ମୁଁ ଦୁ-ଷ୍କ-ର୍ମ କରିନି ମତେ ଫାସୀ ଦେଇଦିଅ ଦେଖନ୍ତୁ ବାରମ୍ବାର ମତ ବଦଳାଉଛି ସଞ୍ଜୟ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି କୋଲକାତା ସହରର ଘଟିଥିବା ଘଟଣାର ନୂଆ ମୋଡ ଆସିଛି । ଏବେ ଏହି ଘଟଣାକୁ ନେଇ ଆସୁଛି ନୂଆ ମୋଡ଼ । କୋଲକାତା ସହରର ଆର ଜି କର ମେଡିକାଲ କଲେଜରେ ଘଟିଥିବା ଦୁ-ଷ୍କ-ର୍ମ ଆଉ ହ-ତ୍ୟା ଘଟଣା ନେଇ ଆସିଛି ନୂଆ ମୋଡ଼ । ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି ।
Bb
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଛି । ଆଉ ଏବେ ଖବର ଆସୁଛି କି ବାରମ୍ବାର ଏହି ସଞ୍ଜୟ ରାୟ ତାର କଥା ବଦଳାଉଛି । ଏବେ ସଞ୍ଜୟ କହୁଛି ସେ ଦୋଷ କରିନାହିଁ କିନ୍ତୁ ତାକୁ ଦଣ୍ଡ ଦିଅ । ସେ ଦୁ-ଷ୍କ-ର୍ମ କରିନି କିନ୍ତୁ ତାକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଏବେ ଏହି ଅଭିଯୁକ୍ତ କହୁଛି । ଫାଶୀ ଏଭଳି ଏକ ଦଣ୍ଡ ଯାହା ଶୁଣିଲେ ଦୋଷୀର ଦେହ ଥରିଯାଇଥାଏ କିନ୍ତୁ ଏହି ଅଭିଯୁକ୍ତ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ଏବେ ଏହାକୁ ନେଇ ଖବର ଆସୁଛି। 
Bg
ସଞ୍ଜୟର ଏମିତି କଥା ଭିତରେ ରହିଛି ବଡ ରହସ୍ୟ ବୋଲି ଏବେ ଖବର ଆସୁଛି । ଯିଏ ଦୋଷ କରି ନାହିଁ ସେ କିଭଳି ଫାଶୀ ଦଣ୍ଡ ମାଗିବ । ଏବେ ସଞ୍ଜୟ ତାର ଓକିକକୁ ସବୁ ଗୋଟି ଗୋଟି କଥା ବୁଝାଇ କହିଛି । ସେଦିନ କଣ ସବୁ ହୋଇଛି ତାହା ସବୁ କହିଛି । ଏପଟେ ସଞ୍ଜୟ କହୁଛି ସେ ଦୋଷ କରିନାହିଁ ଆଉ ଏପଟେ କହୁଛି ସେ ଦୋଷୀ । ଏଭଳି କଥା ଏବେ ସାମ୍ନାକୁ ଆସିବା ପରେ ଅନେକ କିଛି କଥା ଜଣାପଡିଛି । ସଞ୍ଜୟ ଆଉ କାହାକୁ ବଞ୍ଚାଇବାକୁ ଯାଇ ଏଭଳି କରୁନାହିଁ ତ ? 
ସଞ୍ଜୟ କଣ ସିବିଆଇ ତଦନ୍ତକୁ ବାଟବଣା କରିବାକୁ ଚାହୁଁଛି କି ? ସଞ୍ଜୟ କହୁଛି ସେ ମହିଳା ଡାକ୍ତରଙ୍କ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଦେଖି ସେଠାରେ ଭୟଭୀତ ହୋଇ ଶୋଇ ପଡ଼ିଥିଲା । ଆଉ ସେ ଏତେ ଡରି ଯାଇଥିଲା ଯେ କାହାକୁ ଏହି ବିଷୟରେ ଜଣାଇ ପାରିନଥିଲା । ସେ ପୋଲିସ ନହୋଇ ପୋଲିସ ଭଳି କାମ କରୁଥିଲା । ଏବେ ତା ବିଷୟରେ ଅନେକ ପ୍ରମାଣ ଆସିବା ପରେ ଏବେ କଥାକୁ ଗୋଲ ଗୋଲ କରି ବଦଳାଇ ଦେଉଛି ସଞ୍ଜୟ । ସଞ୍ଜୟର ପ୍ରିନ୍ସିପାଲଙ୍କ ସହିତ ସମ୍ପର୍କ ରହିଛି । ଆଉ ଏବେ ଏହାକୁ ନେଇ ଅନେକ ତଦନ୍ତ ଚାଲିଛି ଆଉ ତଦନ୍ତ ପରେ ସତ କଣ ଜଣାପଡ଼ିବ । ଏଭଳି କାଣ୍ଡର ଦୋଷୀ କିଏ ତଦନ୍ତ ପରେ ତାହା ଜଣାପଡ଼ିବ ।

Advertisement