ଶହେ ବର୍ଷର ସବୁଠୁ ବଡ଼ ବାତ୍ୟା। ସୁ ସୁୁ ଗର୍ଜନ କରି ମାଡ଼ି ଆସିଲା। ତାଣ୍ଡବ ରଚିଲା ବାତ୍ୟା ସବୁକିଛି ହେଲା ଛାରଖାର। ଭୟଙ୍କର ରୂପ ଦେଖାଇ ଘଣ୍ଟା ପ୍ରତି ପବନର ବେଗ ୧୨୫ କି.ମି. ବୋହୁଛି। ବାତ୍ୟା ହେଲେ ୧୨ ଜିଲ୍ଲାକୁ କଲା ଛିନଛତ୍ର । ହଁ ଦର୍ଷକ ବନ୍ଧୁ ଭୟଙ୍କର ରୂପେ ମାଡ଼ି ଆସୁଛି ବାତ୍ୟା। ପୁଣି ସବୁକିଛି କରିବ ଛାରଖାର।୧୨ ଜିଲ୍ଲାକୁ କଲାଣି ଛିନଛତ୍ର। ବାତ୍ୟା ଦେଖାଉଛି କରାଳ ରୂପ। ଶହେ ବର୍ଷର ଏ ହେଉଛି ସବୁଠୁ ବଡ଼ ବାତ୍ୟା।
ରଚୁଛି ତାଣ୍ଡବ, ସବୁକିଛି ହେଲାଣି ଛାରଖାର। ସୁ ସୁ ଗର୍ଜନ କରି ମାଡ଼ି ଆସୁଛି ପବନ। ଆଖି ପିଚୁଳାକେ ରଚୁଛି ତାଣ୍ଡବ। ପୁଣି ଓଡ଼ିଶା ପ୍ରତି ଅଛିକି ବଡ଼ ବିପଦ। ତେବେ ଓଡ଼ିଶାବାସୀ ସାବଧାନ ଓ ସତର୍କ ହୋଇ ରୁହନ୍ତୁ। ବଢ଼ୁଛି ବାତ୍ୟାର ଗତିପଥ। ଘଣ୍ଟା ପ୍ରତି ପବନର ବେଗ ୧୨୫ କିମି ବୋହୁଛି। ଭୟଙ୍କର ରୂପ ଦେଖାଉଛି ବାତ୍ୟା।୧୨ ଜିଲ୍ଲାକୁ ବାତ୍ୟା କଲାଣି ଛିନ୍ନଛତ୍ର।୧୨୫ କିମି ପବନର ବେଗ ସାଙ୍ଗକୁ ମାଡ଼ି ଆସୁଛି ବର୍ଷା। ମାଡ଼ୁଛି ଘଡ଼ଘଡ଼ି, ବିଜୁଳି ଦେଖାଉଛି କରାଳ ରୂପ।
ବାତ୍ୟାରେ ଫସି ରହିଛନ୍ତି ଅନେକ ଲୋକ। ତେବେ ବାତ୍ୟାର ନାମ ହେଉଛି 'ହେଲେନ୍'। ଏହାର ପ୍ରଭାବରେ ଶହ ଶହ ଲୋକ ଫସି ରହିଛନ୍ତି। ଘର ଦ୍ୱାର ଭାଙ୍ଗିରୁଜି ମାଟିରେ ମିଶି ଗଲାଣି।ସୁ ସୁ ଗର୍ଜନ କରି ବନ୍ୟା ପାଣି ମାଡ଼ି ଆସୁଛି। ଅନେକ ଲୋକ ଆର୍ତ୍ତ ଚିତ୍କାର। ଆଉ ଏହାରି ଭିତରେ ୧୨ଟି ଜିଲ୍ଲାର କୋଟିଏ ଲୋକ ପ୍ରଭାବିତ ହୋଇଛନ୍ତି। ୬ଟି ଜିଲ୍ଲାରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେହିପରି ହେଲେନରେ କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡ଼ିକରେ ଏବେ ମଧ୍ୟ ଶତାଧିକ ଲୋକେ ଫସି ରହିଛନ୍ତି। ତାଣ୍ଡବ ରଚିଛି ବାତ୍ୟା ହେଲେନ୍। ହେଲେ ଏ ପର୍ଯ୍ୟନ୍ତ ବାତ୍ୟା ହେଲେନ ଯୋଗୁଁ ୪୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ବଢ଼ି ପାରେ ମୃତ୍ୟୁ ସଂଖ୍ୟା ।
ବିଭିନ୍ନ ସହରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେଥିପାଇଁ ହେଲେନରେ କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡ଼ିକରେ ଏବେବି ଶତାଧିକ ଲୋକ ଫସି ରହିଛନ୍ତି। ଉବୁଟୁବୁ ହେଲାଣି ଘର, ଦ୍ୱାର ଆଉ ରାସ୍ତା। ସବୁକିଛି ଏବେ ଛିନ୍ନଛତ୍ର ହୋଇ ଗଲାଣି । ମାଟିରେ ମିଶି ଗଲାଣି ହଜାର ହଜାର ଘର। ପବନର ବେଗ ବହୁ ମାତ୍ରା ରହିଛି। ଏହା ସାଙ୍ଗକୁ ବର୍ଷା ମାଡ଼ରେ ଏବେ ବେହାଲ୍ ଦକ୍ଷିଣ-ପୂର୍ବ ଆମେରିକା। ହେଲେନର ସର୍ବାଧିକ ପ୍ରଭାବ ଫ୍ଲୋରିଡାର ଦକ୍ଷିଣ ଓ ଉତ୍ତର କାରୋଲିନା ରାଜ୍ୟରେ ବଢ଼ିଥିବା ଜଣା ପଡିଛି। ବାତ୍ୟା ପ୍ରଭାବରେ କେବଳ ଜଞ୍ଜିଆରୁ ୧୧ଜଣଙ୍କ ମୃତ୍ୟ ଘଟିଛି ବୋଲି ସୂଚନା ମିଳିଛି।
ସେହିପରି ହେଲେନରେ କ୍ଷତି ଗ୍ରସ୍ତ ହୋଇ ଥିବା ଘର ଗୁଡ଼ିକରେ ଏବେବି ଶତାଧିକ ଲୋକ ସେଠାରେ ଫସି ରହି ଥିବାର ଜଣା ପଡିଛି। ଆମେରିକାର ବାତ୍ୟା ହେଲେନ କରୁଛି କରାଳ ରୂପ। ବନ୍ୟା ପରିସ୍ଥିତିମଧ୍ୟ ସୃଷ୍ଟି ହୋଇଛି। ଘର ଦ୍ବାର,ରାସ୍ତାଘାଟ ସବୁଠି ପାଣି। ଜୁଆଡ଼େ ଚାହିଁଲେ ଖାଲି ପାଣି ହିଁ ପାଣି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଆଉ ଏହାରି ଭିତରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି।୧୨ ଟି ଜିଲ୍ଳାର କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପ୍ରଭାବରେ ବନ୍ୟାର ରୂପ ସୃଷ୍ଟି ହେଲାଣି।