Jul 7, 2024, 16:09 IST

ଆଶ୍ଚର୍ଯ୍ୟ ହେଇଗଲେ ଗୁଣିଆ ଦେଖନ୍ତୁ ପୁଅର ଆତ୍ମାକୁ ନେଇଗଲା ଭୂତ

Tg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଖବର ପାଇବେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତିଙ୍କ ପୁଅ ଦେହରେ ଆତ୍ମା ଆସିଥିଲା । ଆଜିକାଲି ଯୁଗରେ ଏଭଳି କିଛି ଦେଖିବାକୁ ମିଳୁଛି ଯାହା ବିଶ୍ବାସ ହେଉ ନଥିଲେ ମଧ୍ୟ ସତ ଅଟେ ।
Bb
ଜଣେ ବ୍ୟକ୍ତିଙ୍କ ପୁଅର ଦେହକୁ ଆତ୍ମା ଆସିଥିଲା । ଆଉ ଏହି ଆତ୍ମା ଆସିବା ପରେ ୬ ମାସ ଭିତରେ ତାଙ୍କ ପୁଅକୁ ନେଇଯିବ ବୋଲି କହିଥିଲା । ଆଉ ଶେଷରେ ଏହି କାମ ସେ କରିଦେଲା । ଗୁଣିଆ ଏହି କଥା ଶୁଣି କହିଥିଲା ଦେଖିବା ବୋଲି କିନ୍ତୁ ପୁଅ ସବୁଦିନ ପାଇଁ ଚାଲିଗଲା । ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ଏଭଳି କେମିତି ହେଲା । ଆପଣମାନେ ପିଲା ବେଳେ ବୁଢ଼ୀ ମାଆ ପାଖରୁ ଭୂତ କାହାଣୀ ଶୁଣିଥିବେ । ଆଉ ଏବେ ଏହା ଦେଖିବାକୁ ଏବଂ ଶୁଣିବାକୁ ମିଳିଛି । ଏହା କାହାଣୀ ନୁହେଁ ସତ୍ୟ ଅଟେ ।
Bb
ଭୂତ ବା ଆତ୍ମା ଗୋଟିଏ ପୁଅର ଜୀବନ ନେଇଯାଇଛି । ପୁଅର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ଏବଂ ଅନ୍ୟମାନେ କାନ୍ଦୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ହରିପୁର ଗ୍ରାମରେ । ହରିପୁର ଗ୍ରାମର ବିଦ୍ୟାଧର ମହାରଣାଙ୍କ ୨୪ ବର୍ଷର ପୁଅ କାର୍ତ୍ତିକ ମହାରଣାଙ୍କୁ ଭୂତ ସବାର ହୋଇଥିଲା । ଆଉ ଏହି ଭୂତ ତାଙ୍କ ଦେହରେ ରହିବା ପରେ କହିଥିଲା ୬ ମାସ ଭିତରେ ଜୀବନ ନେଇଯିବ ଆଉ ସେ ଏହା ମଧ୍ୟ କରିଛି । ସେହି ଗାଁର ତିନିଜଣ ଯୁବକ ଦିନେ ହଠାତ୍ ନଦୀରେ ବୁଡି ମରିଗଲେ ।
ଆଉ ତାପରେ ତାଙ୍କ ଆତ୍ମା ଆସି କାର୍ତ୍ତିକଙ୍କ ଦେହରେ ପଶି ଯାଇଥିଲା । ଆଉ ଏହି ଭୂତ ଅନେକ ଥର କାର୍ତ୍ତିକଙ୍କୁ ଜୀବନ ହାରିବା ପାଇଁ ବାଧ୍ୟ କରିଥିଲା । ଆଉ ଏହାପରେ ସେ ଅନେକ ଥର ନିଜ ଜୀବନ ହାରିବେ ବୋଲି ଯାଇଥିଲେ କିନ୍ତୁ ତାଙ୍କୁ ଲୋକମାନେ ବଞ୍ଚାଇ ଦେଇଥିଲେ । କିନ୍ତୁ ଏହି ଶେଷ ଥର ତାଙ୍କୁ କେହି ବଞ୍ଚାଇ ପାରିଲେ ନାହିଁ । ଆଉ ସେ ତାଙ୍କ ମୋବାଇଲ୍ ଆଉ ଜୋତା ଛାଡ଼ି କେଉଁ ଆଡ଼େ ପଳାଇଥିଲେ ଆଉ ଲୋକମାନେ ତାଙ୍କୁ ଖୋଜିଥିଲେ କିନ୍ତୁ ସେ ତାଙ୍କ ଗୁହାଳ ଘରେ ଥିଲେ । ସେ ଓହଳି ରହିଥିଲେ ଆଉ ତାଙ୍କୁ ସଂଗେସଂଗେ ମେଡ଼ିକାଲକୁ ନିଆ ଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

Advertisement